ସୀମା ବିବାଦକୁ ନେଇ ଉତ୍ତେଜନା; ଓସ୍ତପୁର-କୋଟପଲ୍ଲା ଗାଁରେ ପୁଣି ଲାଗିଲା ୧୬୩ ଧାରା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଉତ୍ତେଜନା। ପୁଣି ଲାଗିଲା ୧୬୩ ଧାରା। ବାଘମାରୀ ଥାନାର ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ। ଗତକାଲି ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛି। ଗୁରୁବାର

‘ଗ୍ରୀନ୍‌ ଇଣ୍ଡିଆ’ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ଇଡି ରେଡ୍…

ବ୍ରହ୍ମପୁର: ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି ପଚରା ଉଚରା କରୁଛନ୍ତି । ସେହିପରି

ନୂଆପଡା ପାଇଁ କଂଗ୍ରେସ ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର

ନୂଆପଡ଼ାରେ ଜୟଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍‌‌ ସୋ’ କରିଛନ୍ତି। ରୋଡ୍‌ ସୋ’ରେ ଉପମୁଖ୍ୟମନ୍ତ୍ରୀ

ତମାଖୁମୁକ୍ତ ଯୁବ ଅଭିଯାନ ୩.୦କୁ ସଫଳ କରିବା ପାଇଁ ଜିଲ୍ଲା ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଅବକାରୀ ବିଭାଗର ଏକ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦କୁ ସଫଳ କରିବା ପାଇଁ ଜିଲ୍ଲା ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଅବକାରୀ ବିଭାଗର ଏକ ମିଳିତ ଦଳ ଜିଲ୍ଲା ସଦରରେ ଥିବା ବିଭିନ୍ନ ଦୋକାନରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଜିଲ୍ଲା ସଦରରେ ଥିବା ବିଭିନ୍ନ ଦୋକାନରୁ

ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଶୋକସଭା

ଡିଜେ ସାଉଣ୍ଡ୍ ପ୍ରତି ସରକାରୀ ବାରଣ ଆବଶ୍ୟକ ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ପକ୍ଷରୁ ବରିଷ୍ଠ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ବିୟୋଗରେ କଟକ-ଗୋପାଳପୁର ସାହି କୋଠ ଘର ଠାରେ ଏକ ଶୋକସଭା ମହାସଂଘ ମହାସଚିବ ସୁବାସ ଚନ୍ଦ୍ର

ରାସ୍ତା କଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍‌)ର ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୌରୀ ପ୍ରସାଦ ତାଡିଙ୍ଗି। ତାଙ୍କ ମୃତଦେହ ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା କଡ଼ରେ ଏକ କପା ବାଡ଼ ମଧ୍ୟରେ ପଡିଥିଲା। ଖବର ପାଇବା ପରେ ଶେଷଖାଲ

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନାହିଁ କ୍ଲାସରୁମ୍ ! କୁଳପତିଙ୍କ ଅଫିସ ଆଗରେ ବସି ପଢିଲେ ଛାତ୍ରଛାତ୍ରୀ

କଟକ : କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ ।  କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା  ।  ଶ୍ରେଣୀଗୃହର ଛାତ ସିଲିଂ ଭାଙ୍ଗିଯାଇଛି ।  ୨୦ ଦିନ ହେବ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଠିକ୍ କରାଯାଉନାହିଁ ।  କ୍ଲାସରୁମ୍ ଅସୁରକ୍ଷିତ

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା କରିଥିବା କହିଲେ ପରିବାର ଲୋକେ

ଭୁବନେଶ୍ୱର : ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ

ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲା ସ୍ଵମନ୍ନୟ କମିଟିର ବୈଠକ

ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ କୁଷ୍ଠ ରୋଗ ନିରାକରଣ ଓ ସମ୍ପୂର୍ଣ୍ଣ କୁଷ୍ଠମୁକ୍ତ ଜିଲ୍ଲା ଗଠନ ପାଇଁ ଆଗାମୀ ୧୭ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଚିହ୍ନଟ ଅଭିଯାନ ଅନୁଷ୍ଠିତ ହେବ। ସୂଚନାପ୍ରକାରେ ଏହାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ଗତକାଲି ସନ୍ଧ୍ୟା ୬.୩୦ ରେ ନବରଙ୍ଗପୁର ର ଅଶୋକ