Sign in
Sign in
Recover your password.
A password will be e-mailed to you.
୧୪ ଓ ୧୯ ତାରିଖରେ ଆସୁଛି ଆଉ ୨ଟି ଲଘୁଚାପ !
ଭୁବନେଶ୍ୱର : ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ!-->…
ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି, ୧୭ ଗୁରୁତର
ଅନୁଗୋଳ: ଜାତୀୟ ରାଜପଥରେ ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି । ୧୭ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁରର ମାଆ ସମଲେଶ୍ୱରୀ ଦର୍ଶନ ପାଇଁ ଏକ ଟୁରିଷ୍ଟ ଗାଡ଼ିର ଲୋକମାନେ ଯାଉଥିବା ବେଳେ ଯାଉଥିବା ବେଳେ ଡିଭାଇଡର ପିଟି ହୋଇଥିଲା । ୫୫ ନମ୍ବର ଜାତୀୟ ରାଜ ପଥର ଅନୁଗୋଳ ଜିଲ୍ଲା ହଣ୍ଡପା!-->…
ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ହତ୍ୟା
ରାୟଗଡା: ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ହତ୍ୟା କରାଯାଇଛି । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ଗତ!-->…
ଶ୍ରୀମନ୍ଦିରରୁ ପୁଣି ହିଡେନ କ୍ୟାମେରା ଜବତ
ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ । ଶ୍ରୀମନ୍ଦିର ଜଗମୋହନ ନିକଟରେ ହିଡେନ କ୍ୟାମେରା ଜବତ । ଚଷମାରେ ହିଡେନ କ୍ୟାମେରା ପିନ୍ଧିଥିବା ଭକ୍ତ ଭରତ ପାଣ୍ଡିଆ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ!-->…
କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା: ଜଣେ ମୃତ,୧୫ରୁ ଅଧିକ ଆହତ
ଭଞ୍ଜନଗର : କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୧୫ରୁ ଅଧିକ ଆହତ ହୋଇଛନ୍ତି । ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଯାତ୍ରୀବାହୀ ବସ୍ ଯାଉଥିଲା । କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ!-->…
ନୂଆପଡାରେ ନବୀନଙ୍କ ‘ରୋଡ ଶୋ’
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନଙ୍କ ରୋଡ ଶୋ’। ସ୍ବତନ୍ତ୍ର ବସରେ ପ୍ରଚାର କରୁଛନ୍ତି ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ!-->…
ଜିଲ୍ଲା ଏସପି କାର୍ଯ୍ୟାଳୟରେ ବନ୍ଦେ ମାତରଂ ସାମୁହିକ ସଙ୍ଗୀତ ଗାନ
ନୟାଗଡ଼: ବନ୍ଦେ ମାତରଂ ଜାତୀୟ ସଙ୍ଗୀତ ୧୫୦ ବର୍ଷ ପୂରଣ ଅବସରରେ ନୟାଗଡ଼ ଜିଲ୍ଲା ଏସପି କାର୍ଯ୍ୟାଳୟରେ ପୋଲିସ ମାନଙ୍କ ଦ୍ବାରା ସାମୁହିକ ସଙ୍ଗୀତ ଗାନ। ବନ୍ଦେ ମାତରଂ କେବଳ ଏକ ଶବ୍ଦ ନୁହେଁ,ଏକ ମନ୍ତ୍ର,ଏକ ଉର୍ଜା,ଏକ ସ୍ବପ୍ନ,ଏକ ସଙ୍କଳ୍ପ। ମାତୃଭୂମିର ସାଧନା ଏବଂ ଆରାଧନା। କୋଟି କୋଟି!-->…
ବିହାରରେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି : ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ୧୮ ଟି ଜିଲ୍ଲାର ୧୨୧ ଟି ଆସନରେ ମତଦାନ ହୋଇଛି। ବଡ଼ କଥା ହେଉଛି ଏଥର ଗତ ୭୩ ବର୍ଷରେ ସର୍ବାଧିକ ୬୪.୪୬% ମତଦାନ ହୋଇଛି । ଗତ ଥର, ଏହି ୧୨୧ ଟି ଆସନରେ ୫୫.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର!-->…
ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ସୁନାଝିଅ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା!-->…
JNU ଛାତ୍ର ସଂସଦ ନିର୍ବାଚନ: ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ, ଆଦିତି ମିଶ୍ର ସଭାପତି
ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(JNU) ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ!-->…