ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କୁ ଚାକିରି ନାଁରେ ଠକେଇ: ନଗରନାର ଥାନାରେ ଅଭିଯୋଗ
କୋରାପୁଟ/କୋଟପାଡ଼, ୧୬/୧୧/୨୫ – ଏନ୍.ଏମ୍.ଡି.ସି. ପ୍ଲାଣ୍ଟରେ ଚାକିରି କରାଇଦେବା ନାଁରେ ଆଇ.ଟି.ଆଇ ଛାତ୍ରଛାତ୍ରୀମାନେ ଠକାମୀର ଶିକାର ହୋଇଛନ୍ତି। ବସ୍ତର ଜିଲ୍ଲା ଜଗଦଲପୁରର ମାଡପାଲ ନିବାସୀ ପ୍ରକାଶ ନାଗ (ପିତା: ଲଙ୍କେଶ୍ୱର ନାଗ) ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା!-->…