ନୂଆପଡାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି: ଭକ୍ତ
ନୂଆପଡ଼ା: ନୂଆପଡ଼ାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି। ଏଥର ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। କଂଗ୍ରେସ ହାତକୁ ଏହି ଆସନ ଯିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ।
ସେ କହିଛନ୍ତି, ନୂଆପଡ଼ାରେ କଂଗ୍ରେସ ପାର୍ଥୀ ଘାସିରାମ!-->!-->!-->…