ଧାରଣାରେ କୋଟପାଡ଼ ଜି.ପି.ଏଲ.ଏଫ. କର୍ମଚାରୀ

କୋଟପାଡ଼ : ଆଜିଠୁ ରାଜ୍ୟ ସଂଘର ଡାକରାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜି. ପି.ଏଲ.ଏଫ.କର୍ମଚାରୀ ଧାରଣାରେ ବସିଲେ l ସେମାନଙ୍କ ପୁରୁଣା ଦାବିକୁ ନେଇ ବାରମ୍ବାର ବିଭାଗୀୟ ମନ୍ତ୍ରୀ,ଜ଼ିଲ୍ଲାପାଳଙ୍କୁ ଦୀର୍ଘ ସମୟରୁ ଦାବୀ ଉପସ୍ଥାପନା କରୁ ଥିଲେହେଁ,ସେମାନଙ୍କ ଦାବୀ ପୁରଣ…

କୋଠଘର କୁ ଆଳ କରି ଗଞ୍ଜାମ ଜିଲ୍ଲାରେ ଗାଁ ଗାଁ ରେ ଜୁଆ ଖେଳ ଆରମ୍ଭ…

,କାହାପାଇଁ ସର୍ବନାସ ହେଲେ ପୋଲିସ ପାଇଁ କିନ୍ତୁ ପୁଷ ମାସ...! ବ୍ରହ୍ମପୁର: ଦଶହରା ପାର୍ବଣ ଋତୁ ଆରମ୍ଭ ରୁ ଗାଁ କୋଠର ଉନ୍ନତି ପାଇଁ ବୋଲି ଆଳ ଦେଖାଇ ଗାଁ ଗାଁ ରେ ଜୁଆ ଆଡ୍ଡା ଚାଲିଛି। ଜୁଆଡ଼ିଆ ମାନେ ପ୍ରଶାସନ କୁ ଭୁଆଁ ବୁଲାଇ ଗାଁ ମଣ୍ଡପ ରେ ଜୁଆ ଆଡ୍ଡା ଖୁଲାମ ଖୁଲା ଚଲାଉଥିବା…

ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ନ ବାର୍ଷିକ ଉତ୍ସବ, ସେବାପକ୍ଷ ପାଳନରେ ଆୟୋଜିତ ହେଲା ରକ୍ତଦାନ ଶିବିର

ଉତ୍ସାହର ସହିତ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ ଯୁବବର୍ଗ ବ୍ରହ୍ମପୁର : ସାରାଦେଶ ପାଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମ ବାର୍ଷିକ ଉତ୍ସବ। ଏଥିପାଇଁ ବ୍ରହ୍ମପୁରରେ ମଧ୍ୟ ଆୟୋଜିତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ। . ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ.…

ନବରଙ୍ଗପୁରଠାରେ “ସେବା ପଖୱାଡ଼ା” ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ ଗଣଦୌଡ

ନବରଙ୍ଗପୁର : "ସେବା ପଖୱାଡ଼ା" ଉତ୍ସବ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ସଦାଶିବ ପାର୍କ ଠାରୁ ଏକ ବିଶାଳ ଜିଲ୍ଲା ସ୍ତରୀୟ ମାରାଥନ ଦୌଡ଼ ପୋଲିସ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଗଣ ଶିକ୍ଷା ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ର ଛାତ୍ର ଛାତ୍ରୀ ସମେତ ଜିଲ୍ଲାର…

ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇଁ,୨୧/୦୯: ବଣାଇଁଗଡ ସହରସ୍ଥିତ ବାଣେଶ୍ୱର କଲ୍ୟାଣ ମଣ୍ଡପ ଗୃହଠାରେ ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନସାଧାରଣ ଓ ପୋଲିସ ସହିତ ସୁସମ୍ପର୍କ ସ୍ଥାପନ କରିବା ଭଲମନ୍ଦ ଦୁଃଖ ସୁଖରେ ସାମିଲ ହୋଇ ଛିଡା ହେବା ନିଜ ନିଜର…

ସେବାପର୍ବ ଉପଲକ୍ଷେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ମାରାଥନ

ସୁନ୍ଦରଗଡ଼ : ସେବା ପର୍ବ (୧୭ ସେପ୍ଟେମ୍ବର–୨ଅକ୍ଟୋବର) ଅବସରରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା। ମାରାଥନଟି ବିକାଶ ଭବନ ପରିସରରୁ ଆରମ୍ଭ ହୋଇ ଲୁହୁରାଢିପା ନୂତନ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।ଏହି…

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ। ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ…

ଆସନ୍ତାକାଲିଠୁ ଦେଶରେ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ

ନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପଦକ୍ଷେପ । …

ଭୂମିକମ୍ପ ଝଟକାରେ ଦୋହଲିଲା ବାଂଲାଦେଶ

ବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୦ ରହିଛି । ତେବେ ମିଆଁମାରରେ ୭.୭ ତୀବ୍ରତା ଭୂମିକମ୍ପ ଆସିବା ପରେ ଢାକା ଏବଂ ଚଟଗାଁ ସହିତ ବାଂଲାଦେଶର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ଏଯାଏଁ କୌଣସି…

ପୁଣି ଆଫଗାନିସ୍ତାରେ ପଶିବ ଆମେରିକା ସେନା, ଏୟାରବେସ୍ ଫେରାଇବାକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା : ଆଫଗାନିସ୍ତାରେ ପୁଣି ପଶିବ ଆମେରିକା ସେନା । ଆଫାଗାନିସ୍ତାନକୁ ବଗରାମ ଏୟାରବେସ୍ ମାଗିଲା ଆମେରିକା । ଟ୍ରମ୍ପ କହିଛନ୍ତି ଯେ, ବଗରାମ ଏୟାର ବେସ୍ ପୁଣି ଥରେ ଫେରି ପାଇବାକୁ ଚାହୁଁଛି ୱାସିଂଟନ୍ । ଖୁବ ଶୀଘ୍ର ଆମେରିକାକୁ ଏହା ମିଳିବା ଆବଶ୍ୟକ । ଯଦି ସେମାନେ ତୁରନ୍ତ…