ଜଳିଗଲା ଗଞ୍ଜେଇ ବୋଝେଇ ଗାଡି
ସୁବର୍ଣ୍ଣପୁର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ!-->…