କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନର ନୂଆ ଖେଳ, ଛଡ଼ାଇନେଲା ଅପିଲ କରିବାର ଅଧିକାର

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନର ନାଟକ ପୁଣି ଥରେ ସାମ୍ନାକୁ ଆସିଛି। ପାକିସ୍ତାନ ଯାଦବଙ୍କ ପରିବାରଠାରୁ ଆବେଦନ କରିବାର ଅଧିକାର ମଧ୍ୟ ଛଡ଼ାଇ ନେଇଛି। ଇସ୍ଲମାବାଦ ନିଜେ ପାକିସ୍ତାନ ସୁପ୍ରିମକୋର୍ଟରେ ଏହା ସ୍ୱୀକାର କରିଛି। ୨୦୧୯ ମସିହାରେ ଯାଦବଙ୍କ ସହ ଜଡିତ ମାମଲାର…

ରତ୍ନଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଚେଷ୍ଟା କରାଯାଉଛି । ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି। ଦିନରେ…

ନିଖୋଜ ନାବାଳକକୁ ଖୋଜିବାକୁ ଫାଣ୍ଡି ଘେରାଉ ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପିପିଲି: ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ନିଖୋଜ ହେବା ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ରହିଛି । ଏବେ ଯାଏଁ ପତ୍ତା ଲାଗାଇପାରୁନି ପୋଲିସ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ…

ସେକ୍ସ ରେକେଟ ସନ୍ଧାନ ରେ ଆସିକା ର ବିଭିନ୍ନ ହୋଟେଲ ଓ ଲର୍ଡ଼ଜ ଉପରେ ପୋଲିସ ର ଚଢ଼ାଉ ….!

ପୋଲିସ ର ଚଢ଼ାଉ କୁ ନେଇ ବୁଦ୍ଧିଜୀବୀ ମହଲ ରେ ସ୍ୱାଗତ….. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବିଭିନ୍ନ ଲର୍ଡ଼ଜ ଓ ହୋଟେଲ ରେ ସେକ୍ସ ରେକେଟ ଚାଲିଥିବା ଚର୍ଚ୍ଚା ହୋଇ ଆସୁଥିଲା। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଧେଶ ରେ ଆସିକା…

ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା, ରାମବନ ଛାରଖାର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ରାମବନ । ବିପର୍ଯ୍ୟୟରେ ସବୁଠୁ ଅଧିକ ରାମବନରେ କ୍ଷୟକ୍ଷତି ହୋଇଥିବା ବେଳେ ଧୋଇ ଯାଇଛି ରାସ୍ତାଘାଟ । ବାଦଲଫଟା ବର୍ଷା ଏବଂ ତତ୍ ଜନିତ ଭୂସ୍ଖଳନ ଫଳରେ ଅନେକ ସ୍ଥାନରେ ଧସିଯାଇଛି ପାହାଡ ଓ ଘର । ସାଧାରଣ ରାସ୍ତା ଘାଟ…

ବଡ଼ବଡ଼ ଶାଳ ଗଛ କଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ବାଲିଗୁଡା : ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏହି ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ସକାଳ ସମୟରେ ବନ ବିଭାଗ ସ୍ଥିତି ପରଖି ଥିବାବେଳେ…

ରାଜଧାନୀରେ ଯୁବକଙ୍କୁ ଗୁଳି ଘଟଣାରେ ଟ୍ଵିଷ୍ଟ, ନିଜକୁ ନିଜେ ଗୁଳି ମାରିଥିଲା ଦୀପ୍ତି

ଭୁବନେଶ୍ୱର: ପ୍ରେମରେ ବିଫଳ ଯୁବକ ରଚିଲେ ହାଇଡ୍ରାମା । ପୋଲିସ୍ ଓ ପରିବାର ଲୋକେ ବି ଚକ୍କର ଖାଇଗଲେ । ସିନେମାର କାହାଣୀ ପରି ଥିଲା ଘଟଣା । ହେଲେ ପୋଲିସ କରି ଦେଲା ପର୍ଦ୍ଦାଫାସ୍ । ଘଟଣା ଶୁଣିଲେ ମୁଣ୍ଡ ଘୂରାଇ ଦେବ । ହଁ ଆଜ୍ଞା, ଏଭଳି ଏକ ଘଟଣା ଯାହା ଏବେ ଖୁବ୍ ଚର୍ଚ୍ଚା…

ଅଲଗା ହେବେ ନାଗ ଦମ୍ପତି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ନାଗ ଦମ୍ପତି । ଅଲଗା ହେବା ନେଇ ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ନାଗ ଦମ୍ପତି । ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ । ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା ରୁଜୁ ହୋଇଛି । …

ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, କିଛି ଦୂରରେ ଫୋପାଡ଼ି ଦେଇ ଚାଲିଗଲେ ଦୁର୍ବୃତ୍ତ

ହିନ୍ଦୋଳ : ହିନ୍ଦୋଳରେ ଲଜ୍ଜା । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ଦୁର୍ବୃତ୍ତମାନେ ଦୁଷ୍କର୍ମ କରିବା ପରେ ଗାଁଠାରୁ କିଛି ଦୂରରେ ବରଡ଼ାପତ୍ର ଘୋଡ଼ାଇ ଫେରାର ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ…

କାନାଡା ଗୁରୁଦ୍ବାରାରେ ଖାଲିସ୍ତାନୀଙ୍କ ଭଙ୍ଗାରୁଜ୍ଜା, କାନ୍ଥରେ ଲେଖିଲେ “ଖାଲିସ୍ତାନ ଜିନ୍ଦାବାଦ !”

ଓଟାୱା: ଖାଲିସ୍ତାନୀ ଆତଙ୍କବାଦୀମାନେ ଗୁରୁଦ୍ୱାରକୁ ମଧ୍ୟ ଛାଡ଼ୁ ନାହାନ୍ତି। ଏଥର ସେମାନେ କାନାଡାର ଭାନକୁଭରରେ ଥିବା ଗୁରୁଦ୍ୱାରରେ ଭଙ୍ଗାରୁଜା କରିବା ସହ କାନ୍ଥରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଲେଖିଛନ୍ତି। ସେମାନେ ମଧ୍ୟ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…