୬ ମାସର ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ

ରାୟଗଡ଼ା : ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ…

ଫଲ୍ସ ନ୍ୟାରେଟିଭ ପାଇଁ ହାରିଲା ବିଜେଡି, ଓଡ଼ିଶାର ହକ୍ ପାଇଁ ଜାରି ରହିବ ଲଢେଇ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବମ ଥର ବିଜେଡି ସଭାପତି ହେବା ପରେ ଆସିଲା ନବୀନଙ୍କ ପ୍ରତିକ୍ରିୟା। ବିଜେଡ଼ି ସଭାପତି ହେବାପରେ ନବୀନ ଜୟ ଜଗନ୍ନାଥ କହି ନିଜ ଉଦବୋଧନ ଆରମ୍ଭ କରିଥିଲେ। ଆପଣଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣି ବୋଲି କହିଥିଲେ। ସେ ଆହୁରି କହିଛନ୍ତି, ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଶାସନ ପାଇଁ…

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ହତ୍ୟାର ଦୃଢ଼ ନିନ୍ଦା କଲା ଭାରତ

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରଏଙ୍କୁ ହତ୍ୟା କରାଯାଇଛି। ଭବେଶଙ୍କୁ ଅପହରଣ କରାଯିବା ପରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ଼ ନିନ୍ଦା କରିଛି ଭାରତ। ଏହା ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାରର ଏକ ବ୍ୟବସ୍ଥାଗତ ଅତ୍ୟାଚାରର ଢାଞ୍ଚା…

ରେଳ ଲାଇନ ନିର୍ମାଣକୁ ବିରୋଧ: ଗ୍ରାମବାସୀ- ପୋଲିସ ମଧ୍ଯରେ ଖଣ୍ଡଯୁଦ୍ଧ, ଜଣେ ମୃତ

ରାଉରକେଲା: ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣେ ମୃତ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ପୋଲିସ- ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡପ୍ରଳୟ ଦେଖା ଦେଇଛି । ରେଳଲାଇନ ନିର୍ମାଣକୁ ବାରମ୍ବାର ବିରୋଧ…

ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ଦେବା ମାମଲା: ବାପା-ମାଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକାକୁ ପୋଡ଼ି ମାରିବା ମାମଲା। ବାପାମାଙ୍କୁ ଆଜୀବନ ସଜା ଶୁଣାଇଲେ ଫାଷ୍ଟ୍‌ ଷ୍ଟ୍ରାକ୍‌ କୋର୍ଟ। ୨୦୧୬ରେ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ୩ ମାସର ଗର୍ଭବତୀ ଝିଅକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ ବାପା-ମାଆ। ସୂଚନାନୁଯାୟୀ, ୨୦୧୬ ମସିହା ଫେବୃଆରୀ ୧୪…

ଆହୁରି ୫ ଦିନ ବର୍ଷିବ, ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

‘ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ’

ଓ୍ବାକଫ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଲାଗି ସମୟସୀମା ଧାର୍ଯ୍ୟ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଭର୍ତ୍ସନା କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅନୁରୂପ ମନ୍ତବ୍ୟ…

ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌

ପୁରୀ: ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌। ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଏହା ରୂପ ନେବ। ଏନେଇ…

ଜେଇଇ ମେନ୍ ୨୦୨୫: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡ଼ିଶା ଛାତ୍ର ଓମ୍ ପ୍ରକାଶ ବେହେରା

ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା । ଜେଇଇ ମେନ୍ ୨୦୨୫ର ଏପ୍ରିଲ ସେସନ୍‌ ରେ ପୁରା ଭାରତରେ ପ୍ରଥମ ରାଙ୍କ୍ ହାସଲ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ଓମ୍ ପ୍ରକାଶ । ୨୦୦୮ ଜାନୁଆରୀ ୧୨ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ…

ନବୀନଙ୍କ ନବମ ଇନିଂସ୍: ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ଭୁବନେଶ୍ଵର: ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ…