ନୟାଗଡ :ଶ୍ରୀଅନ୍ନ ଯୋଜନାରେ ମହାଘୋଟଲା..!
ନୟାଗଡ: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଘୋଟଲା ର ଅଭିଯୋଗ ଆସିଛି । ଚାଷୀ ଚାଷ ନକରି ସହାୟତା ପାଇବା, ଚାଷ ନକରି ଜମି ପଞ୍ଜିକରଣ କରି ସହାୟତା ପାଇବା ପରେ ଏବେ କର୍ମଚାରୀ ନିଯୁକ୍ତି ଓ ସେମାନଙ୍କର ଦରମା ପ୍ରଦାନରେ ଏନଜିଓ ର ଜାଲିଆତି ସାମ୍ନାକୁ ଆସିଛି ।ଓଡ଼ଗାଁ ବ୍ଲକରେ!-->…