ନାଚୁଣୀ ପୋଲିସର ବଡ଼ ଧରପକଡ଼, ୨୭ ଲିଟର ବେଆଇନ ବିୟର ଜବତ, ଯୁବକ ଗିରଫ

ନାଚୁଣୀ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ବେଆଇନ ମଦ ବିକ୍ରି ଓ ଚାଲାଣ ବିରୁଦ୍ଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ନାଚୁଣୀ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି | ଗତକାଲି ନାଚୁଣୀ ଥାନା ପୋଲିସ ପକ୍ଷରୁ ବିଞ୍ଝଳା ଅଞ୍ଚଳରେ

ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଛି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ମିଳିଲା ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ ନିବେଶକମାନେ ଏବେ ଓଡ଼ିଶାରେ ନିଜର

ବନ୍ଦ ଘରୁ ଚୋରି ମାମଲାର ପର୍ଦ୍ଦାଫାସ : ଶିକ୍ଷୟିତ୍ରୀଙ୍କ ସମେତ ୨ ମହିଳା ଓ ୨ ଯୁବକ ଗିରଫ, ଚୋରି ସାମଗ୍ରୀ ଜବତ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାଏବଗା ରୋଡ୍ ଅଞ୍ଚଳରେ ଘଟିଥିବା ବନ୍ଦ ଘର ଚୋରି ଘଟଣାର ପର୍ଦ୍ଦାଫାସ କରିବାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ଗିରଫ

ବାଲି ମାଫିଆଙ୍କ ରାଜ୍ : ମାଇନ୍ସ ବିଭାଗର ଭୂମିକା ନେଇ ଉଠିଲା ପ୍ରଶ୍ନ

ଉମରକୋଟ : ଉମରକୋଟ ବ୍ଲକ ବଡ଼ ଭରଣ୍ଡି ପଞ୍ଚାୟତ ଅଧୀନ ପୂଜାରୀଗୁଡ଼ା ଚିଙ୍ଗିଡ଼ିଘାଟ ନଦୀରୁ ବାଲି ଉତ୍ତୋଳନ ଓ ଚାଲାଣକୁ ନେଇ ଅଭିଯୋଗ ଉଠିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ପ୍ରତିଦିନ ବହୁ ସଂଖ୍ୟକ ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ଅଭିଯୋଗ ରହିଛି। ସକାଳ ସମୟରେ ବାଲି ଉତ୍ତୋଳନ

ପ୍ରଧାନ ଶିକ୍ଷକଙ୍କୁ ମାଡ଼ ଅଭିଯୋଗ, ଥାନାର ଦ୍ୱାରସ୍ଥ

ପାଲଟା ଅଭିଯୋଗ ଆଣିଲେ ଶିଶୁ ବାଟିକା ଶିକ୍ଷୟିତ୍ରୀ, ଦୁଇଟି ଅଭିଯୋଗକୁ ନେଇ ପୁଲିସର ତଦନ୍ତ ଉମରକୋଟ/ରାଇଘର : ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷା ସହ ଶୃଙ୍ଖଳାର ପାଠ ପଢ଼ାଯାଏ। ହେଲେ ଏହି ଶିକ୍ଷାନୁଷ୍ଠାନ ପରିସରରେ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ

ଧାନଚୋରି ଘଟଣାରେ ୪ ନାବାଳକଙ୍କ ସମେତ ୫ ଗିରଫ…

୪୬ କ୍ୱିଣ୍ଟାଲ ଧାନ ଜବତ, ଅଟୋ ଓ ବାଇକ୍ ଜବତ ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଘଟିଥିବା ଧାନ ଚୋରି ଘଟଣାରେ ଉମରକୋଟ ପୋଲିସ ତ୍ୱରିତ ପଦକ୍ଷେପ ନେଇ ୪ ଜଣ ନାବାଳକଙ୍କ ସମେତ ମୋଟ ୫ ଜଣଙ୍କୁ ଧରିଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୪୬ କ୍ୱିଣ୍ଟାଲ ଧାନ ଜବତ ହୋଇଥିବା ବେଳେ

୨୧ ତାରିଖରୁ ପୁଣି ଆରମ୍ଭ ହେବ ଗୁଆଙ୍ଗଜୋ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ବିମାନ ସେବା

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚୁଥିବା ବେଳେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ନେଇ ଆସିଛି ବଡ଼ ଖବର। ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ୬ ବର୍ଷ ପରେ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ରୁଟ୍‌ରେ ପୁଣିଥରେ ନିୟମିତ ଯାତ୍ରୀବାହୀ ବିମାନ

ବଲୁଚିସ୍ତାନରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ହତ୍ୟା କଲେ ପାକିସ୍ତାନ ସୁରକ୍ଷାକର୍ମୀ

ବଲୁଚିସ୍ତାନ: ବଲୁଚିସ୍ତାନର ଖୁଜଦାର୍‌ ଜିଲ୍ଲାରେ ଦୁଇଟି ପୃଥକ୍‌ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲୁଚିସ୍ତାନ ନ୍ୟାସନାଲ ପାର୍ଟି (ବିଏନ୍‌ପି) ଏହି ହତ୍ୟା ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ଦାୟୀ କରିଥିବା