ବରକିଭଟ୍ଟା ଗ୍ରାମବାସୀଙ୍କ ମଦ ବିରୋଧୀ ହୁଙ୍କାର: ମଦ ବିକ୍ରି କଲେ ୧ ଲକ୍ଷ ଓ ପିଇଲେ ୫ ହଜାର ଟଙ୍କା ଜରିମାନା
ଉମରକୋଟ (ରସିକ ସରକାର): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାକଲାପଦର ପଞ୍ଚାୟତର ବରକିଭଟ୍ଟା ଗାଁ ଆଜି ଏକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ପାଲଟିଛି। ଗାଁରେ ବଢ଼ୁଥିବା ଅବାଧ ନିଶା କାରବାର ଓ ଏହାର କୁପ୍ରଭାବକୁ ରୋକିବା ପାଇଁ ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ଏକ ବିଶାଳ!-->!-->!-->…