ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣକୁ ୩ ମୌଜା ଲୋକଙ୍କ ବିରୋଧ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଓଡିଶା ପରିବହନ ନିଗମ ଦ୍ଵାରା ନିର୍ମାଣାଧୀନ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱ ପ୍ରାଚୀର ନିର୍ମାଣକୁ ୩ ମୌଜା ଲୋକଙ୍କ ବିରୋଧ ।ପୋଲିସ ହାଉସିଂ କର୍ପୋରେସନ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଶୁଭେନ୍ଦୁ କୁମାର ମହାନ୍ତି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ!-->…