ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଗକୁ ବିଧାନସଭା ଆସନ ସଂଖ୍ୟା ବଢିପାରେ । ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିପାରେ । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହେବ ନୁଆ ଲୋକସେବା ଭବନ ଓ ବିଧାନସଭା । ସୀମା ନିର୍ଦ୍ଧାରଣ ପରେ ବଢ଼ିପାରେ ବିଧାନସଭା ସିଟ୍ ସଂଖ୍ୟା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୭୦!-->…