ନୟାଗଡ଼ ମେଡିକାଲ କଲେଜ ଦାବି ଜୋର ଧରିଲା :ପ୍ଲାକାର୍ଡଧରି ମେଡିକାଲ କଲେଜ ଦାବି…
ନୟାଗଡ଼: ପ୍ଲାକାର୍ଡ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ୍ ଦାବିକୁ ତ୍ୱରାନ୍ୱିତ କରାଯାଇଛି। ନୟାଗଡ଼ ଗୋଲେଇ ଟ୍ରାଫିକ ଛକରେ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ସଚେତନତା ମାଧ୍ୟମରେ କୁହାଯାଇଛି - ରାଜ୍ୟର ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଗଢି ଉଠିଛି।ନୟାଗଡ଼ କଣ ଅନ୍ୟ ଜିଲ୍ଲା!-->…