Browsing Category

ଓଡିଶା

ବୀଭତ୍ସ ହତ୍ୟା ! ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହେଲା ୪ଟି ଖଣ୍ଡବିଖଣ୍ଡିତ ମୃତଦେହ

ଭୁବନେଶ୍ୱର : ୪ ଜଣଙ୍କୁ ବୀଭତ୍ସ ହତ୍ୟା ! । ହତ୍ୟା କରି ଫିଙ୍ଗିଦେଲେ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି ୪ଟି ଖଣ୍ଡବିଖଣ୍ଡିତ ମୃତଦେହ । ତାଲାବୁରୁ-କେନ୍ଦପୋଷି ଷ୍ଟେସନ ନିକଟ ରେଳ ଟ୍ରାକ୍ ରୁ ଉଦ୍ଧାର ହୋଇଛି ଡେଡବଡି। ୨ଟି ଅଖା ଭିତରେ ଓ ଆଉ ୨ଟି ମୃତଦେହ ବାହାରେ

ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ

ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ

ଭୁବନେଶ୍ୱର : ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ୍ ହୋଇଛି । ସମସ୍ତ ଦସ୍ତାବିଜ୍ ସହ ହାଜର ହେବାକୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବରପଦା

RTO ବସନ୍ତ ମହାପାତ୍ର ଗିରଫ ଘଟଣା: ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭର

ବୌଦ୍ଧ: ଢୋଲ ବାଜୁଛି, ଗୀତ ବି ବାଜୁଛି । ଆଉ ସେହି ଗୀତର ତାଳେ ତାଳେ ନାଚ ବି ଚାଲିଛି । ଆପଣ ଭାବୁଛନ୍ତି କି ଏଠି କେଉଁ ବାହାଘର କି ଅନ୍ୟାନ୍ୟ କୌଣସି ସେଲିବ୍ରେଶନ ଚାଲିଛି ବୋଲି । ନାଇଁ ଆଜ୍ଞା ଏଠି କୌଣସି ବାହାଘର କି ଉତ୍ସବ ଚାଲିନି, ଏଠି RTO ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବାରୁ

ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ । ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଇନର ଚିଠା ରୁଲ୍। ମାସକ ଭିତରେ ଦେଇପାରିବେ ଆପତ୍ତି ଅଭିଯୋଗ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ସଂଘ ଗଠନ ଓ

ସହିପାରିଲେନି ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ, ଶେଷରେ କଲେ ଆତ୍ମହତ୍ୟା

ବଲାଙ୍ଗୀର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ ହେଲେ

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର, ଏସଏଚଜି ମହିଳାଙ୍କୁ ମିଳିବ ହଜାରେ ଟଙ୍କା

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)

ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍‌

ଭୁବନେଶ୍ୱର : ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା, ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଫିଟିଲା ବାଟ। ରତ୍ନଭଣ୍ଡାର ଖୋଲି ଏଥିରେ ଗଚ୍ଛିତ ଥିବା ରତ୍ନ ଅଳଙ୍କାର ହିସାବ ପାଇଁ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଁ ୪ ସପ୍ତାହର ସମୟ ଦେଲେ ହାଇକୋର୍ଟ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ

‍ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ରାଜନଗର ନିର୍ବାଚନମଣ୍ଡଳୀର ହଜାର ହଜାର ସମର୍ଥକଙ୍କ ସହ ଶଂଖ ଭବନରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନ ଆସି