Browsing Category

ଓଡିଶା

ରିମାଣ୍ଡରେ ଆସିବେ ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣାଲତା

ଭୁବନେଶ୍ବର: ମାର୍ଚ୍ଚ ୧,୨୦୨୩ । ଲିଙ୍ଗରାଜ ଥାନାକୁ ଆସି ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ କରିଥିଲେ ପୁରୁଣା ଭୁବନେଶ୍ୱରର ସ୍ଵର୍ଣପ୍ରଭା ମହାସୁଆର । ଅଭିଯୋଗ ଅନୁଯାୟୀ ସ୍ବର୍ଣ୍ଣାଲତା ଦାସ ନାମକ ଜଣେ ଏଜେଣ୍ଟ ତାଙ୍କର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଆସନ୍ତା ପାଞ୍ଚଦିନ ଯାଏ ଦିନରେ ଖରା ଓ ଅପରାହ୍‌ଣରେ କାଳ ବୈଶାଖୀ

ଭୁବନେଶ୍ୱର : ଦିନରେ ଖରା, ଅପରାହ୍‌ଣରେ କାଳ ବୈଶାଖୀର ତାଣ୍ଡବ। ରାଜ୍ୟରେ ବଢୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୪ରୁ ୩୯ ଡିଗ୍ରି ସେଲସିୟସ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ରୁ ୩୭ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ

ଯାଜପୁରରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା: ଦିଅର ସମେତ ଯାଆ ଓ ଅନ୍ୟ ଜଣେ ସହଯୋଗୀ ଗିରଫ

ଯାଜପୁର:ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା। ଦିଅର ସମେତ ୩ଜଣ ଗିରଫ। ସୂଚନା ମୁତାବକ, ଗତ ୫ତାରିଖ ସକାଳେ ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନି ନାୟକ ଘର ଦାଣ୍ଡ ପହଁରୁଥିଲେ। ଏହି ସମୟରେ ଦିଅର ଜୟନ୍ତ ନାୟକ ଭାଉଜକୁ ଘର ଭିତରକୁ ଟେକି

କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ

ଝାରସୁଗୁଡା :ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋନପୁର

ଅନ୍‌ଲାଇନ୍‌ ଆପ୍‌ରେ ଠକେଇ: ଅଭିଯୁକ୍ତ ନିଲେଶକୁ ୪ ଦିନିଆ ରିମାଣ୍ଡରେ ଆଣିଲା ଇଓଡବ୍ଲୁ

ଭୁବନେଶ୍ବର/ବାଲେଶ୍ବର: ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବାଲେଶ୍ବର ଜିଲ୍ଲା ଅଙ୍ଗାରଗାଡ଼ିଆ ଗାଁର ନିଲେଶ କୁମାର କର। ନିଲେଶକୁ ଗିରଫ ପରେ  ବାଲେଶ୍ବରରେ

ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଯୁବକଙ୍କୁ ଖଣ୍ଡାରେ ହାଣି ପେଟରେ ଛୁରୀ ଭୁସିଲେ ଦୁର୍ବୃତ୍ତ। ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ମରଣାନ୍ତକ ଆକ୍ରମଣ। ଖଲ୍ଲିକୋଟ ଥାନା ବାକୁଟୁ ଗାଁର ଆଲୋକ ସାହୁଙ୍କ ଉପରେ ହୋଇଛି ଆକ୍ରମଣ। ଆଲୋକ ଓ ତାଙ୍କ ସାଙ୍ଗ ବାଇକରେ ବାଦପଲ୍ଲୀରୁ ନିଜ ଗାଁକୁ

କୋରାପୁଟ-ରାୟଗଡା ଲାଇନ ବୁଲି ଦେଖିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ରାୟଗଡ଼ା: ପୂର୍ବତନ ରେଳପଥ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି କାରାପୁଟ-ରାୟଗଡା ଲାଇନର ତଦାରଖ କରିଛନ୍ତି। ଏଥିସହ ରେଳ ବିଭାଗର ନୂତନ କାର୍ଯ୍ୟ, ନୂତନ କୋଠାଗୃହ ସହ ରେଳଷ୍ଟେସନର ଉନ୍ନତୀକରଣ ନେଇ ଆଲୋଚନା କରିଥିଲେ। କୋରାପୁଟ ଠାରୁ ରାୟଗଡା ମଧ୍ୟରେ ରହିଥିବା ଟ୍ରାକ କର୍ଭ,

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ  ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ

ପାଟଣାଗଡ: ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯୋଗୀମୁଣ୍ଡା ହାଇସ୍କୁଲର ଶିକ୍ଷକ ସତ୍ୟ ନାଏକ ମାର୍ଚ୍ଚ ୨୮ ତାରିଖରେ ସ୍କୁଲର ଜଣେ ଦଶମ ଶ୍ରେଣୀର

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୧୦୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ହେବ ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍‌ ୫ହଜାର ୫୨୬ କୋଭିଡ୍‌ ଟେଷ୍ଟ ହୋଇଛି । ଆଶ୍ୱସ୍ତିକର ଖବର ହେଉଛି,