Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପ୍ ଚୁପ୍ କଲା ଇଡି…
ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି। ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି। ଏହି ଟିମ୍ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ। ଅନ୍ୟ ଏକ ଟିମ୍ରେ ଟିମ!-->…
ଉନ୍ନତ୍ତ ସ୍ବାସ୍ଥ୍ୟ ସେବା ପାଇଁ ୫ ଜଣ ପରାମର୍ଶଦାତା ନିୟୋଜିତ କଲେ ସରକାର…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ!-->…
ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
ହକିକୁ!-->!-->!-->…
ପୁଣି ଝାରସୁଗୁଡାରୁ ହାଇଦ୍ରାବାଦକୁ ଉଡାଣ ସେବା ଦେବ ସ୍ପାଇସ ଜେଟ୍
ଝାରସୁଗୁଡା: ପୁଣିଥରେ ଝାରସୁଗୁଡାରୁ ହାଇଦ୍ରାବାଦକୁ ବିମାନ ଉଡ଼ିବ। ଆସନ୍ତା ୨୦ ତାରିଖରୁ ଏହି ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଆଉ ସେହି ବିମାନ କମ୍ପାନୀ ସ୍ପାଇସ ଜେଟ୍ ଉଡାଣ ସେବା ଯୋଗାଇବ ବୋଲି ସୂଚନା ରହିଛି। ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ବିମାନ ସେବା!-->…
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ରାଉରକେଲା: ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ । ପୁରୁଷ ହକି ବିଶ୍ୱକପ୍ର ୨୦ଟି ମ୍ୟାଚ ଏହି ଷ୍ଟାଡିମୟରେ ଖେଳାଯିବ। ଭାରତୀୟ ଟିମ୍ର ବିଶ୍ୱକପ୍ ଅଭିଯାନ ଏହି ଷ୍ଟାଡିୟମରୁ ଆରମ୍ଭ ହେବ। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ପାରିବେ।!-->…
5ଜି ରାଜନୀତି: ବିଜେଡି କହିଲା ଗାଁରେ ନାହିଁ ନେଟଓ୍ୱର୍କ, କେନ୍ଦ୍ରମନ୍ତ୍ରୀ କହିଲେ ଅଙ୍ଗୁଳି ଉଠାଇ ଲାଭ ନାହିଁ…
ଭୁବନେଶ୍ୱର: ଟ୍ୱିନ ସିଟିରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ 5ଜି ସେବା। ମାର୍ଚ୍ଚ ୩୧ ସୁଦ୍ଧା ଏହି ହାଇସ୍ପୀଡ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ଏହା ପୂର୍ବରୁ 5ଜି ସେବା ଯୋଗାଇ ଦେଇଛନ୍ତି। ଏପରି କରି ମୋଦୀ ସରକାର କିଭଳି ଓଡ଼ିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ!-->…
ରତ୍ନଭଣ୍ଡାର, ଜଗମୋହନ ଓ ସୂର୍ଯ୍ୟ ମନ୍ଦିର ମରାମତି ନେଇ ଉଭୟ ପକ୍ଷଙ୍କ ମତ ଶୁଣିଲେ ହାଇକୋର୍ଟ…
କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର, ଜଗମୋହନ ମରାମତି ଓ କୋଣାର୍କ ମନ୍ଦିର ମରାମତି ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ଉଭୟ ପକ୍ଷ ନିଜର ମତ ରଖିଛନ୍ତି। ରତ୍ନଭଣ୍ଡାର ସମ୍ପର୍କରେ ପୁଣି ଥରେ ସମୟ ନେଲା ଶ୍ରୀ ମନ୍ଦିର ପ୍ରଶାସନ। ପରବର୍ତ୍ତୀ ଶୁଣାଣି ସମୟରେ ରତ୍ନଭଣ୍ଡାର ସମ୍ପର୍କରେ ସତ୍ୟପାଠ ଦାଖଲ!-->…
ରେଲୱେରେ ଚାକିରି ନାଁରେ ସାଢେ ୭ ଲକ୍ଷ ଲୁଟିନେଲେ ଯୁବତୀ…
ବ୍ରହ୍ମପୁର: ରେଳବାଇରେ ଗ୍ରୁପ-ସି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କଠାରୁ ସାଢେ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବତୀଙ୍କୁ ବାନ୍ଧିଛି ବ୍ରହ୍ମପୁର ଟାଉନ ଥାନା ପୁଲିସ। ସାଢେ ୭ ଲକ୍ଷ ନେବା ପରେ ଯୁବତୀଜଣକ ଯୁବକଙ୍କ ହାତରେ ଜାଲ ଅଫର ଲେଟର ଧରାଇ ଆଉ!-->…
ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ଆଖି ପାଖରେ କ୍ଷତ ଚିହ୍ନ…
ପାରାଦୀପ: ବାଂଲାଦେଶ ଚଟ୍ଟୋଗ୍ରାମରୁ ଆସି ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ। ମୃତକଙ୍କ ଶବ ବ୍ୟବଚ୍ଛେଦ ଗତକାଲି କୁଜଙ୍ଗ ମେଡିକାଲରେ ହୋଇଥିବା ବେଳେ ତାଙ୍କ ବାମ ପାର୍ଶ୍ୱ ଆଖି ପତା!-->…
ଚୁଆଁ ଫାର୍ମ ହାଉସରେ ଜଗୁଆଳି ଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର୍…
ବଲାଙ୍ଗିର: ଵଲାଙ୍ଗିର ସଦର ଥାନା ଅଇଁଲା ଚୁଆଁ ର ଫାର୍ମ ହାଉସ ର ଜଗୁଆଳି ଙ୍କୁ କେହି ଜଣେ ହତ୍ୟା କରି ଫେରାର ହୋଇଯାଇଛି । ମୃତକ ହେଲେ ରାତୁ ଭୁଏ । ମୁଣ୍ଡ ଛେଚି ହତ୍ୟା କରି ଦୁର୍ବୃତ୍ତ ଫେରାର ମାରିଥିବା ବେଳେ ସଦର ପୋଲିସ ଘଟଣା ର ତଦନ୍ତ କରୁଛି ।
ଗତକାଲି ରାତିରେ ଦୁଇଟି ବାଇକ!-->!-->!-->…