Browsing Category

ଓଡିଶା

ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି ପାଇଁ ଜିଲ୍ଲାପାଳଙ୍କ ବୈଠକ

ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୨ହଜାର ୯୧୯ ଜଣ ହବିଷ୍ୟାଳି। ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ବୈଠକ।…

ରାସ୍ତାରେ ପିଟିଲା ଅଜଣା ବାଇକ, ମହିଳା ମୃତ

କରଞ୍ଜିଆ: ଦୁର୍ଗା ପୂଜା ଛୁଟିରେ ଝିଅକୁ ସ୍କୁଲ ହଷ୍ଟେଲରୁ ନେଇ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସି ଏକ ବାଇକ ଧକ୍କା ଦେବାରୁ ଘଟଣା ସ୍ଥଳରେ ମାର ମୃତ୍ୟୁ ଘଟିଛି। ଶନିବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ମହୁଲଡ଼ିହା…

ଓଲଟପୁର ଏସଭି ନିରତାରର ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କଟକ: କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର)ର ନୂତନ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଚିକିତ୍ସାଳୟ ଭବନ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କରକମଳରେ ଉଦଘାଟିତ ହୋଇଛି । ଏହି…

ନକଲି ଟେଲମା ଔଷଧ ବ୍ୟବସାୟ ମାମଲା: ଅଭିଯୁକ୍ତ ରାହୁଲ କ୍ୟାଲ୍‌ର ଜାମିନ ଆବେଦନ ଖାରଜ

କଟକ: କଟକ ସହରରେ ନକଲି ଟେଲମା ଔଷଧ ବ୍ୟବସାୟ ମାମଲାରେ ଅଭିଯୁକ୍ତ ରାହୁଲ କ୍ୟାଲ୍‌ର ଜାମିନ ଆବେଦନ ଖାରଜ ହୋଇଛି। କଟକ ଅତିରିକ୍ତ ଦୌରା ଜଜ ତଥ‌ା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ରାହୁଲର ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର…

କେନ୍ଦ୍ର କୋଇଲା ସଚିବଙ୍କ ଏନ୍ଏଲସି କୋଇଲା ଖଣି ପରିଦର୍ଶନ

ରେଙ୍ଗାଲି : କେନ୍ଦ୍ର ସରକାରଙ୍କ କୋଇଲା ସଚିବ ଅନୀଲ କୁମାର ଜୈନ ଶୁକ୍ରବାର ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ଥିବା ତଲାବିରା-୨ ଏବଂ ୩ କୋଇଲା ଖଣି ପରିଦର୍ଶନ କରିଥିବାର ଜଣା ପଡିଛି। ଏହି ଅବସରରେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ସମିତି ସଭ୍ୟା ଅନୀତା ସିଂ…

ମହିଳା ରଗ୍‌ବୀରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ

କଟକ  : ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ମହିଳା ରଗ୍‌ବୀ ଦଳ। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଫାଇନାଲରେ ହୁପି ମାଝି, ମଞ୍ଜୁ,…

ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ମହାସପ୍ତମୀ ପୂଜା

ପୁରୀ ୦୧।୧୦ : ଶାରଦୀୟ ଦୁର୍ଗା ପୂଜା ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ପବିତ୍ର ମୂଳାଷ୍ଟମୀ ଠାରୁ ସହରର ବିଭିନ୍ନ ଦେବୀ ପୀଠ ଗୁଡିକରେ ଶୋଡଷ ଉପଚାର ପୂଜା ଚାଲିଥିବା ବେଳେ ଆଜି ଦେବୀ ପୀଠ ଗୁଡିକରେ ମହାସପ୍ତମୀ ମହାଡମ୍ବର ରେ ପାଳନ ହେଉଛି। ସେହିପରି ଶ୍ରୀମନ୍ଦିରରେ ମା ବିମଳାଙ୍କ…

ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ପୁରୀ ୦୧।୧୦ : ନିଖୋଜ ଯୁବକଙ୍କ ମୃତଦେହ ଠାବ । ପୁରୀ ପେଣ୍ଠକଟା ସମୁଦ୍ରକୂଳରୁ ମିଳିଲା ମୃତଦେହ । ମୃତକ ପଶ୍ଚିମବଙ୍ଗ ତାରକେଶ୍ୱର ପାଲିର ସମ୍ରାଟ ମଣ୍ଡଲ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶୁକ୍ରବାର ସମୁଦ୍ରରେ ସ୍ନାନ କରୁଥିବା…

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ବେଢା ପରିକ୍ରମା ସହ ବିଭିନ୍ନ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଛନ୍ତି ପାଣ୍ଡିଆନ। ସେବାୟତଙ୍କ ସହ ଶ୍ରୀମନ୍ଦିର ଉନ୍ନତିକରଣ ନେଇ ଆଲୋଚନା କରିଥିବା…

ମା’ ବିରଜା ଦେବୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା

ଯାଜପୁର ୦୧/୧୦: ମା’ ବିରଜା ଦେବୀଙ୍କ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନଵଦିନାତ୍ମକ ପୂଜା ଚାଲିଛି । ନଵଦିନାତ୍ମକର ଆଜି ହେଉଛି ସପ୍ତମୀ ପୂଜା । ସପ୍ତମୀ ପୂଜାରେ ମାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଗତକାଲି ଓ ଆଜିର ପୂଜା କାର୍ଯ୍ୟକୁ…