Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୦ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା
ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା ।ଆହୁରି ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ଦକ୍ଷିଣ ଓଡିଶା ଉପରେ ସକ୍ରିୟ ଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୨୫କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଭବାନୀପାଟଣା ଠାରୁ ଦକ୍ଷିଣ ପୂର୍ବ!-->…
ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ; ବାପା-ମା ଦାଦନ ଖଟି ପୁଅକୁ କଲେ ଗୋଲ୍ଡ ମେଡାଲିଷ୍ଟ
ନୂଆପଡ଼ା : ଆର୍ଥିକ ଦୁର୍ବଳତା ବାଧା ଦେଇ ପାରିଲାନି, ଶେଷରେ ପରିବାରର ସମସ୍ତେ ମିଶି ଦାଦନ ଖଟି ପୁଅକୁ କଲେ ଗୋଲ୍ଡ ମେଡାଲିଷ୍ଟ। ଛୋଟବେଳୁ ପୁଅର ପାଠପଢ଼ା ଦେଖି ପରିବାର ଲୋକେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଗଲେ। ଏପରିକି ଭାଇ ପାଇଁ ନିଜ ପାଟପଢ଼ା ଛାଡ଼ି ଦାଦନ ଖଟିବା ସହ ବଡ଼!-->…
ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କମ୍ପାନୀକୁ ଆଦିବାସୀଙ୍କ ବିରୋଧ, ମାଟାପାକା ଗ୍ରାମରେ ପ୍ରଜାମେଳି
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗାଁରେ ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କମ୍ପାନୀକୁ ପୁଣି ଥରେ ଆଦିବାସୀମାନେ ବିରୋଧ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଗ୍ରାମସଭା ଓ କମ୍ପାନୀର ଜନଶୁଣାଣୀରେ ଆଦିବାସୀମାନେ ସିମେଣ୍ଟ କମ୍ପାନୀକୁ ବିରୋଧ କରିଥିବା!-->…
ଜେଲ୍ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନାହିଁ ବୋଲି କଏଦୀ କଲେ ପ୍ରତିବାଦ: ଜେଲର ମାଡ଼ ମାରି ଆହତ କରିଥିବା…
ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦ କରିବାରୁ ମାଡ଼ ମରାଯାଇଛି। ଅବ୍ୟବସ୍ଥାକୁ ପ୍ରତିବାଦ କରିଥିବା ୩ କଏଦୀଙ୍କୁ ବଲାଙ୍ଗିର ସ୍ଥାନାନ୍ତର!-->…
ସଫେଇ କର୍ମଚାରୀଙ୍କ ଅପହରଣ ଓ ଲୁଟ୍ ନାଟକ୍, ସିସିଟିଭି ଫୁଟେଜରୁ ଧରାପଡିଗଲା ସତ: ସ୍ତ୍ରୀ ଡରରେ ଦେଇଥିଲେ ମିଛ ଏତଲା
ଭୁବନେଶ୍ୱର,୧୧/୦୯: ନୂଆପଲ୍ଲୀ ଥାନା ଅଧୀନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କ ଡରରେ ଜଣେ ସଫେଇ କର୍ମଚାରୀ ଥାନାରେ ମିଛ ଏତଲା ଦେଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ଜଣକ ଥାନାରେ ଭୁଲ ମାଗି ମାମଲା ବନ୍ଦ କରିଦେବାକୁ ନେହୁରା ହୋଇଛନ୍ତି ।
ପୁଲିସ ଠାରୁ!-->!-->!-->…
ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ ଘଟଣା, ଯୁବକ ଯୁବତୀଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର: ସହରର ଜଣେ ଘର ମାଲିକଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ଉଠାଇବା ଓ ପରେ ବ୍ଲାକମେଲ ଘଟଣା ପଛରେ ରହିଛି ଏକ ରାକେଟ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବାସହ ଅନ୍ୟ ଦୁଇଜଣ ଫେରାର୍ ଥିବା ପୋଲିସ କହିଛି । ତେବେ ଏନେଇ ସ୍ଥାନୀୟ ଲୋକଙ୍କୁ ପୋଲିସ୍ ସଚେତନ ରହିବା ପାଇଁ ମଧ୍ୟ!-->…
ଡକାୟତି ଯୋଜନା ପଣ୍ଡ; ୨ ଦୁର୍ଦ୍ଦାନ୍ତ ଅପରାଧି ସହିତ ୫ ଡକାୟତ ଗିରଫ
ଭୁବନେଶ୍ୱର ୧୧/୦୯: ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ ପାହାଳ ପୋଲିସ କରିଛି। ଶନିବାର ରାତିରେ ଏହି ଡକାୟତମାନଙ୍କୁ ପୋଲିସ୍ ଗିରଫ କରିଛି। ଡକାୟତି ଯୋଜନା କଲାବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅଛନ୍ତି। ସେମାନଙ୍କ ନାଁରେ!-->…
ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ, ସିହଂ ଓ ବାଘ ଶାବକର କଲେ ନାମକରଣ
ଭୁବନେଶ୍ୱର: ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ । ସିଂହୀ ବିଜୁଳି ଔରସରୁ ଜନ୍ମ ଶାବକର ନାମକରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ଶାବକଟିର ନାଁ ରଖାଯାଇଛି କାମିନୀ । ଏହା ସହିତ ଧଳା ବାଘ ଔରସରୁ ଜନ୍ମିତ ଶାବକର ନାଁ ରଖାଯାଇଛି ହିମାଂଶୀ ।
ଭୁବନେଶ୍ବରରେ!-->!-->!-->…
ଆରମ୍ଭ ହେଲା ପିତୃପକ୍ଷ: ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ: ରବିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ପର୍ଯ୍ୟନ୍ତ ଚାଲିବ। ପିତୃପକ୍ଷରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ । ଏଥିଲାଗି ଶ୍ରୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ତିଳତର୍ପଣ ଏବଂ!-->…
ଭୁବନେଶ୍ୱର ବାଲିଯାତ୍ରାକୁ ସରକାର ହାତକୁ ନିଅନ୍ତୁ
ଭୁବନେଶ୍ୱର: କଟକ ବାଲିଯାତ୍ରା ସରକାରୀସ୍ତରର କାର୍ଯ୍ୟକ୍ରମ । କଟକ ଜିଲ୍ଲାପାଳ, କଟକ ମୁନିସିପାଲିଟିର କମିଶନର, କଟକ ମେୟର, କଟକ ସଦର ତହସିଲ ଅଫିସ୍ ପ୍ଲଟ ଯୋଗାଇ ଦେବା ସହିତ ରାଜସ୍ୱ ଆଦାୟର ଦାୟିତ୍ୱ ନେବା ସେଙ୍ଗ ସେଙ୍ଗ କଟକ ମୁନିିସିପାଲିଟିର ରାସ୍ତା, ଲାଇଟ, ପାଣି ପରିସ୍କାର!-->…