Browsing Category

ଓଡିଶା

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଛି । ଆଉ ୬ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ଅନୁମୋଦନ । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ରରେ ମୋଦନ ହୋଇଛି । ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏଭଳି ଏକ ପ୍ରସ୍ତାବ…

୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ କେତେ ଚାଷ ଜମି ନଷ୍ଟ ହୋଇଛି, ଘର କେତେ ଭାଙ୍ଗିଛି ତାହାର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । …

ଭୁବନେଶ୍ୱର ଓ ରାଉରକେଲାରେ ହକି ପ୍ରୋ ଲିଗ୍‌ : ଅକ୍ଟୋବର ୨୮ରୁ ଆରମ୍ଭ ହେବ ସିଜନ

ଭୁବନେଶ୍ୱର/ରାଉରକେଲା: ସୁନ୍ଦରଗଡ଼ର ହକିପ୍ରେମୀଙ୍କ ପାଇଁ ଖୁସିର ଖବର । ଆସନ୍ତା ଜାନୁଆରୀ ମାସରେ ପୁରୁଷ ହକି ବିଶ୍ୱକପ୍‌ ଶେଷ ହେବା ପରେ ରାଉରକେଲାରେ ମାର୍ଚ୍ଚ ମାସରେ ଖେଳାଯିବ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ । ଆଜି ୨୦୨୨-୨୦୨୩ ପୁରୁଷ ପ୍ରୋ ଲିଗ୍‌ ସିଜନର ସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ…

ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

ଜଳେଶ୍ୱର: ବୈଠକ ଚାଲିଥିବା ବେଳେ ହସି ଦେଇ ଫସିଗଲେ କନିଷ୍ଠ ଯନ୍ତ୍ରୀ! ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ଅବଶ୍ୟ ସେହି ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଗୁମର। ବୋଧହୁଏ ସେଥିପାଇଁ ତାଙ୍କୁ ନୋଟିସ୍‌ ହୋଇଥିବା ଆଲୋଚନା ହେଉଛି। ବନ୍ୟା ପ୍ରପୀଡିତ ବାଲେଶ୍ୱର…

ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ମେଡିକାଲ୍ ସ୍ଥାନାନ୍ତର, ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କଲେ…

କୋରାପୁଟ/ଜୟପୁର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର…

ଭକ୍ତଙ୍କ ଗହଣରେ ଗଣେଶ ପୂଜା, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର: ଏଥର ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା। ପରଦା ଆଢୁଆଳରେ ନୁହେଁ ବରଂ ଠାକୁରଙ୍କୁ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ। ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜାକୁ ନେଇ BMC କମିଶନର ଏହା କହିଛନ୍ତି। ଯଦିଓ କୋଭିଡ୍ କଟକଣା ହଟିଛି, ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ BMC…

ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୈତ୍ରୀବିହାରରେ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟେଟ ଅଫ ଦ ଆର୍ଟ ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରରେ ୧୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ୬୦% ମହିଳା ରହିବେ । ଏହି ବ୍ୟାଙ୍କ କୃତ୍ରିମ ବୁଦ୍ଧିମତ୍ତା ଏବଂ…

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌କୁ ମିଳିଲା ଅନୁମୋଦନ

ଭୁବନେଶ୍ବର/କେନ୍ଦୁଝର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ( ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ ଦେଇଛନ୍ତି। ଏ ନେଇ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ…

ଯୁକ୍ତ ୨ରେ ହେବ ତ୍ରୟମାସିକ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ୨ରେ ତ୍ରୟମାସିକ ପରୀକ୍ଷା ହେବ । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ ପରୀକ୍ଷା ହେବ। ହାଇୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ଏହି ପରୀକ୍ଷା କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ

ପୁରୀ: ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବନ୍ୟାଜଳ ଘେରରେ ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ପାଖରେ ପହଞ୍ଚି ରିଲିଫ ବାଣ୍ଟିଛନ୍ତି ବିଧାୟକ । ଆଜି ସକାଳେ ପୁରୀ କୃଷ୍ଣପୁର ପଞ୍ଚାୟତରେ ବିଜେପିର ଜାତୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ…