Browsing Category

ଓଡିଶା

ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ନାବାଳକ, ଉଦ୍ଧାର କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଲରେ ଡେରଜାଙ୍ଗ ଡ୍ୟାମ୍ ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସିଥିଲା। ଫଳରେ ପରତରା ଗ୍ରାମର ଜଣେ ନାବାଳକ ପାଣିରେ ଭାସି ଯାଉଥିବାର ଜଣା ପଡ଼ିଥିଲା। ପାଣିରେ ଦୁଇ କିଲୋମିଟର ଭାସିଯିବା ପରେ, ଜରାସିଂହା ଗ୍ରାମର କିଛି ଲୋକ ପାଣିରେ ଭାସି…

ଜୁଡ଼ିଆ ଘାଟିରେ ଧସିଲା ପଥର, ଯାତାୟତ ବାଧାପ୍ରାପ୍ତ

କେନ୍ଦୁଝର : ଜୁଡ଼ିଆ ଘାଟିରେ ଧସିଲା ପଥର । କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟିରେ ଧସିଛି ପଥର । ଯାହାଫଳରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ଜୁଡ଼ିଆ ଘାଟିରେ ୩ ରୁ ୪ଟି ସ୍ଥାନରେ ପଥର ଧସିଛି। ଖବର ପାଇ ଜାତୀୟ ରାଜପଥର…

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

କୋରାପୁଟ ଗାନ୍ଧୀନଗରରେ ପାଇଖାନା କାନ୍ଥ ଭୁଷୁଡ଼ି ନାବାଳକର ମୃତ୍ୟ

କୋରାପୁଟ: କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ନୂଆଁ ସାହିର ସୁମନ୍ତ କୁମାର ଭାତ୍ରାଙ୍କ ବଡ ପୁଅ ପ୍ରୀୟାସୁ ଭାତ୍ରା ସ୍ଥାନୀୟ ବିକାଶ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଆଜି ଶନିବାର ଭୋର୍…

ଶିଶୁଭବନ ସ୍ଥିତି ସମୀକ୍ଷା କଲେ CMC କମିଶନର ଓ ମେୟର

କଟକ: ଶିଶୁ ଭବନର ନବୀକରଣ କାର୍ଯ୍ୟକୁ ତଦାରଖ କରିଛନ୍ତି କଟକ ମେୟର ଓ କମିଶନର(Cuttack mayor and CMC Commissioner Visit Sishu Bhawan ) । ଶିଶୁଭବନରେ ଜାରି ରହିଥିବା ନବୀକରଣ କାର୍ଯ୍ୟର ରୂପରେଖକୁ ସମୀକ୍ଷା କରିବା ସହ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହ…

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ହତ୍ୟା, ଅଭିଯୁକ୍ତ ଅଟକ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗତକାଲି ବିଳମ୍ୱିତ ରାତ୍ରିରେ ଘରେ ପଶି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ନନ୍ଦୁ ମୁଣ୍ଡା(୪୦)। ପୁଲିସ ଅଭିଯୁକ୍ତ ଥୁବୁ ମାଝୀକୁ ଅଟକ ରଖି ଘଟଣାର…

ମହଙ୍ଗା ପଡିଲା ଥାନା ଭିତରେ ପୋଲିସକୁ ମାଡ : ଗିରଫ ହେଲେ ସଫ୍ଟୱେୟାର ଇଞ୍ଜିନିୟର ଓ ଠିକାଦାର

ଭୁବନେଶ୍ବର : ମହଙ୍ଗା ପଡ଼ିଲା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା । ଭୁବନେଶ୍ବର ଇନଫୋସିଟି ଥାନା ଡିସିଓ ଦାୟିତ୍ଵରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି ଟିସିଏସର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାର । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର…

ବିଜୁ ଯୁବ ଜନତା ଦଳ ପୁନର୍ଗଠିତ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ…

ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଗଦେଲେ ୫୫୦ ଲାବୋରଟୋରୀ ଟେକ୍ନିସିଆନ

ଭୁବନେଶ୍ୱର : ଆଜି ୫୫୦ ଲାବୋରେଟୋରୀ ଟେକ୍ନିସିଆନ ସ୍ୱାସ୍ଥ୍ୟ ବିଭାଗରେ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଲୋକା ସେବା ଭବନରେ ଥିବା କନଭେନସନ୍ ସେଣ୍ଟରରେ ଏକ ଇନଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ…

ପ୍ରବଳ ବର୍ଷା ଆଶଙ୍କା; ଭୟଭୀତ ନହୋଇ, ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର: ଆଜି ରାତିରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ଚାରି ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ…