Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ
ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ!-->…
ଲଗାଣ ବର୍ଷାରେ ପୁଣି ବେହାଲ ରାଜଧାନୀ, ଇସ୍କନ ମନ୍ଦିର ସାମ୍ନାରେ ଅଟକିଲା ବସ୍
ଭୁବନେଶ୍ବର: ଆଜି ବି ଲଗାଣ ବର୍ଷାରେ ବେହାଲ ରାଜଧାନୀ। ପୁଣି ଭୁବନେଶ୍ବର ଇସ୍କନ ସାମ୍ନାରେ ଲହଡ଼ି ଭାଙ୍ଗୁଛି ପାଣି । ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପାଣିରେ ଭାସୁଛି ଗାଡି ମୋଟର । ମଝି ରାସ୍ତାରେ ଅଟକିଲା OSRTC ବସ୍ । ଗାଡ଼ିର ସମସ୍ତ ଚକା ବୁଡ଼ିଯାଇଥିବା ଦେଖିବାକୁ ମିଳିଛି ।!-->…
ଫୁଲୁଛି ସାବେରୀ ନଦୀ, ବନ୍ୟା ଆଶଂକା
ମାଲକାନଗିରି : ଫୁଲୁଛି ସାବେରୀ ନଦୀ । ପ୍ରବଳ ବର୍ଷାରେ ବେହାଲ ହେବାରେ ଲାଗିଛି ସ୍ୱାଭିମାନ ଅଞ୍ଚଳ ମାଲକାନଗିରି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲିବାରେ ଲାଗିଛି ସାବେରୀ ନଦୀ ଓ ତାର ଅନ୍ୟାନ୍ୟ ଶାଖା ନଦୀ । ମାଲକାନଗିରିରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ!-->…
ରାଜ୍ୟରେ ଆଉ ୬୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ଆଜି ମଧ୍ୟ ଦୈନିକ ସଂକ୍ରମରଣ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୧ ଜଣ କ୍ୱାରେଣ୍ଟାଇନ୍!-->…
କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କଲେ ଅମିତ ଶାହ
କଟକ: ନେତାଜୀ ଜନ୍ମସ୍ଥାନରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀ ସଂଗ୍ରହାଳୟ ବୁଲିଛନ୍ତି ଶାହ । ତେବେ ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନେତାଜୀ!-->…
ଶାହାଙ୍କୁ ସ୍ବାଗତ ଜଣାଇବାକୁ ଗଲେନି ରାଜ୍ୟର କୌଣସି ମନ୍ତ୍ରୀ: ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟର କୌଣସି ମନ୍ତ୍ରୀ ସ୍ବାଗତ କରିବାକୁ ଯାଇ ନାହାନ୍ତି। ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ପହଞ୍ଚିଲେ ସେତେବେଳେ ତାଙ୍କୁ!-->…
ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨୩ ଆହତ, ଫାଟିଲା ଆଇ.ଆଇ.ସିଙ୍କ ମୁଣ୍ଡ
ବାଲେଶ୍ବର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵରରେ ତାଜିଆ ଆଖଡାରେ ଗଣ୍ଡଗୋଳ ହୋଇଛି । ଶୋଭାଯାତ୍ରା ଓ ପ୍ରବେଶ ପ୍ରସ୍ଥାନକୁ ନେଇ ୧ ଓ ୨ ନମ୍ବର ତାଜିଆ ଗୋଷ୍ଠୀ ଭିତରେ ମାରପିଟ ହୋଇଥିବା ଜଣାପଡ଼ିଛି । ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଟାଉନଥାନା ଅଧିକାରୀ ଆହତ ହୋଇଛନ୍ତି । ଟାଉନ୍ ଥାନା!-->…
ପିହୁ ନିଖୋଜକୁ ପୂରିଲା ୨ ବର୍ଷ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ପରିବାର ଲୋକେ
ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନ ଅଞ୍ଚଳର ଦୁଇ ବର୍ଷର ଶିଶୁ ପିହୁ ନିଖୋଜ ଘଟଣା । ଘଟଣାକୁ ଏ ହାରି ଭିତରେ ଦୁଇ ବର୍ଷ ପୂରିସାରିଲାଣି । ହେଲେ ପିହୁର ଏଯାଏଁ ପତ୍ତା ମିଳିପାରୁନାହିଁ ।
ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, କ୍ରାଇମବ୍ରାଞ୍ଚ,!-->!-->!-->…
ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହା
ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସୋମବାର ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେ ମନ୍ଦିର ଭିତରେ ପ୍ରାୟ ୨୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି,!-->…
ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି: ‘ଓଡି଼ଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦିଅ’
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ସପ୍ତମ ବୈଠକ । କରୋନା ଯୋଗୁଁ ୨ ବର୍ଷ ବନ୍ଦ ରହିବା ପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ!-->…