Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ନକ୍ସଲ, ମାଓ ସାମଗ୍ରୀ ଜବତ
ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ପୁଲିସ ମୋଗକାପାଲା ଥାନା ଅଂଚଳର ବୋଗଲା ଓ ପାଙ୍ଗୁଡ ଜଂଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନକ୍ସଲ ଉପରେ ପୁଲିସ ଚଢାଉ କରିଥିଲା। ଦୁଇପଟରୁ!-->…
ପ୍ରବଳ ବର୍ଷା ସମ୍ଭାବନା: ୨ ଜିଲ୍ଲାକୁ ରେଡ୍, ୮କୁ ଅରେଞ୍ଜ, ୧୧କୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୮ ତାରିଖ ସୋମବାର ସୁଦ୍ଧା ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼଼ା ଜିଲ୍ଲାରେ ଅତି ପ୍ରବଳରୁ!-->…
କୋରାପୁଟରେ ରେକର୍ଡ ବର୍ଷା: ବଢୁଛି କୋଲାବ ଜଳସ୍ତର
କୋରାପୁଟ: ଲଘୁଚାପ ପ୍ରଭାବରେ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାରେ ୪୮୬.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ହେଲେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୭୬ ମି.ମି. ବର୍ଷା ହୋଇଥିବା ବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୮ ମି.ମି. ବର୍ଷା!-->…
ଟ୍ରକ୍ ଦୁର୍ଘଟଣାରେ ଚାଲାଣ ହେଉଥିବା ୧୫ ଗୋରୁ ମୃତ
ଯାଜପୁର: ଟ୍ରକ୍ରେ ଚାଲାଣ ହେଉଥିଲା ୧୫ ଗୋରୁ। ଏହି ଟ୍ରକ୍ ଦୁର୍ଘଟଣା ଘଟିବାରୁ ଚାଲିଯାଇଛି ସମସ୍ତ ଗୋରୁଙ୍କ ଜୀବନ। ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଭାରସାମ୍ୟ ହରାଇ ସଂପ୍ରସାରଣ ରାସ୍ତା ତଳକୁ ଖସିଛି ଏହି ଟ୍ରକ୍। ଦୁର୍ଘଟଣା ଘଟାଇବା!-->…
ସାକ୍ଷୀଗୋପାଳ ଶାଖା କେନାଲ ଘାଇ ଗ୍ରାମବାସୀଙ୍କ ଦ୍ୱାରା ମରାମତି
ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ସାକ୍ଷୀଗୋପାଳ ଶାଖା କେନାଲର ବାମ ପାର୍ଶ୍ୱ ବନ୍ଧର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାଲୁ ବଜାର ନିକଟରେ ଶନିବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ପ୍ରାୟ ୧୨ ଫୁଟ ଲମ୍ବର ଏକ ଘାଇ ହୋଇଯାଇଥିଲା। ପ୍ରଫୁଲ୍ଲ ସ୍ୱାଇଁ, ସୁକାନ୍ତ!-->…
ଲାଞ୍ଚ ନେବା ବେଳେ ଟାଙ୍ଗି ପୋଲିସ ହାତରେ ଧରା ହେଲେ ସୂଚନା ଅଧିକାର କର୍ମୀ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତର ସୂଚନା କର୍ମୀଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଟାଙ୍ଗି ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ଏମବିକେ ଝରଣା ବେହେରା ଜିପିଏଲଏଫ ପକ୍ଷରୁ ଦୁଇ ମାସ ହେବ ନିଯୁକ୍ତି ପାଇ ତାଙ୍କର!-->…
କ୍ୟାନ୍ସର ସନ୍ଦେହ କରି ଘରୁ ବାହାର କରିବାରୁ, ନବବଧୂ କଲେ ଆତ୍ମହତ୍ୟା
ଭୁବନେଶ୍ୱର : ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା' ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା। ଏହା ଜାଣିବା!-->…
ଭୁବନେଶ୍ୱର ଏସପ୍ଲାନେଡ ମଲରେ ନାବାର୍ଡ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ବର: ଆଜି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ଭୁବନେଶ୍ୱର ଏସପ୍ଲାନେଡ ମଲ୍ ରେ ନାବାର୍ଡ ପକ୍ଷରୁ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଛନ୍ତି । ସପ୍ତାହ ସାରା ରାଜଧାନୀବାସୀ ଏଠାରୁ!-->…
ବେଆଇନ ଲୋନ ଆପ୍ ମାମଲା: ଅଭିଯୁକ୍ତ ନୀତିନ ମଲ୍ଲିକକୁ ଓଡ଼ିଶାରୁ ମୁମ୍ବାଇ ନେଲା ପୋଲିସ
ଭୁବନେଶ୍ବର: ବେଆଇନ ଲୋନ ଆପ୍ ମାମଲାରେ ଓଡ଼ିଶାରୁ ଗିରଫ ଅଭିଯୁକ୍ତକୁ ନେଲା ମୁମ୍ବାଇ ପୋଲିସ। ବେଆଇନ ଡିଜିଟାଲ ଲେଣ୍ଡିଂ ଲୋନ ଆପ ମାମଲାରେ ନୀତିନ ମଲ୍ଲିକଙ୍କୁ ଗିରଫ କରିଥିବା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ମୁମ୍ବାଇର ଗିରଗାଓଁର ଆସିଷ୍ଟାଣ୍ଟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ!-->…
ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା
କୋରାପୁଟ: ପୁଣି ଅସୁସ୍ଥ ହୋଇପଡିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।ଦୁର୍ବଳତା ସାଙ୍ଗକୁ ଅଣ୍ଟା ବ୍ୟଥା ହେଉଥିବାରୁ ଠିକ୍ ରୂପେ ଚାଲିବୁଲି ପାରୁନାହାନ୍ତି କମଳା।ଅଣ୍ଟା ବ୍ୟଥା ସହ ଉଚ୍ଚ ରକ୍ତଚାପ ରହିଥିବା ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।!-->…