Browsing Category

ଓଡିଶା

ଓଲଟିଲା ସ୍କୁଲ ଭ୍ୟାନ, ଅନେକ ଛାତ୍ରଛାତ୍ରୀ ଆହତ

ପୁରୀ: ଓଲଟିଲା ସ୍କୁଲ ଭ୍ୟାନ । ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହାତ । ଏଭଳି ଅଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ଖେଲାର ରଡ ବଜାର ନିକଟରେ । ତେବେ ପ୍ରାଥମିକ ଚିକିତ୍ସା ପାଇଁ ଆହତ ଛାତ୍ରଛାତ୍ରୀ ନିମାପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ସୂଚନା ଅନୁସାରେ ଏକ ଘରୋଇ ସ୍କୁଲର…

୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇ ଯାଇଥିବା ବେଳେ ଗତକାଲି ଠାରୁ ତମାମ୍‌ ରାଜ୍ୟରେ ମୌସୁମୀ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ଗତ 24 ଘଣ୍ଟାର ସ୍ୱାଭାବିକ…

ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ ୪ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ । ଅଟକ ଥିବା ୪ ଜଣ ହେଲେ ସୁଶୀଲ ରାଉତ, ବିଶ୍ୱଜିତ୍ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ । ଯେଉଁମାନେ…

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡ଼ିୱାଇ) ୨୦୨୨ ପାଳିତ

ଭୁବନେଶ୍ୱର(୨୧/୦୬) : ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ ନିମନ୍ତେ ଯୋଗର ଗୁରୁତ୍ୱକୁ ଉପଲବ୍ଧ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମାବର୍ତ୍ତନ କକ୍ଷରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ…

ରାଜ୍ୟରେ ଆଜି ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫ଜଣ…

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫ୍ରେଣ୍ଡଙ୍କୁ ଜେରା କରିବ ପୋଲିସ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ମାମଲାରେ ରହସ୍ୟ ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ମାମଲାରେ ରଶ୍ମିରେଖାଙ୍କ ଦୁଇ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଓ ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କରାଯିବ । ଏହି ଦୁଇ ବୟଫ୍ରେଣ୍ଡକୁ କମିଶନରେଟ ପୋଲିସ ଜେରା କରିବ…

ବିଜେଡିରେ ମିଶିଲେ ମୀନତି ପଟ୍ଟନାୟକ, ରିକ୍ସା ଚାଳକଙ୍କ ନାଁରେ ଲେଖିଥିଲେ ନିଜର କୋଟିଏରୁ ଅଧିକ ସମ୍ପତ୍ତି

କଟକ : ବିଜେଡିରେ ମିଶିଲେ ମୀନତି ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମୀନତି ବିଜେଡିରେ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ଶ୍ରୀଯୁକ୍ତ…

କୋଭିଡ୍ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭିଲାନ୍ସ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ଉପର ମୁହାଁ ହେଉଛି କରୋନା ମିଟର। ଏନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିଭି, ଫାଇଲେରିଆ, ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ…

ମହିଳାଙ୍କୁ ପୁଲିସର ମାଡ଼ ମାରିବା ଘଟଣା : ଏସ.ଡି.ପି.ଓ. ବଦଳି ଦାବି ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଗେଟ ଓ ଗାଡ଼ି…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ନିୟୁଜ ଚିତ୍ରକୋଣ୍ଡା :- ଗତକାଲି ମାଲକାନଗିରି ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଂଗ୍ରେସ ଦଳର…

ପୁଣି ଅନୁଭବଙ୍କ ବିରୋଧରେ ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ବର୍ଷା -ଅନୁଭବ ବିବାଦ ପ୍ରସଙ୍ଗ ସହିତ ସୋମବାର ଆଉ ଏକ ମାମଲା ଯୋଡ଼ି ହୋଇ ଯାଇଛି। ଅନୁଭବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି ବର୍ଷା । ଅନୁଭବ କୋର୍ଟଙ୍କ ନିର୍ଦେଶକୁ ଉଲ୍ଲଂଘନ କରିଛନ୍ତି । ଅଦାଲତି କଟକଣା ସତ୍ୱେ, ଅନୁଭବ ସୋସିଆଲ ମିଡିଆରେ ମତ…