Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀରେ ୧୦ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ
ପୁରୀ : ପୁରୀ ବାସେଳୀ ସାହି, କୁମ୍ଭାରପଡ଼ା, ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୋଲିସ ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର ବୋତଲ ଓ କାଠ ଫାଳିଆ, ଦୁଇଟି ବାଇକ୍ ଜବତ!-->…
ନେପାଳରେ ବିମାନ୍ ଦୁର୍ଘଟଣା: ନିଖୋଜଙ୍କ ମଧ୍ୟରେ ୪ ଭୁବନେଶ୍ୱର ନିବାସୀ
ନେପାଲରେ ଯାତ୍ରୀବାହୀ ବିମାନ୍ ଦୁର୍ଘଟଣାଗ୍ରସ୍ତ । ପୋଖରାରୁ ଜୋମସୋମ୍ ଯାଉଥିବା ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କ୍ରୁ ମେମ୍ବର ସମେତ ୨୨ ଜଣ ଥିଲେ । ତେବେ ନିଖେଜର ପ୍ରାୟ ୬ ଘଣ୍ଟା ପରେ ତାରା ଏୟାର 9NAET ଟ୍ଵିନ ଇଞ୍ଜିନ ବିମାନକୁ ଠାବ କରାଯାଇଛି ।!-->…
କ୍ୟାପିଟାଲ ପୋଲିସ ଥାନା ପରିସରରେ ଖୋଲିଲା ସ୍ୱାଗତ ଥାନା
ଭୁବନେଶ୍ବର: କ୍ୟାପିଟାଲ ଥାନା ପରିସରରେ ଖୋଲିଲା ସ୍ୱାଗତ ଥାନା । ଏଣିକି ଥାନାରେ ଅଭିଯୋଗକାରୀଙ୍କୁ ହେବ ଆଧୁନିକ ଶୈଳୀରେ ସ୍ୱାଗତମ । ଅଭିଯୋଗପତ୍ର ଗ୍ରହଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏଭଳି କର୍ପୋରେଟ ସେବା । ଏହି ସ୍ୱାଗତ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ କମିଶନର!-->…
ଷ୍ଟଡି ଟୁରରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ LBSNAAର IAS ପ୍ରୋବେସନର
ଭୁବନେଶ୍ୱର : ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଥିବା ୧୮୧ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସିଭିଲ ସର୍ଭିସ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ଚାକିରି!-->…
ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି ।ଏହି ଗସ୍ତ ଅବସରରେ ଆସନ୍ତା ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର ସମ୍ଭାବନା!-->…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ : CEO
ଭୁବନେଶ୍ବର, ୨୯।୫ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ବୁଥ ମୁହାଁ ପୋଲିଂ ଅଫିସର ହୋଇଛନ୍ତି। ୧୨୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି ।ଆଇଶୃଙ୍ଖଳା ପାଇଁ ଏକ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୃତୟନ ହୋଇଛନ୍ତି।!-->…
କାଳବୈଶାଖୀ ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୩୦ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାକୁ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୦ ଜିଲ୍ଲା ପାଇଁ!-->…
ଏକତରଫା ପ୍ରେମ ପରେ ଦୁଷ୍କର୍ମ ଅଭିଯୋଗ, ପ୍ରେମିକ ଗିରଫ
ଭବାନୀପାଟଣା: ଏକତରଫା ପ୍ରେମର କରୁଣ ପରିଣତି । ପ୍ରଥମେ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ । କଳାହାଣ୍ତି ଜିଲ୍ଲା ଧର୍ମଗଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ଅନୁଯାୟୀ, କଳାହାଣ୍ତି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର!-->…
ଚୋରା ଚାଲାଣ ବେଳେ ୫ ଶୁଆ ଉଦ୍ଧାର କଲା ବନ ବିଭାଗ
ଦଶରଥପୁର: ମଂଗଳପୁର ଥାନା ଅର୍ନ୍ତଗତ ଦଶରଥପୁର କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ କରି ବନ ବିଭାଗ ପକ୍ଷରୁ ୫ ଶୁଆକୁ ଉଦ୍ଧାର କରାଯାଇଥିବାବେଳେ ଶୁଆଧରାଳିମାନେ ଫେରାର ହୋଇଯାଇଥିଲେ । ପ୍ରକାଶଥାଉକି କେନ୍ଦ୍ର ସରକାରଙ୍କ ପକ୍ଷରୁ!-->…
ଏମ୍ସ ଭୁବନେଶ୍ୱରରେ କର୍କଟ ରୋଗୀଙ୍କ ପାଇଁ ଆରମ୍ଭ ହେଲା ଆଇସିୟୁ ସୁବିଧା
ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ ହେମାଟୋଲୋଜି ବିଭାଗ ପକ୍ଷରୁ ଉତ୍ସର୍ଗୀକୃତ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଏମ୍ସ!-->…