Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଣି ଜଣେ କଶ୍ମୀର ପଣ୍ଡିତଙ୍କ ମୁଣ୍ଡ ଗଡ଼ିଲା
ବୁଡ଼ଗାମ: ପୁଣି ଜଣେ କଶ୍ମୀର ପଣ୍ଡିତଙ୍କ ମୁଣ୍ଡ ଗଡ଼ିଲା। ଜମ୍ମୁ-କଶ୍ମୀର ବୁଡ଼ଗାମ ଜିଲ୍ଲାରେ ଆଜି ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରାହୁଲ ଭଟ୍ଟ। ଚଦୋରା ଗ୍ରାମରେ ତହସିଲ ଅଫିସ ଭିତରେ ରାହୁଲଙ୍କୁ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା!-->…
ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଚକରା ବାରିକ ଆହତ
ଭୁବନେଶ୍ୱର: ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀ ଚକରା ବାରିକକୁ ଏନକାଉଣ୍ଟର । ତେବେ ବରମୁଣ୍ଡା ହାଇସ୍କୁଲ ପଡିଆରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ଅନ୍ୟମାନେ ଫେରାର ହୋଇଛନ୍ତି । ଚକରାର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ!-->…
ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ପଢ଼ା ହେବ ବିପର୍ଯ୍ୟୟ ପରିଚାଳନା
ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା'ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି,!-->…
ନୌ-ତାଲା ରେ ବିରୋଧ ପ୍ରଦର୍ଶନ , ଶତାଧିକ ଆନ୍ଦୋଳନକାରୀ ଗିରଫ…
ଭୁବନେଶ୍ୱର: ଓଡିଶା ମାଧ୍ଯମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଉପରେ ସିଵିଆଇ ତଦନ୍ତ ସହ ମେଧାଵୀ ଶିକ୍ଷକ ଆଶାୟୀଙ୍କୁ ନ୍ଯାୟ ଦାଵିରେ ଏଆଇଏସ୍ଏଫ୍ ନେତୃତ୍ଵରେ "ଶିକ୍ଷା ଵଞ୍ଚାଅ - ଓଡିଶା ଵଞ୍ଚାଅ ଅଭିଯାନ" ପକ୍ଷରୁ ଗତ ୧୧ ତାରିଖଠାରୁ ଗଣଧାରଣାରେ ଵସିଥିଲେ ସୁଦ୍ଧା ନିଜ ଦୁର୍ନୀତିର ଘଣ୍ଟ!-->…
ବଳକା ଚାଉଳ ଉଠାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର: ଧାନ ସଂଗ୍ରହ ବାବଦ ବକେୟା ସବସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ!-->…
ବାତ୍ୟା ଅସାନୀର ପ୍ରଭାବରେ ଓଡିଶା ପ୍ରତି ବିପଦ ନାହିଁ : ଏସଆରସି
ଭୁବନେଶ୍ବର: ବାତ୍ୟା ଅସାନୀ ଆଉ କିଛି ସମୟ ପରେ କାକିନଡାଠାରେ ସ୍ଥଳଭାଗ ଛୁଇଁପାରେ। ତେବେ ଏହାର ପ୍ରଭାବରେ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ। ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। କୋରାପୁଟ, ରାୟଗଡା ଜିଲାରେ ବର୍ଷା ଲାଗି ରହିପାରେ। ବାତ୍ୟା ଅସାନୀ ସ୍ଥିତି ନେଇ ଏସଆରସି!-->…
ସମୁଦ୍ର ଓ ନଦୀ ଜଳରେ ଭାସିଗଲା ଅଲିଭ୍ ରିଡଲେ କଇଁଛଙ୍କ ଲକ୍ଷ ଲକ୍ଷ ଅଣ୍ଡା
ବ୍ରହ୍ମପୁର: ବାତ୍ୟା ଅସାନି ପାଇଁ ଉଜୁଡ଼ିଗଲା କଇଁଛଙ୍କ ସଂସାର । ଭାସିଗଲା ଅଲିଭ୍ ରିଡଲେ କଇଁଛଙ୍କ ଲକ୍ଷ ଲକ୍ଷ ଅଣ୍ଡା । ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡା ଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବେଳାଭୂମି!-->…
ବାତ୍ୟା ‘ଅସାନି’ ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ 'ଅସାନି' ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି ।
ବାତ୍ୟା 'ଅସାନି' ପ୍ରଭାବରେ ଆନ୍ଧ୍ର ଉପକୂଳର!-->!-->!-->…
ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ହାଣିଦେଲା ସ୍ୱାମୀ
କେନ୍ଦୁଝର: କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡ଼ା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ବବିତା ପେଣ୍ଠେଇ (୨୨)। ମଙ୍ଗଳବାର ରାତିରେ ଏକ କଟୁରିରେ!-->…
ସମ୍ବିତ ପାତ୍ର ଯାହା କହୁଛନ୍ତି, ଯାହା କରୁଛନ୍ତି ସବୁ ଡ୍ରାମା : ପ୍ରତାପ ଦେବ
ଶ୍ରୀମନ୍ଦିର ହେରିଟେଜ କରିଡର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ବେଆଇନ ଭାବେ କାର୍ଯ୍ୟ କରାଯାଉଛି । ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରୁନାହାନ୍ତି। ହାଇକୋର୍ଟରେ ଏଏସଆଇ ରିପୋର୍ଟ ଅନୁଯାୟୀ, ନିର୍ମାଣ କାର୍ଯ୍ୟ!-->…