Browsing Category

ଓଡିଶା

ମାଓବାଦୀଙ୍କ ଅସ୍ତ୍ର କାରଖାନା ଧ୍ୱଂସ, ବିପୁଳ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳରେ ଏକ ମାଓବାଦୀଙ୍କ ଅସ୍ତ୍ର କାରଖାନାକୁ ଧ୍ୱଂସ କରିଛି ସୁରକ୍ଷାକର୍ମୀ ।  ମାଓବାଦୀଙ୍କ ଅସ୍ତ୍ର କାରଖାନାରୁ ୧୭ଟି ରାଇଫଲ୍, ବିପୁଳ ପରିମାଣର ବିସ୍ପୋରକ…

ବିଲରୁ ଧାନ ଖାଇ ଦେବାରୁ ହାତୀକୁ ଗୁଳି ମାରି ହତ୍ୟା

ଭଞ୍ଜନଗର: ଧାନ ଫସଲ ରକ୍ଷା କରିବାକୁ ଯାଇ ହାତୀକୁ ଗୁଳି ମାରି ହତ୍ୟା କରାଯାଇଛି। ଗୁଳି ମାରିଥିବା ବ୍ୟକ୍ତିକୁ ଜଙ୍ଗଲ କର୍ମଚାରୀମାନେ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୩ଟି ଦେଶୀ ବନ୍ଧୁକ, ୨୫ ଜୀବନ୍ତ ଗୁଳି, ୨୫ ସିସା, ୨ ବୋତଲ ବାରୁଦ, ୨ ବୋତଲ ବିଷାକ୍ତ ଦ୍ରବ୍ୟ, ଗୋଟିଏ ମୁଣ୍ଡ…

ବଢିବ ବିଏମସିର ପରିସର, ମିଶିବ ଭୁବନେଶ୍ୱର ସଂଲଗ୍ନ ପଞ୍ଚାୟତର କିଛି ଗାଁ

ଭୁବନେଶ୍ୱର : ବଢିବ ଭୁବନେଶ୍ୱର ମହାନଗର ନିଗମର ପରିସର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା । ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି । ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର…

ବନ୍ଧୁକ ଲାଇସେନ୍ସ ପାଇଁ ନିଜ ଘରେ ବୋମା ବିସ୍ଫୋରଣ କଲେ ମହିଳା, ୩ ଗିରଫ

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ ।  ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ ଆଟାକ କରିଥିଲେ ଭରତପୂର ଥାନା ଅଂଚଳରେ ଘୁଙ୍ଗୁରୁ ମିଶ୍ର ନାମକ ଜଣେ ମହିଳା । ପ୍ରଥମେ ସେପ୍ଟେମ୍ବର…

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ବିଡିଓଙ୍କ ଘରେ କଳା କନା ବୁଲାଇଲେ ଚୋର। ଗତ ଶନିବାର ଛୁଟିରେ ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରା ନିଜ ପରିବାର ଲୋକଙ୍କୁ ଭେଟିବାକୁ ରାୟଗଡା ଯାଇଥିଲେ। ଆଜି ସକାଳେ ସେ ରାୟଗଡାରୁ ଫେରି ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲିବା ବେଳକୁ ଦୁଇଟି…

ପୀତବାସ ପଣ୍ଡା ହତ୍ୟା ମାମଲା: ସାର୍ପ ସୁଟର କୁରୁପତି ଭୂୟାଁ ଓ ଉମା ବିଶୋୟୀ ଗିରଫ…..!

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ମାଷ୍ଟର ମାଇଣ୍ଡ ଉମା ବିଶୋୟୀକୁ ଗିରଫ କରିଛି ପୁଲିସ। କୁରୁପତି ହିଁ ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ ବୋଲି ପୋଲିସ ଆଗରୁ ସୂଚନା ଦେଇଛି।…

ନବବଧୂଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ଶିମିଳିପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତା ମହିଳା ଜଣକ ହେଲେ ଝରଣା ବେହେରା। ସେ ୬ ମାସ ତଳେ ଶିମିଳିପାଟଣାର ମାନସ ବେହେରାଙ୍କୁ ବିବାହ କରିଥିଲେ। ଶନିବାର ଶାଶୁଘରୁ ତାଙ୍କ…

ଦୁର୍ଘଟଣାରେ ଛାତ୍ର ମୃତ: କ୍ଷତିପୂରଣ ଦାବିରେ ଉତ୍ତେଜନା

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଧି ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଧି ଗାଁର ଅମୁଲ୍ୟ ଜେନାଙ୍କ ପୁଅ…

ସୋର କୋର୍ଟରୁ ଚୋରି

ସୋର : ବାଲେଶ୍ୱର ଜିଲ୍ଲା ସୋର କୋର୍ଟରୁ ବିଳମ୍ବିତ ରାତିରେ ଚୋରି । ସୋର ଜେଏମ୍‌ଏଫସି ସିଭିଲ କୋର୍ଟର ମାଲଖାନାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ କୋର୍ଟ ରୁମ ଖୋଲାଥିବା ୱାଚ ମ୍ୟାନ ଦେଖିବାକୁ ପାଇଥିଲେ। ପରେ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ…

ଦୁଇ ଭାଇଙ୍କୁ ଦଳିଦେଲା ହାତୀ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ହାତୀ-ମଣିଷ ଲଢ଼େଇର କରୁଣ ପରିଣତି। ନିଜ ଦୁଇ ନାବାଳକ ପୁଅଙ୍କ ମଧ୍ୟରୁ ଜଣକୁ ହରାଇ ବୁକୁ ଫଟାଇ କାନ୍ଦୁଛି ଜନ୍ମଦାତ୍ରୀ ମାଆ। ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ତ୍ରିଲୋଚନପୂର ପଞ୍ଚାୟତରୁ ଏକ…