Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଲାଗି ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ବାଚସ୍ପତି!-->…
ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଫୁଟିଲା ଗୁଳି : ଜଣେ ଆହତ
ସୁନ୍ଦରଗଡ଼: ରାଜଗାଙ୍ଗପୁରରେ ଆଜି ଅପରାହ୍ଣରେ ଗୁଳିଫୁଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। କିଛି ସାଙ୍ଗ ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଆହତ ବ୍ୟକ୍ତି ହେଲେ ମହମ୍ମଦ!-->…
ଦୟାନଦୀ ପାଇଁ ଜହର ପାଲଟିଛି ଗଙ୍ଗୁଆ ଜଳ, ବଢୁଛି ଚର୍ମ ଓ ପେଟଜନିତ ରୋଗ
ଭୁବନେଶ୍ବର : ଅତୀତରେ ହଜାର ହଜାର ଚାଷୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଙ୍ଗୁଆନଦୀ ଆଜି ସଂପୂର୍ଣ୍ଣ ପ୍ରଦୂଷିତ । ଦିନେ ଯେଉଁ ଗଙ୍ଗୁଆନଦୀର ଜଳକୁ ଲୋକେ ପିଉଥିଲେ, ନଦୀରେ ଗାଧୋଉଥିଲେ, ଚାଷରେ ବ୍ୟବହାର କରୁଥିଲେ, ଆଜି କିନ୍ତୁ ସେଇ ନଦୀର ଜଳକୁ ଛୁଇଁବାକୁ ଲୋକେ ଡରୁଛନ୍ତି ।!-->…
ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’
ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ!-->…
ଅବକାରୀ ଅଧୀକ୍ଷକଙ୍କ ଗାଡିରୁ ୩ ଲକ୍ଷ ଜବତ
ଢେଙ୍କାନାଳ : ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରି ମାଡ଼ିବସିଛନ୍ତି।ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍ଣ ପ୍ରାୟ ସାଢ଼େ!-->…
ଗଞ୍ଜାମ ଜିଲ୍ଲା ରେ ଜମି ମାଫିଆ ସକ୍ରିୟ :ପ୍ଲଟ ବିକ୍ରି ସକାଶେ ଜାତୀୟ ରାଜପଥ ଡ଼ିଭାଇଡ଼େର ଉପରେ ବି ଆଖି……!
ମାଫିଆ ମାନଙ୍କ ବାଦଶାହା ସାଜିଛି ପ୍ରଶାସନ...!
ଆସିକା କଳିଙ୍ଗା ରୋଡ ମଝିରେ ଥିବା ଡ଼ିଭାଇଡେର କୁ ଭାଙ୍ଗିବା ପାଇଁ ଖସଡା ପ୍ରସ୍ତୁତ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି, ଓ ମଦ ମାଫିଆ ପରେ ଜମି ମାଫିଆ ମାନେ ବି ସକ୍ରିୟ ହୋଇଛନ୍ତି l ସରକାରୀ ଜମି, ଗୋଚର ଜମି ଓ ଗ୍ରାମ!-->!-->!-->!-->!-->…
ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା
ହିଞ୍ଜିଳିକାଟୁ : ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୫ଜଣ ଜଣ ଛାତ୍ରଛାତ୍ରୀ ଟାଇକୋଣ୍ଡୋ ରେ ଭାଗ ନେଇଥିଲେ । ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୫ ଜଣ ଛାତ୍ରଛାତ୍ରୀ ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଛନ୍ତି। ଏହା ୨୫!୪!-->…
ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ :କଥା କଥାକେ ଗଡୁଛି ମୁଣ୍ଡ …..!
ପୋଲିସ ର ନୀରବତା କୁ ନେଇ ଅନେକ ପ୍ରଶ୍ନ...?..!
ରାସନ କାର୍ଡରୁ କଟିବ ବିଦେଶୀଙ୍କ ନାଁ; ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ବର: ରାସନ କାର୍ଡକୁ ନେଇ ସୋମବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି । ଓଡିଶାରେ ରହି ରାସନ କାର୍ଡ ହାତେଇଥିବା ସମସ୍ତ ବିଦେଶୀଙ୍କ ନାଁ କଟାଯିବ । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି । ସେମାନଙ୍କୁ ଖୁବଶୀଘ୍ର!-->…
ନିଶାସକ୍ତ ବହିଷ୍କୃତ ପୁଲିସଙ୍କ ଉନ୍ମତ୍ତ କାଣ୍ଡ
ଅସ୍ତରଙ୍ଗ: ଅସ୍ତରଙ୍ଗରେ ଏକ ବିବାହ ଭୋଜିରେ ନିଶାସକ୍ତ ଅବସ୍ଥାରେ ଚିତ୍ରସେନ ପ୍ରଧାନ ନାମକ ଜଣେ ବହିଷ୍କୃତ ପୁଲିସ କର୍ମଚାରୀ ଉପସ୍ଥିତ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ ଓ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ବହିଷ୍କୃତ ପୁଲିସ କର୍ମଚାରୀ ଜଣକ ଅସ୍ତରଙ୍ଗ ସରପଞ୍ଚ, ବିଜେପି କର୍ମୀ ଓ ଜଣେ!-->…