Browsing Category

ଓଡିଶା

ତହସିଲଦାରଙ୍କ ପରେ କୁଚିଣ୍ଡା ରାଜସ୍ୱ ନିରୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ପରେ ଏବେ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି। ସମ୍ବଲପୁରଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ତହସିଲଦାର ଜମି ପଟାମାଲିକାନା…

’ଡିଜେ ଗାଡ଼ି ନାଁରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତ୍ତନ, ଯାନର…

ବର୍ଷା ଯୋଗୁ ମାନ୍ଦା ହୋଇପାରେ ଦଶହରା ; ୨୫ ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୫ ବା ୨୬ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏ‌କ ଲଘୁଚାପ ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ବା ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ତାହା ଘନୀଭୂତ…

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା :ଗାଈ ଚରାଇବା ବେଳେ ଅଘଟଣ, ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ଗ୍ରାମରେ। ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ଧଲପୁର ଗ୍ରାମର ଗୋବିନ୍ଦ ମହାକୁଡ ଏବଂ ଟୁକାନା ଦେହୁରୀ ଟିକରାପଡା ପଡିଆକୁ ଦୁହେଁ ଗାଈ…

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରିପରିଷଦ ବୈଠକ

ଭୁବେନଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମନ୍ତ୍ରିପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉପସ୍ଥିତ ରହିଛନ୍ତି ସମସ୍ତ ବିଭାଗର ମନ୍ତ୍ରୀ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମୋହର ବାଜିବା ସମ୍ଭାବନା ରହିଛି…

ଅଟୋରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲା ପୋଲିସ

ଭୁବେନଶ୍ବର: ଅଟୋରେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନିରଞ୍ଜନ ଭୋଇକୁ ଗିରଫ କରିଛି। ଘଟଣାଟି ଭୁବନେଶ୍ଵରର ଗ୍ୟାରେଜ ଛକ ନିକଟରେ ଘଟିଥିଲା। ସୂଚନା ଅନୁସାରେ, ପୀଡ଼ିତା ଯୁବତୀ ଅଟୋରେ…

ଶିକ୍ଷକମାନଙ୍କ ଗଣ୍ଡଗୋଳକୁ ନେଇ ପାଠପଢା ଠପ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ପଞ୍ଚାୟତ ଅଧିନରେ ଥିବା ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ମାସ ହେଲା ପ୍ରଧାନଶିକ୍ଷକଙ୍କ ସହିତ ସହ ଶିକ୍ଷକମାନଙ୍କ ମତ ମତାନ୍ତର ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟର ଶିକ୍ଷା ନୀତି…

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଆଉ ୫୬ଟି ନୂଆ କେନ୍ଦ୍ରରେ ହେବ ମତଦାନ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ନିର୍ବାଚନରେ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତାଦାତା ଭୋଟ୍ ଦେବେ। ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବରେ ରଖି ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ…

ଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ହସପିଟାଲରେ ଚିକିତ୍ସାଧୀନ

କଟକ : ବଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ହସପିଟାଲରେ ଚିକିତ୍ସାଧୀନ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ବୁଦ୍ଧାଦିତ୍ୟଙ୍କ ଚିକିତ୍ସା ଚାଲିଛି । ତାଙ୍କୁ କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟା ରହିଥିଲା । ତେବେ ଲଙ୍ଗସରେ ସଂକ୍ରମଣ ଯୋଗୁଁ ଦେହ ଅଧିକ ଖରାପ ହେବା ପରେ ତାଙ୍କୁ…

ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ନେତ୍ରୀଙ୍କ ଆତ୍ମସମର୍ପଣ । ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଦ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମାଓ ନେତ୍ରୀ । ତାଙ୍କ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ମାଓ ନେତ୍ରୀଙ୍କ ନାଁ ଜାନସୀ ଓରଫ…