Browsing Category

ଓଡିଶା

ରାଜ୍ୟରେ ସାର ସମସ୍ୟାର ସମାଧାନ ଦାବିରେ ବିଜେଡିର ଧାରଣା

ଭୁବନେଶ୍ବର: ରାଜଭବନ ଆଗରେ ବିଜେଡି କର୍ମୀ -ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ । କର୍ମୀଙ୍କୁ ଭିତରକୁ ଛାଡ଼ୁନଥିବାରୁ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ । ରାଜ୍ଯରେ ସାର ଅଭାବ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏବେ ସାରର ଅଭାବ…

ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କରିବାକୁ ଯୋଗାଣ ମନ୍ତ୍ରୀଙ୍କ…

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ…

ରାସ୍ତାରୁ ତଳକୁ ଖସିଲା ବସ୍, ୮ ଆହତ

ରାୟଗଡ଼ା: ହଠାତ୍ ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିଲା।…

ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା…

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼: ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ

ପୁରୀ : ସେପ୍ଟେମ୍ବର ୧୯ରୁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ । https://edistrict.odisha.gov.inରେ ଆବେଦନ କରିପାରିବେ । ହବିଷ୍ୟାଳୀ ମାଆମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ…

ଡ଼ବଲ ଇଞ୍ଜିନ ସରକାର ଦେଉଛି ଚାଷୀଙ୍କୁ ଡବଲ ଦୁଃଖ :ଚାଷୀଙ୍କୁ ସାର ଯୋଗାଇବା ରେ ସରକାର ବିଫଳ….!

ଅଭାବୀ ସାର ବିକ୍ରି ନେଇ ଚାଷୀ ରାଜ ରାସ୍ତା ରେ... ଭୁବନେଶ୍ୱର /ବ୍ରହ୍ମପୁର: ସାରା ରାଜ୍ୟରେ ସାର ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ନୋଟ ବନ୍ଦୀ ଠାରୁ ଲୋକଙ୍କୁ ସରକାର ଲାଇନରେ ଛିଡା କରେଇବାର ଅଭ୍ୟାସ କରିସାରିଲେଣି। ସୁଭଦ୍ରା ଯୋଜନା ହେଉକି ରାସନ କାର୍ଡ ସଂଶୋଧନ ହେଉକି…

ଚିକିଟି ତହସିଲ ଡ଼ଭରା ଗାଁ ଠାରେ ବେଆଇନ ଚୋରା ବାଲି ଚାଲାଣ ସମ୍ପର୍କ ରେ ଜିଲ୍ଲାପାଳଙ୍କୁ ଅଭିଯୋଗ…

ବାଲି ଚୋରଙ୍କ ପଛରେ ଥିବା ସର୍ଦାର କିଏ...?? ସାଧାରଣ ରେ ପ୍ରଶ୍ନ ଅସ୍ମିତାକୁ ବଞ୍ଚେଇବା ପାଇଁ ବିଜେଡ଼ିର କପି ପେଷ୍ଟ ଚୋରିକୁ ବନ୍ଦ କରନ୍ତୁ ମୋହନ ସରକାର….! ବ୍ରହ୍ମପୁର: ଚୋରା ବାଲି ମାଫିଆ ମାନେ ଇନ୍ଦ୍ର ଚନ୍ଦ୍ର ଆଉ ମାନୁ ନାହାନ୍ତି। ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଘାଟ…

ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ…

ଚିକିଟୀ-- ଗଞ୍ଜାମ ଜିଲ୍ଲା ସୂନାପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି। ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ହେଲେ ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ କେ.ନୂଆଗାଁ ଗ୍ରାମ ପଞ୍ଚାୟତ ଲିଆଖାଇ ଗ୍ରାମର…

ଶ୍ରୀମନ୍ଦିରରେ ଷୋଳପୂଜାର ବିଧି ଆରମ୍ଭ, ମୂଳାଷ୍ଟମୀ ଅନୁଷ୍ଠିତ

ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନାନ୍ୟ ଦେବୀ ପୀଠମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା । ଏ ନେଇ ଶ୍ରୀ ନଅରରେ ବିଧି ଅନୁସାରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ୨୧ ଜଣ ସ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କୁ…