Browsing Category

ଓଡିଶା

ଯେଉଁମାନଙ୍କୁ କଲ୍‌ ଓ ମେସେଜ ଆସିଛି, ବ୍ୟାଙ୍କ ଯାଇ NPCI ଆକ୍ଟିଭେଟ କରନ୍ତୁ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି,

ମେକ୍ ଇନ୍ ଓଡ଼ିଶାର ନାଁ ବଦଳାଇ ଉତ୍କର୍ଷ ଓଡ଼ିଶା କରିଛନ୍ତି : ଦେବୀ ମିଶ୍ର

ଭୁବନେଶ୍ବର :ଉତ୍କର୍ଷ ଓଡ଼ିଶା କନକ୍ଲେଭ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ର । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶ୍ରୁତି ଦେଲେ । ସ୍ଵାଗତଯୋଗ୍ୟ କଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି । ୨୦୧୬ରେ ନବୀନ ସରକାର ସମୟରେ ପ୍ରଥମେ ମେକ୍

ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ । ନୟାପଲ୍ଲୀ ସ୍ଥିତ ଅନ୍ୟ ଏକ ଘରକୁ ବିଳମ୍ୱିତ ରାତିରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତର ଘର ସାଲିଆ ସାହି ବୋଲି ଜଣାପଡିଛି । ସେ ଜଣେ

ସମ୍ପ୍ରସାରିତ ହେବ କଟକ, ସିଡିଏରେ ମିଶିବ ୧୦୨ ଗାଁ

କଟକ: ବୃଦ୍ଧି ପାଇବ ସିଲଭର ସିଟି କଟକର ସୀମା । କଟକ ସହିତ ସାମିଲ ହେବ ଆହୁରି ଅନେକ ଗାଁ । କଟକର ସୀମାକୁ ସମ୍ପ୍ରସାରିତ କରି ସିଡିଏ ସହିତ ଆଉ ୧୦୨ଟି ଗାଁକୁ ଯୋଡା ଯିବ । ଏନେଇ ସୂଚନା ଦେଇଛନ୍ତି, ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ସେ କହିଛନ୍ତି, କଟକ ସମ୍ପ୍ରସାରିତ ହେବ । ଏଥିରେ

ରାୟଗଡା, କେନ୍ଦୁଝରରେ ପ୍ଲାଣ୍ଟ: ନିବେଶ ହେବ ଲକ୍ଷେ ୭୦ ହଜାର କୋଟି

ଭୁବନେଶ୍ବର: ଉତ୍କର୍ଷ ଓଡିଶା ଆରମ୍ଭରୁ ହିଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୁଞ୍ଜି ନିବେଶ । ରାୟଗଡା ଏବଂ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ନିବେଶ କରିବେ ନିବେଶକ । ରାୟଗଡାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଭୁବନେଶ୍ୱରରୁ ହାଇଦ୍ରାବାଦ ହେଲେ ଏୟାରଲିଫ୍ଟ

ଭୁବନେଶ୍ୱର : ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏବେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ

‘ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି ଓଡିଶା’

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ରାଜ୍ୟରେ ନିବେଶକଙ୍କ ମହାମିଳନ । ପ୍ରମୁଖ ନିବେଶକମାନେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଯୋଗ ଦେଇ ଓଡିଶା ବିକାଶ ପାଇଁ ସହଯୋଗର ହାତ ବଢେଇଛନ୍ତି । ଯାହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି ।

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲାରୁ ଗଲା କାଠ

ଦଶପଲ୍ଲା: ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀକୁ ପଠାଯାଇଛି। ଶ୍ରୀକ୍ଷେତ୍ରରେ

ଉତ୍କର୍ଷ ଓଡିଶାରେ ମୋଦି: କହିଲେ,‘ମୋ ଡିଏନଏରେ ଅଛି ଓଡିଶା’

ଭୁବନେଶ୍ବର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇଦିନିଆ କନକ୍ଲେଭ ଅବସରରେ ଆଜି ପୁଣି ଥରେ ଓଡିଶା ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ମୁଁ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବର୍ଷର ଶିଶୁ ପୁତ୍ରକୁ ମାରିଦେଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଝୁମ୍ପୁରା ଥାନା