Browsing Category

ଓଡିଶା

ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ । ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ । ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ

ଦେଶରେ ମଡେଲ ହେବ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସବୁଜ ସଙ୍କେତ। ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ

ରବି ବରାଳଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ୮ ନମ୍ବର ୱାର୍ଡର ନାରାୟଣୀ ସାହି ର ରବି ବରାଳଙ୍କ ଘରେ ରନ୍ଧନ ଗ୍ୟାସ ପାଇପ ଲିକ ହୋଇ ନିଆଁ ଲାଗି ଯିବାରୁ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି l ସେଥିରେ ଗୋଟେ ବାଇକ, ଫ୍ରିଜ୍, ଟିଭି ଲୁଗାପଟା ଓ ଟଙ୍କା ପଇସା

ପିସ୍ତଲ ଓ ଜୀବନ୍ତ ଗୁଳି ସମେତ,ଦକ୍ଷୀଣାଂଚଳ ଡିଆଜିଙ୍କ ନିକଟରେ ଆତ୍ମସର୍ମପଣ କଲେ କ୍ୟାଡର ମାଓବାଦୀ

ଦାସରୁର ଦେହରକ୍ଷୀ ଭାବରେ କରିଥିଲା କାର୍ଯ୍ୟ ଫୁଲବାଣୀ,୨୮ା୧୧: କନ୍ଧମାଲ ଜିଲ୍ଲାରେ କାର୍ଯ୍ୟରତ ଥିବା କେକେବିଏନ ଡିଭିଜନର (ରାଉଳ ଏରିଆ କମିଟିର) ସଦସ୍ୟ ବିଜା ମାଡଭି ଓରଫ ଟିକେଶ ଦକ୍ଷୀଣାଂଚଳ ଡିଆଇଜି ସାର୍ଥକ ଷଢଙ୍ଗୀଙ୍କ ନିକଟରେ ଆତ୍ମ ସମର୍ପପଣ କରିଛି । ଏହି ସମୟରେ ସେ ତା ନିକଟରେ

କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ

କଟକ : ରୁପାର ସହର କଟକରେ ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ। ଯେଉଁଥିପାଇଁ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। କଟକ ସହରରେ ବଢ଼ିଥିବା ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଆଜି ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ।କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ

ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି

ଭୁବନେଶ୍ୱର: ପୁଣି ଆଳୁ ଗେମ୍ ଖେଳିଲେ ମମତା। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ୩ ଦିନିଆ ପୁଲିସ ଡିଜି ଏବଂ ଆଇଜି ସମ୍ମିଳନୀରେ ପରିପ୍ରେକ୍ଷୀରେ ସହରକୁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ଆରମ୍ଭ ହୋଇଛି। ସହରର ଗଳିକନ୍ଦିରେ ୭୦ ପ୍ଲାଟୁନ ପୁଲିସ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ

ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର : ଶେଷରେ ଅପେକ୍ଷାର ଘଟିଲା ଅନ୍ତ। ୪୮ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଭୀମସାର ମେଡିକାଲ ପରିସରରୁ ଚୋରି ହୋଇଥିବା ଶିଶୁପୁତ୍ର। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଅଧିକ ଚିକିତ୍ସା ପାଇଁ ତାକୁ ୭୨ ଘଣ୍ଟା ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ

ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ବର: ରାଜ୍ୟରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି, ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ, ଏହା ଉପରେ ତ୍ୱରିତ