Browsing Category

ଖେଳ

୨୦୨୩ ବିଶ୍ବକପ୍‌ ସର୍ବଶ୍ରେଷ୍ଠ ଆୟୋଜନ : ଇକ୍ରାମ୍‌

ଭୁବନେଶ୍ବର : ଓଡ଼ିଶା ବିଶ୍ବ ହକିରେ ନୂଆ ବିପ୍ଲବ ଆଣିଛି । କ୍ରମାଗତ ୨ ଥର ବିଶ୍ବକପକୁ ସଫଳତାର ସହ ଆୟୋଜନ କରି ବିଶ୍ବରେ ହକିର ଲୋକପ୍ରିୟତାକୁ ବୃଦ୍ଧି କରିବାରେ ସଫଳ ହୋଇଛି। ୨୦୧୮ ପରେ ୨୦୨୩ ବିଶ୍ବକପ ଆଉ ଏକ ସଫଳ ଓ ସର୍ବଶ୍ରେଷ୍ଠ ଆୟୋଜନ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌)

୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇଲା ଭାରତ : ଶୃଙ୍ଖଳା ୧-୧..

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଭାରତ ଏହି ମ୍ୟାଚ୍‌କୁ ଶେଷ ବଲ୍‌ ବାକି ଥାଇ ୬ଟି ୱିକେଟ୍‌ରେ ଜିତିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବା‌ଜପେୟୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ୧୦୦ ରନ୍‌ର ବିଜୟ

ବେଲଜି୍ୟମକୁ ହରାଇ ହକି ଚାମ୍ପିୟନ ଟାଇଟଲ ବାଜି ମାରିଲା ଜର୍ମାନୀ…

ଭୁବନେଶ୍ୱର: ବେଲଜି୍ୟମକୁ ହରାଇ ବାଜି ମାରିଛି ଜର୍ମାନୀ। ଜର୍ମାନୀ ହକି ବିଶ୍ୱକପ୍‌ ୨୦୨୩ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳ ୩-୩

ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଗତ 22ତାରିଖ ରୁ ଆରମ୍ଭ ହୋଇଥିବା ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ରେ ଗଜପତି ଦଳ ସହ ରାଣ୍ଡମ (କନ୍ଧମାଳ )ଦଳ ମଧ୍ୟ ରେ କଡା ମୁକାବିଲା ହୋଇଥିଲା l ଏଥିରେ

ଭାରତୀୟ ଦଳ କଦାପି ଦୁର୍ବଳ ହୋଇ ପାରିବ ନାହିଁ : ସୌରଭ…

ନୂଆଦିଲ୍ଲୀ: ଭାରତୀୟ ଦଳର ନଜର ଚଳିତ ଥର ବିଶ୍ବକପ ଉପରେ ରହିଛି। ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବାର ଅଛି। ଭାରତୀୟ ଦଳ ଚେଷ୍ଟା କରୁଛି କି ୧୦ ବର୍ଷ ପରେ ଆଇସିସି ଟ୍ରଫି କୁ କିପରି ନିଜ ନାମରେ କରିବ। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ

ନେଦରଲାଣ୍ଡକୁ ହରାଇ ଫାଇନାଲରେ ବେଲଜିୟମ୍‌

ଭୁବନେଶ୍ବର : ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ବେଲଜିୟମ୍‌ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବେଲଜିୟମ୍‌ ୨(୩)-୨(୨) ଗୋଲ୍‌ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ବିଗତ ଚାମ୍ପିଅନ୍‌ ବେଲଜିୟମ୍‌ ଫାଇନାଲ ଟିକେଟ ହାତେଇଛି। ବେଲଜିୟମ୍‌

ପୁରୁଷ ହକି ବିଶ୍ବକପ୍‌: ଫାଇନାଲରେ ଜର୍ମାନି-ବେଲଜିୟମ୍‌ ମୁକାବିଲା…

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଲଢ଼ିଛନ୍ତି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ପେନାଲ୍ଟି ସୁଟ୍ଆଉଟ୍‌ରେ

ବିଜୟଧାରାକୁ ଫେରିଲା ଭାରତ; ଜାପାନକୁ ୮-୦ରେ ହରାଇଲା…

ରାଉରକେଲା: ଚଳିତ ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବାପରେ ଗୁରୁବାରଠାରୁ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି। ଆଜି ରାଉରକେଲାସ୍ଥ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚ୍କୁ ଭାରତ ୮-୦ ଗୋଲ୍ରେ ଏକତରଫାଭାବେ ଜିତି ନେଇଛି। ଭାରତୀୟ ଦଳ

ବିଶ୍ୱକପ୍‌ ହକି: ସେମିରେ ଜର୍ମାନୀ…

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍‌ଆଉଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ସେମିଫାଇନାଲରେ ଜର୍ମାନୀ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌

ହକି ବିଶ୍ବକପ୍‌: ଫ୍ରାନ୍ସ ବିପକ୍ଷରେ ଜର୍ମାନି ୫-୧ ଗୋଲ୍‌ରେ ଜିତି କ୍ବାର୍ଟର ଫାଇନା‌ଲରେ ପ୍ରବେଶ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୩ୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନି ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନି ବିଜୟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଜର୍ମାନି ୫-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ