Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ
ବ୍ରହ୍ମପୁର : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷ ରେ ତା ୦୫.୦୫.୨୦୨୬ ରିଖ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭା.ପ୍ର.ସେ, ଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ଅନଷ୍ଠିତ ହୋଇଛି। ପ୍ରଶାସନିକ ଏବଂ ଶାସନ ସଂସ୍କାର!-->…
କୋଟିଆରେ ରାଜସ୍ୱ ଓ ଆଇନ ମନ୍ତ୍ରୀଙ୍କ ଗସ୍ତ : ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ
କୋରାପୁଟ/ପୋଟାଙ୍ଗୀ, ୦୫/୦୫ (ବସନ୍ତ ପେଗଡ଼): ପୋଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୀମାନ୍ତ କୋଟିଆ ପଞ୍ଚାୟତରେ ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗସ୍ତ କରିଛନ୍ତି। ମନ୍ତ୍ରୀଦ୍ୱୟ ଗଞ୍ଜେଇପଦର ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ!-->…
ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏବଂ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ…
କୋରାପୁଟ : କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ I
ଏହି ଗସ୍ତ ସମୟରେ ପୌର ପରିଷଦ ଏବଂ ପୂର୍ତ୍ତ ବିଭାଗ ଦ୍ବାରା କରାଯାଇଥିବା ବିଭିନ୍ନ!-->!-->!-->!-->!-->!-->!-->…
ରାୟଗଡ଼ା ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଏ ୧ ରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଳାପାଳ
ରାୟଗଡା : ଶନିବାର ପ୍ରକାଶ ପାଇଛି ୨୦୨୬ ବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ୍) ପରୀକ୍ଷାଫଳ । ରାୟଗଡ଼ା ଜିଲ୍ଳାରେ ପାସ ହାର ୯୬.୫ ପ୍ରତିଶତ ରହିଛି । ଚଳିତ ବର୍ଷ ଜିଲ୍ଳାରେ ୬ ଜଣ ପରୀକ୍ଷାର୍ଥୀ ଏ ୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ବେଳେ ସୋମବାର ଦିନ ରାୟଗଡ ଜିଲ୍ଳାପାଳ ଆଶୁତୋଷ!-->!-->!-->…
ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଓ ଇମ୍ଫା ଦ୍ୱାରା ‘ଗୋଷ୍ଠୀ ଶିକ୍ଷା କେନ୍ଦ୍ର’ ଉଦ୍ଘାଟିତ ନାରୀ ଶିକ୍ଷା ଓ…
ରାୟଗଡ଼ା : ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଓ ଇମ୍ଫା ର ଯୁଗଳ ପ୍ରୟାସରେ ‘ଗୋଷ୍ଠୀ ଶିକ୍ଷା କେନ୍ଦ୍ର’ ଉଦ୍ଘାଟନ କରାଯାଇଥିଲା। ଏହା ମାଧ୍ୟମରେ ୧୧ ମାସିଆ ଏକ ସଂଗଠିତ ଶିକ୍ଷା କାର୍ଯ୍ୟକ୍ରମର ଆରମ୍ଭ ହୋଇଛି, ଯାହା ଶିକ୍ଷାରୁ ବଞ୍ଚିତ କିଶୋରୀ ଓ ମହିଳାମାନଙ୍କୁ ପୁନଃ ମୁଖ୍ୟ ଧାରାରେ!-->…
ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ ଜନଜାତି ପରିବାରଙ୍କୁ ଝରଣା ପାଣି ଭରସା
ରାୟଗଡା : ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଇଲାକାରେ ଜଳକଷ୍ଟ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଜିଲ୍ଲାର ନିୟମଗିରି ଅଞ୍ଚଳରେ ଲାଗିଥିବା ଅନେକ ସୋଲାର ପ୍ରକଳ୍ପ ଗୁଡିକ ନଷ୍ଟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଝରଣା ଓ ଚୁଆରୁ ପାଣି ସଂଗ୍ରହ କରି!-->…
କୈବର୍ତ୍ତ କୁଳ ସମାଜର ବାର୍ଷିକ ସାଧାରଣ ଅଧିବେଶନ ଆୟୋଜିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅର୍ନ୍ତଗତ ମଶାବାରୀ କଲ୍ୟାଣୀ ମଣ୍ଡପ ଠାରେ କୈବର୍ତ୍ତ କୁଳ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି।ଚଉଦ କୋଷର ସଭାପତି ବା ବଡ଼ ବେହେରା ପୂର୍ଣ୍ଣଚନ୍ଦ୍ର ଦାସ ପ୍ରଭୁ ଶ୍ରୀ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କୁଳ ଦୀପରେ ଅଗ୍ନି!-->…
ବିଜେପିର ବିପୁଳ ବିଜୟରେ ଓଡ଼ଗାଁରେ ବିଜୟ ଉତ୍ସବ ପାଳିଲେ ସମର୍ଥକ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ମେ ୪ ତାରିଖ ଦିନ ୫ ରାଜ୍ୟରେ ଅଣଆନୁଷ୍ଠାନିକ ଭାବରେ ନିର୍ବାଚନ ଫଳ ଆସିବାପରେ ପଶ୍ଚିମ ବଙ୍ଗ, ଆସାମ, ପୁଡୁଚେରୀ ରେ ବିଜେପି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ଝାଲ ମୁଢ଼ି ବାଣ୍ଟି ବିଜୟ!-->…
ଆସିକା ସହରରେ ଜବର ଦଖଲ କରି ପଟ୍ଟା କରିନେଇଥିବା ମାଫିଆ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ…
ସରକାରଙ୍କ ଜବର ଦଖଲ ଉଛେଦ ଏକ ଧୂଆଁ ବାଣ...
ତଦନ୍ତ ହେଲେ ରାଜସ୍ବ ବିଭାଗର ଗୁମର ଖୋଲିବ ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲାର ସର୍ବାଧିକ ଜବର ଦଖଲ ହୋଇଥିବା ଜଣାପଡିଛି। ଆସିକା ସହର ଆଜି ସୁଦ୍ଧା ବନ୍ଦୋବସ୍ତ ହୋଇନାହିଁ। ଆସିକା ସହର ଗ୍ରାମକଣ୍ଠ!-->!-->!-->…
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
ବାଲିଗୁଡା, ତା, ୦୪/୦୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ ଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ସୋମବାର ସନ୍ଧ୍ୟା ରେ ସ୍ଥାନୀୟ!-->…