Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସରକାରୀ ଜମିକୁ ମାଡ଼ି ବସୁଛନ୍ତି ଭୂ-ମାଫିଆ : ଲ୍ୟାମ୍ପସ ଓ ଆରଏମସି ପାଇଁ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ଅଭିଯୋଗ
କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି ରାଜସ୍ୱ ଅଞ୍ଚଳରେ ସରକାରୀ ଜମି ଅତିକ୍ରମଣ ଏବଂ ଏହାର ବେଆଇନ କାରବାର ଏବେ ଚରମ ସୀମାରେ ପହଞ୍ଚିଛି। ଅସାଧୁ ଭୂ-ମାଫିଆମାନେ ସରକାରୀ ଜମିକୁ ନିଜ କବଜାକୁ ନେଇ ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରୁଥିବା ନେଇ ବାରମ୍ବାର!-->!-->!-->…
ଅସମ୍ଭବକୁ ସମ୍ଭବ କଲେ ଲକ୍ଷ୍ମୀ : ଗୋଡ଼ରେ ଲେଖି ମେଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ
ମାଲକାନଗିରି : ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀ ଖିମୁଣ୍ଡୁ ନିଜର ଦୁଇ ହାତ ଅକାମୀ ଥିବା ସତ୍ତ୍ୱେ କେବଳ ଗୋଡ଼ ସାହାଯ୍ୟରେ ପରୀକ୍ଷା ଲେଖି ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପି.ଏମ. ଶ୍ରୀ ସରକାରୀ ଉଚ୍ଚ!-->…
ନୟାଗଡ ଜାମୁକୋଣ ସ୍ଥିତ ବୈଷ୍ଣୋଦେବି ମନ୍ଦିରରୁ ଚୋରି
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଠାରେ ବିଜେ ମା ବୈଷ୍ଣୋଦେବିଙ୍କ ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ଆସିଛି । ଚୋରମାନେ ତିନୋଟି ସୁନାର ମୁକୁଟ, ତିନୋଟି ସୁନାହାର ଓ ତିନୋଟି ଚାନ୍ଦିର ଚାନ୍ଦୁଆ ଚୋରିକରି ନେଇଯାଇଛନ୍ତି । ଯାହାର ମୂଲ୍ୟ ୪୦!-->…
ବୁଦ୍ଧଦେବ ଥିଲେ କାମନାର ବିନାଶ ମାଧ୍ୟମରେ ମୋକ୍ଷ ପ୍ରଦର୍ଶକ : କଳାକେନ୍ଦ୍ର
ବ୍ରହ୍ମପୁର, : ଅଗ୍ରଣୀ ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ସାରସ୍ୱତ ସାଧକ ନିତ୍ୟାନନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ!-->…
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ
ବାଲିଗୁଡ଼ା, ତା, ୦୨/୦୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଚାରି ଭାଇ । ନିଆଁରେ!-->…
ବିଶ୍ୱ ଶ୍ରମିକ ଦିବସ ଅବସରରେ ବୀରମିତ୍ରପୁର ବିଜେଡି ପକ୍ଷରୁ ସର୍ବତ ବଣ୍ଟନ
ବୀରମିତ୍ରପୁର : ଆଜି ବିଶ୍ୱ ଶ୍ରମିକ ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥିକ ଓ ଶ୍ରମିକମାନଙ୍କ!-->!-->!-->…
ବ୍ରହ୍ମପୁରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ…
ବ୍ରହ୍ମପୁର,୦୧-୦୫: ଆଜି ୦୧ ମେ ୨୦୨୬ ତାରିଖରେ ପୂର୍ବାହ୍ନ ୧୦ଘଟିକାରେ ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବ୍ରହ୍ମପୁର ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ର!-->…
ସିପିଏମ ପକ୍ଷରୁ ମଇ ଦିବସ ପାଳିତ; ଶ୍ରମିକଙ୍କ ଅଧିକାର ରକ୍ଷା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ
ବ୍ରହ୍ମୁପର : ଆଜି ସିପିଏମ ପକ୍ଷରୁ ମଇ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ବିଶେଷ ସଭା ଆୟୋଜିତ ହୋଇଥିଲା।!-->!-->!-->…
ଜଳ, ଜମି, ଜଙ୍ଗଲ ଓ ସାଂସ୍କୃତିକ ଧରୋହରର ସମଗ୍ର ସୁରକ୍ଷା ପାଇଁ ସଂଘବଦ୍ଧ ପଦକ୍ଷେପ…
ଟାଙ୍ଗରପାଲି ବିକାଶ ମଞ୍ଚର ଏକ ଦିବସୀୟ କର୍ମଶାଳାସୁନ୍ଦରଗଡ - ୩୦.୦୪.୨୦୨୬ ଟାଙ୍ଗରପାଲିର ସମଗ୍ର ଓ ସୁସ୍ଥିର ବିକାଶ ପାଇଁ ଏକ ନୂତନ ଆଶାର କିରଣ ଭାବେ “ଟାଙ୍ଗରପାଲି ବିକାଶ ମଞ୍ଚ” ଆତ୍ମପ୍ରକାଶ କରିଛି। ବହୁବିଧ ଅଂଶୀଦାରମାନଙ୍କୁ ଏକ ସାଧାରଣ ମଞ୍ଚରେ ଆଣି ସମସ୍ୟାର ସମାଧାନ, ସମ୍ପଦର!-->…
ମୃତ ଆଶା କର୍ମୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ…
କୋରାପୁଟ:-(ବସନ୍ତ ପେଗଡ଼ ) କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ମୃତ ଆଶା କର୍ମୀ କରିସ୍ମା ବାଗଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି I କୋରାପୁଟ ତହସିଲଦାର ଶୟଦ ସବୀର ଶାହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ!-->…