Browsing Category

ଆଞ୍ଚଳିକ

ଏକ୍ସପାରି ମେଡିସିନ ଖାଇ ୧୧ ମାସର ଛୁଆ ଗୁରୁତର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମର ୧୧ ମାସ ର ଛୁଆ ସଚିତ୍ ସ୍ଵଂସା ଭିଟାମିନ ଏକ୍ସପାରି ମେଡିସିନ ଖାଇ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି | ଏହି ପ୍ରସଙ୍ଗେର ଦୁଇ ଜଣ ଅଙ୍ଗନବାଡ଼ି କର୍ମୀ ଙ୍କ ଅବହେଳା ନେଇ ଥାନା ରେ ଅଭିଯୋଗ କରିଛନ୍ତି ଛୁଆର

ବିପୁଳ ମଦ ସହ ଅଟୋ ଜବତ, ୫ ଗିରଫ

ଭଦ୍ରକ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି | ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା | ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ

ଗୋପାଳପୁର ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ…

ବ୍ରହ୍ମପୁର (୬/୬) : ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପକ୍ଷରୁ “ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ ବିଷୟ ଉପରେ ଗୁରୁତ୍ୱ ରଖି ଆର୍ଜିପାଲ୍ଲୀ ସ୍ଥିତ ବନ୍ଦର ପରିସରରେ ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ

ଯୌତୁକ ଦାବିରେ ନିର୍ଯ୍ୟାତନା, ଥାନାରେ ଅଭିଯୋଗ…

ହିଞ୍ଜିଳିକାଟୁ, (୬/୬): ଅଧିକ ଯୌତୁକ ଦାବି କରି ଶଶୁର ଘର ପକ୍ଷରୁ ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ - ୩୯୫/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।ଥାନା ସୂତ୍ରରୁ

କେନ୍ଦ୍ର ସରକାରଙ୍କ ବିକାଶଧାରା ଲୋକ ନିକଟରେ ପହଞ୍ଚାଇବା ନେଇ ସାମ୍ବାଦିକ ସମ୍ମିଳନୀ ରଖିଲେ ରାଷ୍ଟ୍ରମନ୍ତ୍ରୀ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅନୁସୂଚିତ ଜନ ମୋର୍ଚ୍ଚା ସଞ୍ଜୟ ନିର୍ମଲ ଉପସ୍ଥିତ ରହି lବିଜେପି ଶାସନର ନଅ ବର୍ଷ ପୂର୍ତ୍ତି

ଓଡି଼ଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭିନ୍ନ ଯୋଜନା ର ସମୀକ୍ଷା

ସୁନ୍ଦରଗଡ଼ (୦୬/୦୬) : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି I ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡା. ପରାଗ ଗଭାଲି ସୁନ୍ଦରଗଡ଼ ଜିଲ୍ଲାର ଭୌଗଳିକ

ଚାକିରୀ ନା’ରେ ଠକେଇ : ଯୁବକଙ୍କ ଠାରୁ ଠକିନେଲେ ୫୦ ହଜାର

ହିଞ୍ଜିଳିକାଟୁ, (୬ା୬) : ଦିନକୁ ଦିନ ଅନଲାଇନ ଠକେଇ ସାଙ୍ଗକୁ ଚାକିରି ପ୍ରଲୋଭନ ଦେଖାଇ ବହୁ ଶିକ୍ଷିତ ଯୁବକ, ଯୁବତୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ନଜିର ରହିଛି । ସାମାଜିକ ଗଣମାଧମରେ ବିଭିନ୍ନ ପ୍ରକାରର ଲୋଭନୀୟ ଚାକିରୀ କରାଇଦେବା ନାମରେ ବହୁ ଠକ ସଂସ୍ଥା ବହୁ ଯୁବକ

ବରିଷ୍ଠ କଳାକାର ସଂଘର ସାଙ୍ଗଠନିକ ବୈଠକ…

ବ୍ରହ୍ମପୁର, ତା. ୦୬/୦୬ : କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ'ର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ସଂଘ କାର୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିନିକିଆ କନ୍ଧମାଳ ଗସ୍ତ…

ଫୁଲବାଣୀ : ବିଜେଡିର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀରେ ପହଂଚି ଥିଲେ l ଦାସଙ୍କୁ କନ୍ଧମାଳ ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ,

ମାଲକାନଗିରି ଜିଲ୍ଲା ଅମଲା ମଞ୍ଚ ପକ୍ଷରୁ ଧାରଣା ପ୍ରଦର୍ଶନ ସହ ରକ୍ତ ଦାନ ଶିବିର…

ମାଲକାନଗିରି ୦୬/୦୬ ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଗତ ୬ଦିନ ଧରି ନିଜର ନାର୍ଯ୍ୟ ଦାବି ପୁରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ସାରା ରାଜ୍ୟରେ ଅମଲା ମାନଙ୍କ କଲମ