Browsing Category

ଆଞ୍ଚଳିକ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କନ୍ଧମାଳ, ତା, ୨୯/୦୪ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ଭଳି ୬ ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱ ରେ ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ଜରିଆରେ…

ବିରୋଧୀଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଗର୍ଜିଲା ଭାଜପା: ମାଲକାନଗିରିରେ ଖବରଦାତା ସମ୍ମିଳନୀ

ମାଲକାନଗିରି : ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ରର ଭାଜପା ସରକାର ଅନେକ ଐତିହାସିକ ପଦକ୍ଷେପ ନେଉଥିବା ବେଳେ, କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏହାକୁ ବିରୋଧ କରି ନାରୀଶକ୍ତିର ସ୍ୱପ୍ନକୁ ଚୁରମାର କରୁଛନ୍ତି। ଏହି ମର୍ମରେ ଆଜି ମାଲକାନଗିରି ବିଧାୟକଙ୍କ…

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

ନୟାଗଡ : ତୃତୀୟ ଦିନର ଖେଳ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ.ସି ବାଇଗୁଣିଆ ଏବଂ ବାଈଗୁଣିଆ ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏହି ଖେଳରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍ସି ୨-୦ ଗୋଲରେ ବିଜୟୀ ହୋଇଛି|ଆଜିର ଖେଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ପ୍ରଯୋଜକ…

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ୟାହତ ଯୋଗୁଁ ବାଲିଗୁଡାବାସୀ ହନ୍ତସନ୍ତ

ବାଲିଗୁଡା : ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦିର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର୍ଯ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ସହର ବାସୀଙ୍କୁ…

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ବାଲିଗୁଡା (୨୮/୦୪) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଓକିଲ ସଂଘ ର ସମ୍ପାଦକ ଅନିଲ କୁମାର ଦାସ, ସଭାପତି ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି…

ବ୍ରାହ୍ମଣୀଗାଁ ବନାଞ୍ଚଳରେ ହାତୀପଲ : ବନବିଭାଗ ପକ୍ଷରୁ ସଚେତନତା

ବାଲିଗୁଡା : କନ୍ଧମାଳ-ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳରେ ଭୟ ସୃଷ୍ଟି କରିଛି | ତେବେ କେତେ ଗୋଟି ହାତୀ ଆସିଛନ୍ତି, କେଉଁ ଠାରୁ ଆସିଛନ୍ତି, କେଉଁ ଦିଗକୁ ମୁହାଁଇ ଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ୁ ନ ଥିବା ବେଳେ ବନ ବିଭାଗ…

ପୂଜ୍ୟପୂଜା ସମିତି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ଓଡ଼ିଶାବାସୀଙ୍କ ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ଆହ୍ୱାନ ବ୍ରହ୍ମପୁର : ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଯଥାର୍ଥ ମର୍ଯ୍ୟାଦାର ସହ ପାଳନ କରାଯାଇଛି। ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ଆଇନଜୀବୀ…

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ଭୁ-ବିଜ୍ଞାନର ଆଦ୍ୟତନ ଧାରା’ ଶୀର୍ଷକ ଜାତୀୟ ପାଠଚକ୍ର ଉଦଘାଟିତ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭୁତତ୍ତ୍ୱ ବିଭାଗ ପକ୍ଷରୁ "ଭୁ-ବିଜ୍ଞାନର ଆଦ୍ୟତନ ଧାରା" (Recent Trends in Geosciences) ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ପାଠଚକ୍ର ରବିବାର ଦିନ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା…

କୋରାପୁଟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ: ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…

କୋରାପୁଟ : ଆଧୁନିକ ଓଡ଼ିଶାର ନିର୍ମାତା, ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି କୋରାପୁଟ ସହରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ…

ଜାତୀୟ ରାଜପଥରେ ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ମୁଦୁରାଙ୍ଗ ନିକଟରୁ ଆଜି ଏକ ଗୋରୁ ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଗାଡ଼ିରୁ ପ୍ରାୟ ୧୮ଟି ବଳଦ ଓ ଗାଈଙ୍କୁ ଅତି ଅମାନୁଷିକ ଭାବେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ,…