Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦଲାଲଙ୍କ ଦଖଲରେ ସରକାରୀ ଜମି, ସନ୍ଦେହରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ
ହିଞ୍ଜିଳିକାଟୁ (୨୭।୫) : ହିଞ୍ଜିଳିକାଟୁ ସହରର ଆଖ ପାଖ ଅଞ୍ଚଳରେ ଥିବା ସରକାରୀ ଜମି ସବୁକୁ ହିଞ୍ଜିଳିକାଟୁ ତହସିଲଦାର ସୁରକ୍ଷା ଦେଇ ପାରୁ ନ ଥିବାର ସାଧାରଣରେ ଅଭିଯୋଗ ହେଉଛି । ଏପରିକି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ମୌଜା ନୁତନ କୋର୍ଟର ଆଗରେ ଓ ପଛଭାଗରେ ଥିବା ଅନେକ!-->…
ସୁନା ଚୋରୀ ଲୁଟେରା ଗ୍ୟାଙ୍ଗକୁ ଧରିଲା ଗଞ୍ଜାମ ପୋଲିସ
ସୁନା ଅଳଙ୍କାର ସହ ଗୋଟିଏ ଅଟୋ, ସ୍ମାର୍ଟ ମୋବାଇଲ ଫୋନ ସହ ୬ଗିରଫ
ଛତ୍ରପୁର : ସୁନା ଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସର ବଡ଼ ସଫଳତା ପ୍ରାପ୍ତ ହୋଇଛି | ଗଞ୍ଜାମ ପୋଲିସ ଜିଲ୍ଲାର ପାଟପୁର, ଶେରଗଡ଼, ବରଗଡ଼, ଛତ୍ରପୁର,ରମ୍ଭା, ଭଞ୍ଜନଗର, ବେଲଗୁଣ୍ଠା ଆଦି ୭ଟି ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର!-->!-->!-->…
ଆନ୍ଧ୍ର କଳାକାର ମହାସଂଘମ୍ ପକ୍ଷରୁ ଲୋକ ନାଟକର ପାରମ୍ପରିକ ରୀତି ଅକ୍ଷୁର୍ଣ୍ଣ ପ୍ରତି ଗୁରୁତ୍ୱାରୋପ
ମଞ୍ଜୁଷା (ଆ.ପ୍ର) (୨୮/୦୫ ) : ଆନ୍ଧ୍ର ପ୍ରଦେଶ ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡ଼ାର ସିଂ ଗ୍ରାମ ଠାକୁରାଣୀ ଯାତ୍ରା ଅବସରରେ 'ଓଡିଆ କଳାକାର ମହାସଂଘମ୍' ପକ୍ଷରୁ ଲୋକନାଟକ ବିଚିତ୍ରା ଆୟୋଜିତ ହୋଇଯାଇଛି । ମହାସଂଘମ୍ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
“ଋତୁସ୍ରାବ ସ୍ୱଚ୍ଛତା ମୋ କର୍ତ୍ତବ୍ୟ ” କାର୍ଯ୍ୟକ୍ରମ
ବ୍ରହ୍ମପୁର : ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ତରଫରୁ ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ମେନ ରୋଡ ନିକଟରେ ଏବଂ ବିଜୁପଟନାୟକ ବସ୍ତି , ଗୋଶାଣୀନୂଆଗାଁ ବସ୍ତି , ଚନ୍ଦନନଗର ବସ୍ତିରେ ମଧ୍ୟ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି। ଏଥିସହିତ ଆଜି ବ୍ରହ୍ମପୁର ସାତ୍ତ୍ୱିକ ସୋଲ୍!-->…
ଗଞ୍ଜାମ ଜିଲ୍ଲାରେ କିଶୋରୀମାନଙ୍କ ଦ୍ବାରା ବିଶ୍ବ ଋତୁସ୍ରାବ ଦିବସ ପାଳିତ
ବ୍ରହ୍ମପୁର : କିଶୋରୀମାନଙ୍କ ଦ୍ବାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ରହ୍ମପୁର ସହରରେ ମାସିକ ଋତୁସ୍ରାବ ସମ୍ବନ୍ଧିତ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସ ଉପରେ ଲଢେଇ ଆରମ୍ଭ ହୋଇଛି । ସେମାନେ ଗ୍ରାମାଞ୍ଚଳ ଓ ସହରର କିଶୋର , କିଶୋରୀ ଏବଂ ଯୁବକ , ଯୁବତୀ ମାନଙ୍କ ସହିତ ମାସିକ!-->…
କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି
ହିଞ୍ଜିଳିକାଟୁ ୨୭।୫ : ହିଞ୍ଜିଳିକାଟୁ ରେ ଶନିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆରଏମସି ଛକରେ ଥିବା ବିରାଟ୍ଟ କାକପୋଈ ଗଛ ପଡି ଏନ ହେଚ ୫୯ ରାସ୍ତା ଅବରୋଧ ହୋଇଥିଲା। । ଏଥି ସହିତ ହିଞ୍ଜିଳିକାଟୁ!-->…
କୋରୁକୋଣ୍ଡା ଉତ୍କଳ ସମ୍ବାଦିକ ସଙ୍ଘ କାର୍ଯ୍ୟ।ଳୟରେ ସମାଜ ସେବିଙ୍କ ଦ୍ୱାରା ଦୁଇ ଇନ୍ସପେକ୍ଟରଙ୍କୁ ବିଦାୟୀ…
କୋରୁକୋଣ୍ଡା,୨୭।୫ : ମାଲକାଗିରି ଜିଲ୍ଲାର ବରିଷ୍ଠ ଇନ୍ସପେକ୍ଟର ତଥା ମାଲକାନଗିରି ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ରାମ ପ୍ରାସାଦ ନାଗ ଏବଂ ଓର୍କେଲ ଥାନା ଅଧିକାରୀ ଜୋନ କୁଜୁରଙ୍କୁ କୋରୁକୋଣ୍ଡା ସମାଜ ସେବିଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ!-->!-->!-->…
ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି କାଉନସେଲିଂ ବାତିଲକୁ ନେଇ ଦାବୀପତ୍ର ପ୍ରଦାନ
ଫୁଲବାଣୀ : ଚଳିତମାସ ୨୩ ତାରିଖରେ ହେବାକୁ ଥିବା ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି କାଉନସିଲିଙ୍ଗ୍ ବାତିଲକୁ ନେଇ ପଦୋନ୍ନତି ପାଇବାକୁ ଯୋଗ୍ୟତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହାକୁ ପ୍ରତିବାଦ ସହିତ ଆସନ୍ତା ତା ୨୯-୦୫-୨୩ ରେ ଗଣଧାରଣା ଦେବା ସହିତ ପଦୋନ୍ନତି!-->…
ପାହାଡ଼ ଚଢ଼ି ଯାଇ ପାରୁ ନାହିଁ 5T : ପଦ୍ମପୁର ଗାଆଁରେ ଅପହଞ୍ଚ ବିକାଶ
ମାଲକାନଗିରି(୨୭/୦୫) : ସ୍ୱାଧୀନତାର ୭୫ବର୍ଷ ପରେ ଦେଶ ଯେତେବେଳେ ଆଜାଦୀର ଅମୃତ ମହୋତ୍ସବରେ ଉତ୍ସବ ମୁଖରିତ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୌଳିକ ସୁବିଧାରୁ କିଛି ଅଞ୍ଚଳ ବଞ୍ଚିତ ରହିବା ନିହାତି ଅବିଶ୍ବାସ ଯୋଗ୍ୟ ହେଲେ ସୁଦ୍ଧା ଅନେକ ସମୟରେ ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ତେବେ!-->…
ଗଡିଲା ବିଶ୍ବ ପରିବେଶ ରଥ
ଫୁଲବାଣୀ: ସ୍ବାତୀ ଓ ଆତ୍ମା, କନ୍ଧମାଳର ମିଳିତ ସହଯୋଗରେ ରାଇକିଆ ବ୍ଲକରେ ପରିଚାଳିତ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ବାରା ଆର୍ନ୍ତଜାତିୟ ମାଣ୍ଡିଆ ବର୍ଷ ଉପଲକ୍ଷେ, ଏକ ଭିନ୍ନ ଉପାୟରେ ବିଶ୍ଵ ପରିବେଶ ଦିବସକୁ ପାଳନ କରିବାର ଶୁଭାରମ୍ଭ କରାଯାଇଛି । ବିଶ୍ଵପରିବେଶର ମୁଖ୍ୟ ବିଷୟ ବସ୍ତୁ!-->…