Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପେସ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୦ୟୁନିଟ ରକ୍ତ ସଂଗୃହୀତ
ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ପେସ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ପକ୍ଷରୁ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପେସ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ର ୭ମ ବର୍ଷ ପୂର୍ତ୍ତି ଅବସରରେ!-->…
ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ ୧୦୮ ଆମ୍ବୁଲାନ୍ସ ସେବା
ଦାରିଙ୍ଗବାଡି( ୨୦/୦୫) : କନ୍ଧମାଳ ଜିଲ୍ଲାର ବୃହତମ ବ୍ଲକ ଭାବେ ଦାରିଙ୍ଗବାଡି ବ୍ଲକ ପରିଚିତ। ଏହି ବ୍ଲକ ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହାରି ମଧ୍ୟରେ ବ୍ରାହ୍ମଣୀଗାଁ ବ୍ଲକ ମହକୁମାର ଦ୍ୱିତୀୟ ବୃହତମ ବଜାର। ଏହି ଅଞ୍ଚଳ ବାସୀ ଦୀର୍ଘ ବର୍ଷ ହେବ ୧୦୮ଆମ୍ବୁଲାନ୍ସ ସେବା ଯୋଗାଇ!-->…
ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର:୧୨୧ ୟୁନିଟ ରକ୍ତ ସଂଗ୍ରହ…
ଛତ୍ରପୁର : ସବୁଠି ପ୍ରଚଣ୍ଡ ରୌଦ୍ରତାପ । ଖରା ପାଇଁ ରକ୍ତ ସଂଗ୍ରହରେ ହେଉଛି ସମସ୍ୟା । ଫଳରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ। ପ୍ରତିଦିନ ଏହି ଭଣ୍ଡାର ଉପରେ ନିର୍ଭର କରନ୍ତି ପ୍ରାୟ ହଜାରରୁ ଉର୍ଦ୍ଧ୍ବ ରୋଗୀ । ଥାଲାସେମିଆ, କର୍କଟ, ବୋନମ୍ୟାରୋ, ସାଧାରଣ ତଥା!-->!-->!-->…
କେନ୍ଦ୍ର ସଚିବଙ୍କ ହିଞ୍ଜିଳି ଗସ୍ତ:ଉନ୍ନୟନ ପ୍ରକଳ୍ପ ପର୍ଯ୍ୟବେକ୍ଷଣ…
ହିଞ୍ଜିଳିକାଟୁ,୨୦/୫/୨୦୨୩ :ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ଅଧିନ ପାନୀୟ ଜଳ ଓ ପରିମଳ ବିଭାଗୀୟ ସଚିବ ଭିନି ମହାଜନ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିବ୍ଲକ ଶାସନ ଆମ୍ବଗାଁରେ ପହଞ୍ଚିଥିଲେ।ସେଠାରେ ପଞ୍ଚାୟତବାସୀଙ୍କ ତରଫରୁ ସଚିବଙ୍କୁ ପୁଷ୍ପ ଅର୍ପଣ ସହ ଉପଢୌକନ ଦେଇ ଭବ୍ୟ!-->…
ଅଜଣା ବୃଦ୍ଧାଙ୍କ ଶବ ଉଦ୍ଧାର : ଅନାହାର ମୃତ୍ୟୁ କୁ ନେଇ ସନ୍ଦେହ…!!
ରାଏବଗା-(ବିରମିତ୍ରପୁର) :ଗତ କାଲି ବିଳମ୍ବିତ ରାତିରେ ରାଏବଗା ଥାନା ଅନ୍ତର୍ଗତ ବାଙ୍କିବାହାଲ ଗ୍ରାମରଫିଲମନ୍ ନାମକ ବ୍ଯକ୍ତିଙ୍କ ଘର ଆଗରେ ପଡିଥବା ଖଟ ଉପରେ ଜନୈକ ଏକ ବୃଦ୍ଧା ( ୮୦)ଙ୍କର ମୃତ ଶରୀରପଡିଥିବାର ଦେଖି ଘରମାଲିକ ଏବଂ ଗ୍ରାମର କିଛି ବ୍ଯକ୍ତି ରାଏବଗା ଥାନା କୁ ଖବର ଦେଇଥିଲେ ।!-->…
ଟୋପାଏ ଜଳ ପାଇଁ ଚିନ୍ତାରେ ଲୋକେ, ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣାରେ ବିତୁଛି ଜୀବନ
ମାଲକାନଗିରି (୧୯।୫) : ଗ୍ରୀଷ୍ମ ଋତୁ ଆସିଲେ ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ଉତ୍କଟ ରୂପ ନିଏ । ଅନେକ ସ୍ଥାନରେ ସରକାର ଜଳ କଷ୍ଟ ଦୂର କରିଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକେ କେବଳ ଗ୍ରୀଷ୍ମ ଋତୁ ନୁହେ ବରଂ ବର୍ଷ ତମାମ ଜଳ କଷ୍ଟ ଭୋଗୁଛନ୍ତି ।!-->…
ତୃଟିପୂର୍ଣ୍ଣ ଘୋଷଣାର ସଂଶୋଧନ ଏବଂ ସର୍ବନିମ୍ନ ମଜୁରୀବୃଦ୍ଧି ଦାବୀ ନେଇ ମଇ ୨୯ ରୁ ୩୧ ଯାଏଁ ପ୍ରତିବାଦ ଦିବସ ପାଳିବ…
ଭୁବନେଶ୍ୱର : “ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ”ର ରାଜ୍ୟ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗ୍ରହଣ କରାଯାଇଛି । ମୁଖ୍ୟତଃ ଗତ ମଇ ମାସ ୪ତାରିଖରେ!-->…
କନ୍ଧମାଳ : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍ ଅଭିଯୋଗ : ତଦନ୍ତ ଦାବୀ
ଫୁଲବାଣୀ // ବାଲିଗୁଡା : କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା। ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେହି ଘଟଣାର ତଦନ୍ତ!-->…
ଚିତ୍ରୋକୋଣ୍ଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ବସ ମଧ୍ୟରୁ ଫାୟରିଂ ହୋଇଥିବା ସୂଚନା…
ମାଓବାଦୀ ସନ୍ଦେହ ରେ ପୋଲିସ ପକ୍ଷରୁ ଖାନତଲାସୀ ଜାରି...
ଏ.ଏମ.ସି.ଏସ ମହାବିଦ୍ୟାଳୟରେ ପି.ଜି. ପାଠ୍ୟକ୍ରମ ଖୋଲିଲା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ 2023-2024ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପି, ଜି ପଢିବାପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି!-->…