Browsing Category

ଆଞ୍ଚଳିକ

ସନ୍ଦେହ ଘେରରେ ବେନାମି ଆସୁଥିବା ଡିଜେଲ ଟ୍ୟାଙ୍କର…

କାଶିପୁର : ରାୟଗଡା ଜିଲ୍ଲା ଟିକିରି ମୁଖ୍ୟରାସ୍ତାରେ  ଉତ୍କଳ ଆଲୁମିନା  କାରଖାନାକୁ ଦୈନିକ ୨ଗୋଟି ଟ୍ୟାଙ୍କର  କୌଣସି ତେଲ କମ୍ପାନୀର ଲୋଗ  ଯଥା IOCL,BPCL,HPCL ନ ଥାଇଗୋଟିଏ ଗାଡିରେ  ୧୨ ହଜାର ଲିଟର ଲେଖାଏଁ  ୨ଟି ଗାଡି ରେ ବେଆଇନ ଭାବେ ବିନା ଓ୍ବେ ବିଲ ଓ ବିନା ଚାଲାଣ ଏବଂ ବିପଦ…

ଜିଓ ନେଟୱର୍କ ସ୍ଥାପନ ପରେ ସାଂସଦଙ୍କୁ ଧନ୍ୟବାଦ ଦେଲେ ବଡ ଡୁରାଲ ଗ୍ରାମ ପଞ୍ଚାୟତ ବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ୍ ବ୍ଲକ ଅନ୍ତର୍ଗତ ବଡ ଦୁରାଲ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦସନ୍ଦି ଧରି କୌଣସି ନେଟୱର୍କ ସୁବିଧା ନଥିଲା । ପୂର୍ବରୁ ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିଲା । ବଡ ଦୁରାହେଲ ଗ୍ରାମ ପଞ୍ଚାୟତ ଅଞ୍ଚଳ ବାସି ନବରଙ୍ଗପୁର ସାଂସଦ ଙ୍କୁ ମୋବାଇଲ ଟାୱାର ପାଇଁ…

କୁଡୁମୁଲୁଗୁମ୍ମା ଭେଟେନାରୀ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ଅଭିଯୋଗ

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ଥିତ ଭେଟେରେନାରୀ ପରିସରରେ ହେଉଥିବା ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ କୁ ପରୋକ୍ଷରେ ସ୍ୱୀକାର କଲେ ଅଧିକାରୀ | ଏହି କାର୍ଯ୍ୟକୁ ଟେଣ୍ଡର ଜରିଆରେ ପାଇଥିବା ସ°ପୃକ୍ତ ଠିକାଦାର ନିଜେ…

ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଜାଗୁଆର ଏକାଡେମୀ ୯ ସ୍ବର୍ଣ୍ଣ ପଦକ ହାସଲ

ହିଞ୍ଜିଳିକାଟୁ (୧୫।୬) : ଜାଗୁଆର ଏକାଡେମୀ ଅଫ ମାର୍ସଲ ଆର୍ଟ୍ସ ଓ ସେଲ୍ଫ ଡିଫେନ୍ସ ର ୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ରାଜ୍ୟସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ୯ ସ୍ଵର୍ଣ୍ଣ ପଦକ ,୬ ସିଲଭର, ୧ ଵ୍ରୋଞ୍ ପଦକ ହାସଲ କରି ଗୌରବ ଅର୍ଜନ…

ମୋଟର ସାଇକେଲ ଓ ବଳଦ ଧକ୍କା, ଦୁଇ ଗୁରୁତର

ଦାରିଙ୍ଗବାଡି (୧୫/୦୬) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ତରଗାବାଲି ଗ୍ରାମର ଧମେନ୍ଦ୍ର ମାଝୀ (୨୪) ଓ ବିନୋଦ ମୁଠାମାଝୀ (୨୧) ଗତକାଲି ସନ୍ଧ୍ୟା ସମୟରେ ମୋଟର ସାଇକେଲ ରେ ନିଜ ଗାଁକୁ ଫେରୁ ଥିବା ବେଳେ ମୋହନା ଥାନା ଅଧିନସ୍ତ ଝିଲିକି ଗ୍ରାମ ନିକଟରେ ବଳଦ ଧକ୍କାରେ…

ବିଜେପି ପକ୍ଷରୁ ଗ୍ରୀଡ ସବ ଷ୍ଟେସନ ଘେରାଉ…

ଫୁଲବାଣୀ :ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ଵରେ ଡି ଆର ଡି ଏ ଛକ ସ୍ଥିତ ଗ୍ରୀଡ ସବ ଷ୍ଟେସନ ସମ୍ମୁଖରେ ହାତରେ ଲଣ୍ଠନ ଓ ବିଞ୍ଛଣା ଧରି ଘେରାଉ କରିଥିଲେ l ସମସ୍ତେ ଏକ ସ୍ଵରରେ ଟାଟାକୁ ନବୀନ ସରକାର ଙ୍କ ଅହେତୁକ ଅନୁକମ୍ପା କଣ…

ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳିତ

ଦାରିଙ୍ଗବାଡ଼ି (୧୪/୬) : ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଲୋକ କଳା ଦିବସ ପାଳନ ହୋଇଯାଇଛି। ବିଡ଼ିଓ ତଥା ଲୋକ କଳା ସଂଘର ସଭାପତି ଗଦାଧର ପାତ୍ରଙ୍କ ନେତୃତ୍ୱରେ ଉକ୍ତ ଦିବସ ପାଳନ ହୋଇଥିବା ବେଳେ ଏଥିରେ ବ୍ଲକ ଅଞ୍ଚଳରୁ ଶତାଧିକ କଳାକାର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ…

ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର

ବାଲିଗୁଡା : ବିଶ୍ୱ ରକ୍ତ ଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ବାଟାଲିୟନର ୧୧ ଜଣ ଅଧିକାରୀ ଓ ଜବାନ ସକ୍ରିୟ…

ମା କ୍ଷେତ୍ରବାସୀ ପୀଠ , ଚୁନିଦା, କଲେଇ ଗ୍ରା.ପ,ଭଦ୍ରକ ଠାରେ ପଞ୍ଚମ ବାର୍ଷିକ୨୦୨୩ ଆମ ଗାଁ ରଜ ମହୋତ୍ସବ ପାଳିତ…

ଭଦ୍ରକ : ତା ୧୪/୧୫/୧୬/୧୭ରିଖ ଚାରି ଦିନ ବ୍ୟାପି ଏହି ମହୋତ୍ସବ ପାଳନ କରାଯିବ ବୋଲି କମିଟିର ଗୌର ଗୋପାଳ ଜେନା, ନିତ୍ୟାନନ୍ଦ ବେହେରା, ବାବୁଲା ରାଉତ ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି l ଉଦଘାଟକ ଭାବେ ସରପଞ୍ଚ ନିରଞ୍ଜନ ମଲ୍ଲିକ, ମୁଖ୍ୟଅତିଥି ଭାବେ…

ବ୍ଲକସ୍ତରୀୟ ଲୋକକଳା ଦିବସ ପାଳନ…

ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଲୋକକଳା ଦିବସ ବୁଧବାର ପଂଚାୟତ ସମିତି ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଏହି ଉତ୍ସବ କୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର…