Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ଵ ନିକେତନ ଜରା ନିବାସରେ ମାତୃ ଦିବସ ପାଳିତ
ବ୍ରହ୍ମପୁର : ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ଗଞ୍ଜାମ ଶାଖା ପକ୍ଷ ରୁ ମହାନ୍ ସଙ୍ଘ ଦ୍ଵାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସରେ ଆଜି ମାତୃ ଦିବସ ପାଳିତ ହୋଇଯାଇଛି। ମାରୱାଡ଼ି ଯୁବ ସମ୍ମିଳନୀ ଶ୍ରୀ ରବି ଚୌଧୁରୀ ଙ୍କ ସାହୋଜୋଗରେ ସଭାନେତ୍ରୀ ସୀମା!-->…
ବିଏସଏନଏଲ କଷ୍ଟମର ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ
ବ୍ରହ୍ମପୁର : ବ୍ରହ୍ମାନଗର ପ୍ରଥମ ଲାଇନ ବିଏସଏନଏଲ କଷ୍ଟମର ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି।. ଏହି କାର୍ଯ୍ୟାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିଦ୍ୟୁତ ସର୍ଟ ସାର୍କ୍ରିଟ ଯୋଗୁଁ ଏଭଳୀ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିବା!-->…
ବ୍ରହ୍ମପୁର ପୁଲିସକୁ ସଫଳତା : ଏକ ନୂଆ ଲୁଟେରା ଗ୍ୟାଙ୍ଗକୁ ଧରିଲେ ପୋଲିସ
ବ୍ରହ୍ମପୁର : ଗତକିଛି ଦିନ ପୂର୍ବେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବୁଲେଟ ଓ ଆର ୱାନ ବାଇକ୍ ରେ 5/6 ଜଣ ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ସୁନା ଗହଣା, ଟଙ୍କା ଓ ମୋବାଇଲ ଲୁଟ କରିଥିଲେ କରୁଥିବା ଅଭିଯୋଗ ହୋଇଥିଲା।ଏ ନେଇ ଗୋସାଣୀନୂଆ ଗାଁଥାନା , ସଦର, ଗୋପାଳପୁର ଥାନା,!-->…
ମାଁ ତରାଦେବୀ ଠାକୁରାଣୀଙ୍କ ଯାତ୍ରା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ମାଁ ତରାଦେବୀଙ୍କ ତ୍ରୟ ବିଂଶତମ ଦ୍ଵିବାର୍ଷିକୀ ଯାତ୍ରା ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ।ଏଥିପାଇଁ ଯାତ୍ରା କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା!-->…
ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୨ ରେ ଆଜି ମାଲକାନଗିରି ବିଜୁ ଜନତା ଦଳ ତରଫରୁ କାଲିମେଳା ବ୍ଲକ ପ୍ରାଙ୍ଗଣରେ ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ତଥା ସାଧାରଣ ସମ୍ପାଦକ ଜିଲ୍ଲା ବିଜୁ ଜନତା ଦଳ ମାଲକାନଗିରି , କାଲିମେଳା ବ୍ଲକ ଜିଲ୍ଲା ପରିଷଦ!-->…
ସିମନବାଡ଼ିରେ ମାଓବାଦୀଙ୍କ ଉପସ୍ଥିତି ଜାହିର : ଲାଲ ବ୍ୟାନର ମାରି ୧୨ ଦଫା ଦାବି ନେଇ ୧୫ ରେ ବନ୍ଦ ଡାକରା
ଦାରିଙ୍ଗବାଡି (୧୪/୫): ପୁଣି ଉପସ୍ଥିତି ଜାହିର କଲେ ସିପିଆଇ ପୂର୍ବ ଜୋନାଲ ବ୍ୟୁର ମାଓବାଦୀ । ଦାରିଙ୍ଗବାଡି ଥାନା ଅଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ର ଟୋଲଗେଟ୍ ଓ ବୁଡ଼ାଗୁଡ଼ା ଛକ ଠାରେ ଲାଲ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ବ୍ୟାନର!-->!-->!-->…
ମହାନ୍ ସଙ୍ଘ ପକ୍ଷରୁ ଆର୍ଥିକ ଅନଗ୍ରସର କନ୍ୟା ବିବାହ ସହ ଏକାଧିକ ଜନହିତକର କାର୍ଯ୍ୟ
ବ୍ରହ୍ମପୁର (୧୩/୦୫) : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ୍ ସଙ୍ଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ଦୀର୍ଘ ୩୮ ବର୍ଷ ଧରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ ଜନହିତକର ସେବା, କ୍ରୀଡ଼ା, ସାଂସ୍କୃତିକ, ଶିଶୁ ମହିଳା କଲ୍ୟାଣ,ଜନ ଜାଗରଣ, ଜରା ନିବାସ,!-->…
ମାଲକାନଗିରିରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ମାଲକାନଗିରି(୧୩।୫) : ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଅଜନ୍ତା ଷଡଙ୍ଗୀ ତତ୍ତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅଦାଲତରେ!-->…
ସୁଧାକୋଣ୍ଡା ଜଙ୍ଗଲରେ ମାଓ ସାମଗ୍ରୀ ଜବତ କରିବା ସହ ଗୋଟିଏ ବୋମାକୁ ନିଷ୍କ୍ରିୟ କଲେ ବିଏସଏଫ
ମାଲକାନଗିରି, (୧୩।୫) : ମାଲକାନଗିରି ଜିଲ୍ଲା ସୁଧାକୋଣ୍ଡା ଗ୍ରାମ ନିକଟ ବିଏସଏଫ ପକ୍ଷରୁ ଜଙ୍ଗଲରେ ସର୍ଚ ଅପରେସନ ବେଳେ ଯବାନଙ୍କ ଦ୍ଵାରା ଗୋଟିଏ ଜୀବନ୍ତ ବୋମା ଜବତ କରି ଏହାକୁ ନିଷ୍କ୍ରିୟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୧୪୨ ବାଟାଲିଆନ ବିଏସଏଫ ଯବାନଙ୍କ ପକ୍ଷରୁ ସୁଧାକୋଣ୍ଡା!-->…
ସିବିଏସ୍ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଦିତ୍ୟ ବିର୍ଲ୍ଲା ସ୍କୁଲର ଅଭୂତପୂର୍ବ ସଫଳତା
କାଶିପୁର (୧୩/୦୫) : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରମାଗତ ସପ୍ତମ ବର୍ଷ ନିମନ୍ତେ ଶତପ୍ରତିଶତ ସଫଳତା ହାସଲ କରି ସମଗ୍ର!-->…