Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶିକ୍ଷକ ସଂଘ ଉପସଭାପତି ଶ୍ରୀ ରଞ୍ଜିତ ନାୟକ ଙ୍କୁ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା…
ମାଲକାନଗିରି, ତା: ୧୦/୫/୨୩, ଆଜି ମାଲକାନଗିରି ଜିଲ୍ଲା ସ୍ଥିତ ମୁଖ୍ୟ ବସଷ୍ଟାଣ୍ଡ ଠାରେ ନବ ନିର୍ବାଚିତ ରାଜ୍ୟ ଶିକ୍ଷକ ସଂଘ ଉପସଭାପତି ଶ୍ରୀ ରଞ୍ଜିତ ନାୟକ ଙ୍କୁ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଛି l ପୂର୍ବରୁ ଲଗାତାର ୭ ବର୍ଷ ଧରି!-->!-->!-->…
୧୭ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା : ବିରାଟ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ କଲେ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା' ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା!-->…
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିହାତି ଆବଶ୍ୟକ
ଫୁଲବାଣୀ : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ନିଶ୍ଚିତ ଭାବେ ବିପର୍ଯ୍ୟୟ ପ୍ରଶମନ ଦିଗରେ ସହାୟକ ହେବ!-->…
ବ୍ରହ୍ମପୁର ରକ୍ତଭଣ୍ଡାରକୁ ମୋବାଇଲ ଭ୍ୟାନ ପ୍ରଦାନ କଲା ଆଇସିଆଇସିଆଇ ବ୍ୟାଙ୍କ
ବ୍ରହ୍ମପୁର : ଆଇ ସି ଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ କରିବା ପାଇଁ ଏକ ମୋବାଇଲ ଭ୍ୟାନ ଏମକେସିଜି ମେଡ଼ିକାଲ କୁ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପିଡ଼ି ଡିଆରଡିଏ ଭି. କୀର୍ତ୍ତି ଭାସନ ଯୋଗଦେଇ ଏହାର ଶୁଭାରମ୍ଭବ କରିଥିଲେ।ସଂମ୍ମାନୀତ ଅତିଥିଭାବେ!-->…
ଲାଞ୍ଜିପଲ୍ଲୀର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ମାଁ ତରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା
ବ୍ରହ୍ମପୁର : ସୋମବାର ମଧ୍ୟରାତ୍ରୀରେ ଲାଞ୍ଜିପଲ୍ଲୀ ର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ମାଁ ତରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା, ଆରମ୍ଭ ହୋଇଯାଇଛି। ମଧ୍ୟ ରାତ୍ରିରେ ଅସ୍ଥାୟୀ ମଣ୍ଡପ ନିକଟରେ ଥିବା ଦେଶିବେହେରା କୁନା ସାବତଙ୍କ ଘରୁ ମାଁ ଙ୍କୁ ନିମନ୍ତ୍ରଣ ନିମନ୍ତେ ବିରାଟ!-->…
ମତୁଆ ସମାଜର ବିଶେଷ ବୈଠକ
ରାଇଘର (୦୯/୦୫) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ଶ୍ରୀ ଶ୍ରୀ ହରିଚାନ୍ଦ ଗୁରୁଚାନ୍ଦ ସଂଘ ର ସଭାପତି ଅରୁଣ କୁମାର ସରକାର ଓ ନିଖିଲ ଚନ୍ଦ୍ର ମଣ୍ଡଳ ଙ୍କ ଆହ୍ବାନ କ୍ରମରେ ଶ୍ରୀ ଶ୍ରୀ ହରିଚାନ୍ଦ ମନ୍ଦିର ପ୍ରାଙ୍ଗନରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲାସ୍ତରୀୟ!-->…
ପ୍ରେକଡସାହି ସରୁକୁଇ ନାଳ ଉପରେ ପୋଲ ନିର୍ମାଣ ନିମନ୍ତେ ଅନୁରୋଧ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିବା ସହିତ ଜିଲ୍ଲାର ଆଦିବାସୀ ଙ୍କ ଉନ୍ନତି ପାଇଁ ।.T.D.A, K.K.D.A., S.D.C. ପରି ବଭିନ୍ନ ବିଭାଗ ନିୟୋଜନ କରିଅଛନ୍ତି କିନ୍ତୁ ଆଦିବାସୀ ଓ ଆଦିବାସୀ ଗାଁ ଗୁଡିକର ବିକାଶ ତ ଦୂରର କଥା ସେମାନଙ୍କ ଗାଁକୁ!-->…
ଜାତୀୟ ଲୋକନୃତ୍ୟ ଉତ୍ସବରେ ଶିଶୁନୃତ୍ୟ ଶିଳ୍ପୀ ଆଦ୍ୟଶ୍ରୀ ସାବତ ସମ୍ବର୍ଦ୍ଧିତ
ବ୍ରହ୍ମପୁର (୯/୫) : ଭୁନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଲୋକ ନୃତ୍ୟ ଉତ୍ସବ ୨୦୨୩ ଦ୍ଵିତୀୟ ଦିବସରେ ମାନ୍ୟବର ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଅଶ୍ୱିନ ପାତ୍ର, ସାଂସଦ ଶ୍ରୀ ଅରୁପ ପଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ!-->!-->!-->…
ଥମିବାର ନା ନେଉନି କାଶିପୁର ବ୍ଳକରେ ଜନନୀ ଯନ୍ତ୍ରଣା…
କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଏକ ଆଦିବାସୀ ବହୂଳ ଅଞ୍ଚଳ ଥିବା ବେଳେ ଏହି ଅଞ୍ଚଳ ର ଲୋକମାନେ ବିଭିନ୍ନ ସମୟରେ ବିଭିନ ସମସ୍ୟା ଘେରରେ ରହିଆସୁଛନ୍ତି | ତେବେ କାଶିପୁର ବ୍ଲକ ଗୋଟିଏ ଏମିତି ଅଞ୍ଚଳ ଯାହାର ନାମ କହିଲେ ଜଗତ ଜାଣେ । କେତେ ବେଳେ ଜାଡା ବାତୀ ତ ଆଉ କେତେ ବେଳେ!-->…
ଡୁଡୁକାବାହାଲରେ ମହୁମାଛୀ ଆକ୍ରମଣରେ ୩୦ରୁ ଅଧିକ ଆହତ
କାଶିପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଡୁଡୁକାବାହାଲ ଗ୍ରାମରେ ୯ଦିନ ଧରି ଚାଲିଥିବା ଠାକୁରାଣୀ ଯାତ୍ରା ବିସର୍ଜନ ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ହୋଇଥିବା ଏହି ବ୍ୟକ୍ତିମାନଙ୍କୁ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି!-->…