Browsing Category

ଆଞ୍ଚଳିକ

ଜିଲ୍ଲାର ୧୫୮ ଜଣ ସଂଗଠିତ ଶ୍ରମିକଙ୍କୁ ୫୬ ଲକ୍ଷ ୫୩ ହଜାର ୬୦୦ ଟଙ୍କାର ଅର୍ଥ ରାଶି ସହାୟତା ପ୍ରଦାନ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ମାଲକାନଗିରି, (୦୧/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ପୌର ପରିଷଦ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ…

ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଦାରିଙ୍ଗବାଡ଼ି,୧/୫ : ଦାରିଙ୍ଗବାଡ଼ିରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମିତି ସଭାଗୃହରେ ପାଳନ କରାଯାଇଛି । ଏଥିରେ ବ୍ଳକର ବିଭିନ୍ନ ପଞ୍ଚାୟତର ଶ୍ରମିକ, ବୁଦ୍ଧିଜୀବୀ ଓ ଶ୍ରମିକଙ୍କ ବିକାଶ ନେଇ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମଚାରୀ ଉପସ୍ଥିତ ଥିଲେ । ବିଡିଓ…

ବିଶ୍ୱ ଶ୍ରମିକ ଦିବସ ପାଳନ କଲେ ଗଞ୍ଜାମ ଜିଲ୍ଲା ପ୍ଲମ୍ବର ୱାର୍କ ମେନ ଆସୋସିଏସନ

ବ୍ରହ୍ମପୁର : ସ୍ଥାନୀୟ ଗେଟ ବଜ଼ାର ଏନଜିଓ ହଲ ଠାରେ ଗଞ୍ଜାମ ଜିଲ୍ଲାର ପ୍ଲମ୍ବର ୱାକମେନ ଆସୋସିଏସନ ସଭାପତି ଶ୍ରୀ ସୁବାଷ ଦାସଙ୍କ ଅଧକ୍ଷତାରେ ବିଶ୍ୱ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗଦେଇ ପ୍ରଦୀପ…

ନ୍ୟାୟ ଦାବୀ ନେଇ ଆସିଥିବା ଛତିଶଗଡ଼ର ଶତାଧିକ ଲୋକଙ୍କୁ ରାଇଘରଠାରେ ଅଟକାଇଲା ପୋଲିସ

ଉମରକୋଟ (୦୧/୦୫) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଭିମୁଖେ ଛତିଶଗଡ଼ରୁ ଆଜି ଶତାଧିକ ଲୋକ ୫୭ ଟି ଵଲେରୋ, ପିକଆପ ଓ ଟ୍ରାକ୍ଟର ରେ ଆସିବା ବାଟରେ ରାଇଘରଠୁ ପ୍ରାୟ ତିନି କିଲୋମିଟର ଦୂରେର ରାଇଘର ପୋଲିସ ବିଭାଗ ଦ୍ଵାରା ସେମାନଙ୍କୁ ଅଟକାଯାଇଥିଲା | ସୂଚନା ପ୍ରକାରେ ଗତମାସ ୨୬ ତାରିଖରେ…

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ବିଜୁଜନତା ଦଳ କାଉନସିଲରଙ୍କ ତରଫରୁ ମାସ୍କ ବଣ୍ଟନ

ହିଞ୍ଜିଳିକାଟୁ (୧।୫): ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି କାଉନସିଲର ଙ୍କ ଦ୍ୱାରା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ କର୍ମଚାରୀ ,ରୋଗୀ ଓ ସମ୍ପର୍କୀୟ ଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। କୋଭିଡ-୧୯ର ତୃତୀୟ ଲହରକୁ ଆଖି ଆଗରେ ରଖି ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ…

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ପକ୍ଷରୁ ୧୩୮ତମ ମଇ ଦିବସ

ଆସିକା (୦୧/୦୫) : ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆସିକା ବିଜୁ ପଟ୍ଟନାୟକ ଛକରେ ବିଶ୍ବ ଶ୍ରମିକ ଦିବସପାଳନ କରାଯାଇଛି । ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ କମିଟି ସଦସ୍ୟା ତଥା ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଗଞ୍ଜାମ ଜିଲ୍ଲା ସମ୍ପାଦକ…

ମା କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ

ହିଞ୍ଜିଳିକାଟୁ (୧।୫) : ହିଞ୍ଜିଳିକାଟୁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ତରଫରୂ ସୋମବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ହିଞ୍ଜିଳିକାଟୁ ତରାତରାରିଣୀ ରୋଡ ଉପ୍ରା ଵାଳକ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ସଂଘର ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ଵିଚିତ୍ର ମୁନି ଙ୍କ…

ଚଳିତ ମାସ ୪ ତାରିଖରୁ ବ୍ରହ୍ମପୁରରେ ୧୫ତମ ରାଜ୍ୟସ୍ତରୀୟ ଓ ୨ୟ ଶିଶୁ ନାଟକ ମହୋତ୍ସବ

ବ୍ରହ୍ମପୁର : ଚଳିତ ମେ ମାସ ୪ ତାରିଖରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ୧୫ତମ ରାଜ୍ୟସ୍ତରୀୟ ଏବଂ ୨ୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଥିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ନାଟକ ସମାରୋହର ସଭାପତି ଅନିଲ କୁମାର…

ଚୋରି ବାଇକ ସହ ଜଣେ ଗିରଫ…

ହିଞ୍ଜିଳିକାଟୁ (୧।୫) : ହିଞ୍ଜିଳିକାଟୁ ଟିଭିଏସ ସୋରୁମ ଆଗରୁ ଏପ୍ରିଲ ୨୯ ତାରିଖରେ ଏକ ଆପାଚି ବାଇକ ଚୋରି ହୋଇଥିଲା। ଏନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ଚୋରି ବାଇକ ଜବତ କରିଛି। ଗିରଫ ଜଣକ ହେଲେ କନ୍ଧମାଳ ଚକାପାଦ ଅଞ୍ଚଳର ଉତ୍ତମ…

ନଟରାଜ କଳାମନ୍ଦିର ପକ୍ଷରୁ ବିଶ୍ଵ ନୃତ୍ୟ ଦିବସ ପାଳିତ

ଫୁଲବାଣୀ : ବିଶ୍ଵ ନୃତ୍ୟ ଦିବସ ୨୦୨୩ ଅବସରରେ ସ୍ଥାନୀୟ ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା "ନଟରାଜ ନୃତ୍ୟ ସଙ୍ଗୀତ ଉତ୍ସବ ୨୦୨୩" ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ରଦନ ମଲ୍ଲିକ ମୁଖ୍ୟ…