Browsing Category

ଆଞ୍ଚଳିକ

ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ପାଠ ପଢାଇଲେ ସାଂସଦ ଡଃ ସାମନ୍ତ

ଫୁଲବାଣୀ : ତିନି ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ସାଂସଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ l ଫୁଲବାଣୀ ଠାରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଲେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ତାଙ୍କ ସହ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ…

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରବି ନାରାୟଣ ବେହେରାଙ୍କ ଅତିରିକ୍ତ ଦାୟିତ୍ବ ଗ୍ରହଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା…

ଗଞ୍ଜାମରେ ପୁଣି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଛତ୍ରପୁର : ଗଞ୍ଜାମ ଜିଲାବାସୀଙ୍କୁ ପୁଣିଥରେ କରୋନା ଭୟ ଘାରିଛି। ଦୀର୍ଘଦିନ ପରେ ମଙ୍ଗଳବାର ଜିଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର ଜିଲାରେ ପ୍ରଥମ ପଜିଟିଭ୍‌ ବୋଲି କୁହାଯାଉଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ତାଙ୍କର ସାମାନ୍ୟ ଲକ୍ଷଣ…

ଅସଞ୍ଜତ ଅବସ୍ଥାରେ ପ୍ରେମିକ ସହ ଧରାପଡ଼ି ବିବାହିତ ମହିଳା : ସ୍ୱାମୀ ଓ ସାହି ବାସିନ୍ଦା କରାଇଲେ ବାହା ଘର…

କୁଆଁରମୁଣ୍ଡା- କୁଆଁରମୁଣ୍ଡା ବ୍ଳକ ପଦ୍ମପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ପଦ୍ମପୁୁର କିସାନଟୋଲିର ଅନୀତା କିସାନ 20 ବିନୋଦ କିସାନ 24କୁଁ ବିବାହ କରିଥିଲେ । ଗତ କାଲି ବିନୋଦ ଘରେ ନଥିଲା ସମୟରେ ଅନୀତାଙ୍କ ପ୍ରେମିକ ରତନ ଖଡିଆ22 କୁଆଁରମୁଣ୍ଡା ବାସିନ୍ଦା ବିନୋଦ କିସାନ ଙ୍କ…

ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲା ପୁଅ…

ମାଲକାନଗିରି : ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲେ ପୁଅ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ୍ଭି ୨୬ ଗ୍ରାମରେ। ବାପାଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ କୁ ବିଶ୍ୱାସ କରିପାରୁନାହିଁ ପୁଅ । ପୁଅଙ୍କ କହିବା ଅନୁଯାୟୀ ବାପା…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ : ନିଘୋଡ଼ ନିଦରେ ଜିଲ୍ଲା ଶ୍ରମ ଅଧିକାରୀ…!

କୁଆଁରମୁଣ୍ଡା-ରାଜ୍ଯର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଭାବେ ସୁନ୍ଦରଗଡ ଜିଲ୍ଲା ଅନ୍ୟତମ।ମୁଖ୍ୟତଃ କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହର ରାଜ୍ୟକୁ ନିୟମିତ ଶ୍ରମିକ ମାନେ ଦେଖିବାକୁ ମିଳୁଛି l ସରକାର ବିଭିନ୍ନ ଯୋଜନା କରି ଶ୍ରମିକ ମାନଙ୍କୁ କମାଧନ୍ଦା ଯୋଗାଇ ଆସିଥାନ୍ତି କିନ୍ତୁ ଠିକାଦାର ମାନେ…

ଉପନିର୍ବାଚନ ପୂର୍ବରୁ ରାଜନୈତିକ ଵିଵାଦ,ପିତଳ ସରପଞ୍ଚଙ୍କୁ ଆକ୍ରମଣ : ଥାନାରେ ମାମଲା

ହିଞ୍ଜିଳିକାଟୁ (୧୧ା୨): ଶେରଗଡ଼ ବ୍ଳକ ତଥା ହିଞ୍ଜିଳି ଥାନା ପିତଳରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଦେଖାଦେଇଛି । ପିତଳ ସରପଂଚ ରାମ ରାଘବ ପାତ୍ରଙ୍କ ଉପରେ ତାଙ୍କର ପ୍ରତିପକ୍ଷ ୨ଜଣ ଆକ୍ରମଣ କରି ଜୀବନରେ ମାରିଦେବା ଭଳି ଧମକ ଦେଇଥିବା ପାତ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି ।…

ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି : ସାଂସଦ ଡଃ ଅଚ୍ୟୁତ ସାମନ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ମାନନୀୟ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ତୃତୀୟ ଦିଶା) ବୈଠକରେ କହିଥିଲେ ।ସାଂସଦ…

କନ୍ଧମାଳ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଜନ ପ୍ରତିନିଧିମାନେ ଶାନ୍ତି ଶୃଙ୍ଖଳାର ସହିତ ଅଭିଯୋଗ ତଥା ସେମାନଙ୍କ…

ନ୍ୟାୟନିଷ୍ଠ ଓ ସ୍ଥାୟୀ ସମାଜ ଗଠନ ଉପରେ ଜାତୀୟ ଆଲୋଚନାଚକ୍ର

ଫୁଲବାଣୀ: ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ବ୍ୟାପୀ କିଟ୍ ବିଶ୍ୱ ବିଦ୍ୟାଳୟରେ ୟୁଥ-୨୦ କନ୍‌ସଲଟେଟିଭ୍ ସମ୍ମିଳନୀ ଆୟୋଜନ ହେଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଉପରେ ଜାତୀୟସ୍ତରର ଆଲୋଚନାଚକ୍ରମାନ ଅନୁଷ୍ଠିତ…