Browsing Category

ଆଞ୍ଚଳିକ

ସିରିଏଲ ଚୋରି ଓ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ…

ବ୍ରହ୍ମପୁର : ନିମଖଣ୍ଡି ଥାନା ଏବଂ ସଦର ଥାନା ଅଞ୍ଚଳରେ ହୋଇଥିବା ସିରିଆଲ ଚୋରି ଓ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିମଖଣ୍ଡି ଥାନା ପୋଲିସ । ନିମଖଣ୍ଡି ଥାନା ରେ ହୋଇଥିବା ପାଞ୍ଚଟି ଚୋରି ଘଟଣା ଏବଂ ସଦର ଥାନା ରେ ହୋଇଥିବା ଗୋଟିଏ ଚୋରି ଘଟଣାରେ ପୋଲିସ…

ତୋଫାନ ଗୌଡ଼ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବ୍ରହ୍ମପୁର ଏସପିଙ୍କୁ ଗୁହାରି

କେ.ନୂଆଗାଁ : କେ. ନୂଆଁଗାଁ ଥାନା ଅନ୍ତର୍ଗତ ଏସ. ଟିକରପଡ଼ା ଗ୍ରାମରେ ଗତ ମାର୍ଚ୍ଚ୨୪ତାରିଖରେ ହୋଇଥିବା ତୋଫାନ ଗୌଡ଼ ହତ୍ୟାକାଣ୍ଡ ର ଅନ୍ୟମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫକରି ନ୍ୟାୟ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ଏସପି ସର୍ବଣା ବିବେକଙ୍କୁ ଗୁହାରି କରିଛନ୍ତି ପରିବାରବର୍ଗ ଓ…

ପି. ରାଜେଶ ରାଓଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଗିରଫ

ବ୍ରହ୍ମପୁର : ଗତ ମାର୍ଚ୍ଚ୨୭ ତାରିଖରେ ପଞ୍ଚୁଦେଉଲ ସାହିର ପି. ରାଜେଶ ରାଓ ଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାରେ ବଡବଜାର ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ତାଙ୍କ ମାଁ ଇନ୍ଦିରା ରାଓ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାକୁ…

ଏନୱାଇକେ ପକ୍ଷରୁ ବର୍ଷା ଜଳ ଚିତ୍ରାଙ୍କନ ପ୍ରତିଯୋଗୀତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପୋଲିସ୍ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବର୍ଷା ଜଳ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କlଯ୍ୟକର୍ମ କୁ ମୂଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲ ଫୁଲବାଣୀର ପ୍ରଧାନ ଶିକ୍ଷକ…

ପଦ୍ମଗିରି ଗ୍ରାମରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି : ଘଟଣାକୁ ଦୁଇଦିନ ବିତିଲା, ଖୋଲା ଆକାଶ ତଳେ ବିତୁଛି ଜୀବନ…

ମାଲକାନଗିରି,(୩।୪) ଦୁଇ ଦିନ ପୂର୍ବେ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଓ ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା । ପ୍ରବଳ ପବନ ଓ ବର୍ଷା ଯୋଗୁଁ ପଦ୍ମଗିରି ସମେତ ଏମ୍ ଭି ୧୦୧, ପଦ୍ମଗିରି ତଳସାହି, ମଝିସାହି, ଡଙ୍ଗରଗୁଡା, ଏମ୍ ଭି ୮୪ ଗାଁରେ ଅନେକ ଘରର ଟିଣ ଉଡିଯିବା…

ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ଆଳରେ ଆଦିବାସୀଙ୍କୁ ଜମି ଓ ଜୀବିକାରୁ ବେଦଖଲକୁ ବିରୋଧ

ବ୍ରହ୍ମପୁର : ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ଆଳରେ ଚକୁଣ୍ଡା ପଲ୍ଲୀ ଓ ବାଲିପାଟ ମୌଜାରେ ରହି ଆସୁଥିବା ଆଦିବାସୀଙ୍କୁ ଜମି ଓ ଜୀବିକରୁ ବେଦଖଲ କରିବାକୁ ବିରୋଧ କରି ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ନେତୃତ୍ୱରେ ବହୁ ଆଦିବାସୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ…

ଚମକିଲେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ନିକୁ, ଜିତିଲେ ୨ ସ୍ବର୍ଣ୍ଣ, ହିଞ୍ଜିଳିକାଟୁ ରେ ଭଵ୍ୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (୩।୪) : ହରିୟାଣାରେ ଚମକିଲେ ନିକୁ । ହରିୟାଣା ର କର୍ନାଲ ଷ୍ଟାଡିୟମ ଠାରେ ଜାତୀୟ ହରିୟାଣାର କର୍ନାଲ ଠାରେ ଆୟୋଜିତ ଜାତୀୟ ହ୍ବିଲ ଚେୟାର ଅଶି ଚାଳନା ରେ ପ୍ରତିଯୋଗିତା ଭାଗ ନେଇ ଦୁଇ ଗୋଟି ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ସେଥିରେ…

ଟିଡିସିସି ଉପାଧ୍ୟକ୍ଷ ହେଲେ କନ୍ଧମାଳର ଦିଲ୍ଲୀପ

ଫୁଲବାଣୀ (୩/୪) : ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ନିର୍ବାଚନରେ କନ୍ଧମାଳର ଦିଲ୍ଲୀପ ପ୍ରଧାନ…

ଅତ୍ୟାବଶ୍ୟକ ଔଷଧର ବର୍ଦ୍ଧିତ ଦର ପ୍ରତ୍ୟାହାର ସମେତ ଦଶ ଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର : ଦେଶରେ ଉତ୍କଟ ଦରିଦ୍ରତା ଓ ଅଭାବ ଜନିତ ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ନିଆନଯାଇ ବରଂ ନିତ୍ୟବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି କରାଯାଉଛି l ଏହି ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧି ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା…

ୟୁରୋ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଓ ମ୍ୟାଗାଜିନ ‘ଇନ୍ସପେରିୟା’ ଉନ୍ମୋଚିତ…

ଛତ୍ରପୁର : ଆନ୍ତର୍ଜାତିକସ୍ତରରେ ସ୍ୱୀକୃତପ୍ରାପ୍ତ ‘ୟୁରୋ ସ୍କୁଲ’ ଛତ୍ରପୁରର ଚତୁର୍ଥ ବାର୍ଷିକ ଉତ୍ସବ ଓ ଆଭାସ କାର୍ଯ୍ୟକ୍ରମ ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା…