Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ : ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ
୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ
ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ
ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇ ସ୍କୁଲ୍ ର ରୂପାନ୍ତର ହେବ - ମୁଖ୍ୟମନ୍ତ୍ରୀ
ଭୁଵନେଶ୍ବର//ବ୍ରହ୍ମପୁର!-->!-->!-->!-->!-->!-->!-->!-->!-->!-->!-->…
ବେଆଇନ ବର୍ଦ୍ଧିତ ଘର ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ ସମସ୍ତ କର୍ପୋରେଟରଙ୍କୁ ନିବେଦନ କଲା ମାନବ ଅଧିକାର ସୁରକ୍ଷା…
ବ୍ରହ୍ମପୁର : ବେଆଇନ ବର୍ଦ୍ଧିତ ଘର ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ କମିଶନର, ମେୟରଙ୍କ ପରେ ସ୍ଥାନୀୟ ସମସ୍ତ କର୍ପୋରେଟରଙ୍କୁ ନିବେଦନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଗତ କୋଭିଡ ମହାମାରୀବେଳେ ଜୀବନ ମରଣର ତାଣ୍ଡବ ଚାଲିଥିବାବେଳେ ଜନତାଙ୍କ ମଧ୍ୟରେ ଏକ ପ୍ରକାର ଭୟାନକ!-->…
୩୨୬ ଜାତୀୟ ରାଜପଥରେ ଦୁର୍ଘଟଣା ରେ ଦୁଇ ମୃତ…
ମାଲକାନଗିରି : କାଲିମେଳା ୩୨୬ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଂକ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ସିଜି୦୪ ଏଲ ଏଲ ୧୩୪୧ ନଂ ହୋଣ୍ଡା ବ୍ରିଓ ଗାଡିଟି କାଲିମେଳା ରୁ ମାଲକାନଗିରି ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ହିରୋ ମୋଟର ସାଇକେଲ ନଂ ଓଡ଼ି ୩୦!-->!-->!-->…
ହିଞ୍ଜିଳି ରେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ କଲେ ୧୯୫୨,୮୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ : ହିଞ୍ଜିଳି ଆସି ମୁଁ ଵହୁତ…
ହିଞ୍ଜିଳିକାଟୁ ୨୬।୩ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ମେଘମାଳ ପଡିଆ ସଭାସ୍ଥଳରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ଓ ପୌରପାଳିକା ର!-->…
ଅଧା ରହିଗଲା ପୋଲିସ ହେବାର ସ୍ୱପ୍ନ
ଛତ୍ରପୁର : ପିଲାଟି ଦିନରୁ ଇଚ୍ଛା ଥିଲା ସୈନିକ ହେବେ କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ସୈନିକ ପାଇଁ ମନୋନୀତ ହୋଇପାରିନଥିଲେ । ଫଳରେ ଶେଷରେ ପୋଲିସ ହେବାକୁ ମନ ବଳାଇ ଥିଲେ । କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା ,ଆଉ ପୋଲିସ ହେବା ପାଇଁ ଶାରୀରିକ ପରୀକ୍ଷା ଦେବା ସମୟରେ ଅସୁସ୍ଥ ହୋଇ!-->…
ଗଞ୍ଜାମ ଓକିଲ ସଂଘ ନିର୍ବାଚନ :ସଭାପତି ଭାବେ ମିନତୀ ରଥ ବିଜୟୀ
ବ୍ରହ୍ମପୁର : ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ସକାଳ ଆଠଟା ଠାରୁ ମତଦାଵ ଆରମ୍ଭ ହୋଇଥିଲା।ଏଥିପାଇଁ ଅତିରିକ୍ତ ୩୦ ଜଣ ନିର୍ବାଚନ ଅଧିକାରୀ ନିୟୋଜିତ ରହିଥିଲେ। ଆଇନଜୀବୀ ମାନେ ନିଜ ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ।ସକାଳୁ ସକାଳୁ ସଙ୍ଘ!-->…
କନ୍ଧମାଳ ଜିଲ୍ଲାରୁ ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀଯାଇ ଧାରଣା ଦେଲେ ଗାନ୍ଧୀମାର୍ଗରେ
ଫୁଲବାଣୀ :- ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର 30ଗୋଟି ଜ଼ିଲ୍ଲାରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ନିଜ ନିଜ ଜ଼ିଲ୍ଲାରୁ ବାହାରି ହାରାହାରି 70000 ରୂ 75000 ହାଜର ଆଉଟସୋର୍ସିଙ୍ଗ କର୍ମଚାରୀ ଆଜି ସଖାଳୁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ!-->…
ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର 2023-24 ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ବନ୍ଦୀ!-->…
ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଣି ସମସ୍ୟା…
ଦାରିଙ୍ଗବାଡ଼ି,୨୫/୩ : ଦାରିଙ୍ଗବାଡ଼ି ବ୍ଳକ ମହକୁମା ଠାରେ ରହିଥିବା ଅନୁସୂଚିତ ଜନଜାତି ଓ ଜାତିର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ଛାତ୍ରୀ ମାନେ ପାଣି ସମସ୍ୟାରେ ରହି ଆସୁଥିବା ଅଭିଯୋଗ ହେଉଛି। ଏହି ଛାତ୍ରୀ ନିବାସରେ ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଯାଏ ଅଧ୍ୟୟନ!-->!-->!-->…
ଜିଲ୍ଲା ପାଣସମାଜର ନିର୍ବାଚନକୁ ନେଇ ତେଜୁଛି ଅସନ୍ତୋଷ : ନିର୍ବାଚନକୁ ଅସିଦ୍ଧି ଘୋଷଣା ପାଇଁ ଦାବୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଜୁପଟନାୟକ କଲ୍ୟାଣ ମଣ୍ଡପରେ ଗତ ତା,୧୯/୦୩ ରିଖ ରବିବାର ଦିନ ବହୁ ବାଦ ବିବାଦ ପରେ ବହୁ ପ୍ରତିକ୍ଷୀତ " ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି " ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ନିର୍ବାଚନକୁ ନେଇ ଆଗରୁ କଳ୍ପନା ଜଳ୍ପନା!-->…