Browsing Category

ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ତାଲିମ କାର୍ଯ୍ୟକ୍ରମ…

ଛତ୍ରପୁର : ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପକ୍ଷରୁ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାରେ ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୪୭ଜଣ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ…

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମଗସ୍ତ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା…

ଛତ୍ରପୁର : ମୁଖ୍ୟମନ୍ତ୍ରୀ ଙ୍କ ଦିନିକିଆ ଗଞ୍ଜାମଗସ୍ତନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନି-ଷ୍ଟାଡିୟମରେ ଅପରାହ୍ନ ୩ଘଣ୍ଟା ସମୟରେ ବ୍ୟୋମଯାନରୁ ଅବତରଣ କରି ଛତ୍ରପୁରମୁଖ୍ୟ- ଷ୍ଟାଡିୟମରେ ଆୟୋଜିତ ହେଉଥିବା ମେଗା…

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ଦିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବେରେଡାକିଆ ପଞ୍ଚାୟତ ର ସରପଞ୍ଚ…

ଜିଲ୍ଲା ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ମାନବାଧିକାର ମିସନର ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ,ଉପ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ, ଶେଖ୍ ରିହାଜୁଦିନ୍,ଓ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ଉପସ୍ଥିତରେ ଏକ ସାଧାରଣ ବୈଠକ ନାରାୟଣୀ…

ବିପଦସଂକୁଳ ଅବସ୍ଥାରେ ଥିବା ଶୁଖିଲା ଗଛର ଶାଖା ମୁଖ୍ୟ ରାସ୍ତାରେ ପଡି ରାସ୍ତା ଅବରୋଧ

ଫୁଲବାଣୀ : ଫୁଲବାଣୀ ସହରର ମୁଖ୍ୟ ରାଜରାସ୍ତା କଡ଼ରେ ଓ ସମବାୟ ବିଭାଗୀୟ କାର୍ଯ୍ୟଳୟ ଫୁଲବାଣୀ ସମ୍ମୁଖରେ ଥିବା ବିରାଟକାୟ ଶୁଖିଲା ଶାଳ ଗଛର ଏକ ଶାଖା ଆଜି ସକାଳ ୬:୩୦ ମିନଟ ସମୟରେ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା l ସୂଚନା ଅନୁସାରେ ଉକ୍ତ ସମୟରେ ଅଲ୍ପ ଦୁରରେ ସାଇକେଲ ଆରୋହି…

ଦୀର୍ଘ ବର୍ଷ ଵ୍ୟଵଧାନ ପରେ ଖୋଲିଲା ମଧୁସୂଦନ ପାର୍କ ( ଶିଶୁ ଉଦ୍ୟାନ)…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ ( ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ଵ୍ୟଵଧାନ ପରେ ଆଜି ଖୋଲିଲା। କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଏହି ପାର୍କ ଖୋଲିବା…

ଅସାବଧାନତା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁ : ଅଟୋ ଚାଳକ ଗାଡି ଷ୍ଟାର୍ଟ କରି ପାର୍କିଂ କରିଥିଲେ…

ବ୍ରହ୍ମପୁର : ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ୪ ବର୍ଷୀୟ ଶିଶୁ ପୁତ୍ରର ଜୀବନ। ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ତୃତୀୟ ଲେନ୍‌ରେ ଘଟିଛି। ଖବର ଅନୁସାରେ, ଗୁରୁବାର ଅପରାହ୍ଣରେ ଗ୍ୟାସ ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଅଟୋ ସାହି ଛକରେ…

କିଆବୁଦାରୁ ମୃତଦେହ ଉଦ୍ଧାର : ହତ୍ୟା କି ଆତ୍ମହତ୍ୟା ସନ୍ଦେହ…

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ନିକଟ କୋଷ୍ଟ ଗାର୍ଡ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ ଏକ କିଆବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀର ଏ. ଚନ୍ଦ୍ରେୟା (୩୫) ବୋଲି ସୂଚନା ମିଳିଛି । ଗୁରୁବାର ସକାଳୁ…

ରୁକୁଣୀଗାଁ ସେବା ସମବାୟ ସମିତିର ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା…

ଛତ୍ରପୁର : ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତର ରୁକୁଣୀ ଗାଁ ସେବା ସମବାୟ ସମିତି ପକ୍ଷରୁ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସମିତିର ସଭାପତି ଅlଦିକନ୍ଧ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ସମବାୟ ସମିତିର ସହକାରୀ…

କୋର୍ଟ ଷ୍ଟେସନ୍ ନିକଟ ରେଳପଥରୁ ଯୁବକର ମୃତ ଦେହ ଉଦ୍ଧାର…

ଛତ୍ରପୁର : ଛତ୍ରପୁର କୋର୍ଟ ଷ୍ଟେସନ୍ ନିକଟ ରେଳପଥରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ରେଳବାଇ ଥାନା ପୋଲିସ୍ । ମୃତ ଯୁବକ ଜଣକ ଛତ୍ରପୁର ବଡ ରେଡ୍ଡିକା ସାହିର ନବୀନ ବେହେରାଙ୍କ ପୁତ୍ର ବିଦ୍ୟାଧର ବେହେରା (୨୦) ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଛତ୍ରପୁର…