Browsing Category

ଆଞ୍ଚଳିକ

ଜେଏସଡବ୍ଲୁର ପେଲେଟ ପ୍ଲାଣ୍ଟ ପାଇଁ ଭୂମିପୂଜା, ସ୍ଥାନୀୟ ଅଞ୍ଚଳର ୪୧ ଜଣ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ପାରାଦୀପ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲୁ ପ୍ରକଳ୍ପର ପେଲେଟ ପ୍ଲାଣ୍ଟ ପାଇଁ ଭୂମିପୂଜନ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ତିନି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧିମାନଙ୍କ ଉପସ୍ଥିତିରେ କମ୍ପାନୀର ଟେଷ୍ଟ…

ରିଜର୍ଭ ବ୍ୟାଙ୍କର ଶ୍ରେଷ୍ଠ ଦଳପତି ଭାବେ ଶାନ୍ତନୁ ଦାସଙ୍କୁ ମିଳିଲା ସ୍ଵର୍ଣ୍ଣପଦକ

ଚିକିଟୀ : ରିଜର୍ଭ ବ୍ୟାଙ୍କର ଶ୍ରେଷ୍ଠ ଟିମ୍ ଲିଡର ଭାବେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ବାସିନ୍ଦା ଶାନ୍ତନୁ ଦାଶ ମୁମ୍ବାଇ ଠାରେ ସମ୍ମାନିତ ହୋଇଛନ୍ତି । ମହାମାରୀ କୋଭିଡ୍ ସମୟ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ କର୍ମକ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ଯୋଗୁଁ ବ୍ୟାଙ୍କ୍…

ଜନ ଜାଗରଣ ମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର : ଜନ ଜାଗରଣ ମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସିଦ୍ଧାର୍ଥ ନଗର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜନ ଜାଗରଣ ମଞ୍ଚର ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଙ୍କ ତତ୍ୱାବଧାନ ରେ ରୁବି ହସ୍ପିଟାଲ ମୁଖ୍ୟ ତଥା ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ନାଗେଶ୍ୱର ରାଓ ସୁବୁଦ୍ଧି…

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ ଉଦ୍‌ଘାଟିତ…

ସୁନ୍ଦରଗଡ଼ //ରାଉରକେଲା : ସହରର ବିଶିଷ୍ଟ କଳା-ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ ସର୍କଲ' ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ, ଅନୁଷ୍ଠାନ ଦ୍ଵାରା ପରିଚାଳିତ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ତଥା ସ୍ପ୍ରିଂ ଭେଲି ଶିଶୁ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବକୁ ମୁଖ୍ୟ…

ପୂଜକଙ୍କୁ ସ୍ୱପ୍ନାଦେଶ ପରେ ମନ୍ଦିର ପରିସରରୁ ବାଲାଜୀଙ୍କ ମୃତ୍ତି ଉଦ୍ଧାର…

ମାଲକାନଗିରି// ଚିତ୍ରକୋଣ୍ଡା,: ବିଗତ 17 ତାରିଖ ରାତ୍ରିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀ ଙ୍କୁ ସ୍ୱପ୍ନାଦେଶ ହୋଇଥିଲା ମନ୍ଦିର ପରିସରରେ ପ୍ରଭୁ ମାଟି ତଳେ ପୋତି ହୋଇ ରହିଛନ୍ତି ତାଙ୍କୁ ଉଦ୍ଧାର କରିବାକୁ ନିର୍ଦେଶ ହୋଇଥିଲା…

କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ଙ୍କ ରେଢ଼ାଖୋଲ ଡିଭିଜନ କେନ୍ଦୁପତ୍ର ସଂସ୍ଥାର ସମୀକ୍ଷା…

ସମ୍ବଲପୁର //ରେଢ଼ାଖୋଲ :କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ରେଢ଼ାଖୋଲ ଗସ୍ତ କାର୍ଯ୍ୟକ୍ରମ କରି କେନ୍ଦୁପତ୍ର ସଂସ୍ଥାର ସମୀକ୍ଷା କରିଛନ୍ତି। କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଗସ୍ତ…

ଏମକେସିଜିରେ ରୋଗୀ ସେବା ବ୍ୟାହତ

ଦରମା ଓ ଇପିଏଫ/ଇଏସଆଇ ସଠିକ ପୈଠ ନ ହେବା ଅଭିଯୋଗ ରେ କର୍ମଚାରୀ ଙ୍କ ଧାରଣା ଲିଖିତ ପ୍ରତିଶୃତି ପରେ ଧାରଣା ସ୍ଥଗିତ ବ୍ରହ୍ମପୁର : ସାରା ରାଜ୍ୟ ଭଳି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ର ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ନେଇ ଲାଗିରହିଥିବା ଏଜେନ୍ସି ଯନ୍ତ୍ରଣାର ସମସ୍ୟା…

୧୪ ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା…

ଫୁଲବାଣୀ //ବାଲିଗୁଡା,:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଅବସର ରେ ବାଲିଗୁଡା ଟାଉନ ହଲ୍ ସଭାଗୃହ ଠାରେ ଏକ ଆଦିବାସୀ…

କାଶିପୁର ବ୍ଲକରେ ବର୍ଷା ଓ କୁଆପଥର ମାଡ…

,କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଆଜି ସନ୍ଧା ୫ଟା ସମୟରେ ପ୍ରବଳ କୁଆ ପଥର ସହ ବର୍ଷା ହୋଇଛି I ଏହି ସମୟରେ ଗୋରଖପୁର ଠାରୁ ମାରିଭଟା ଗ୍ରାମ ପର୍ଯ୍ୟନ୍ତ କୁଆ ସହ ପ୍ରବଳ ବର୍ଷା ଯାହା ଫଳରେ କିଛି ସମୟ ପାଇ ମୁଖ୍ୟ ରାସ୍ତା କୁଆ ପଥର ଡାଙ୍ଗି ହୋଇ ପଡ଼ିଛି। ଯାହା ଫଳରେ କିଛି ସମୟ…

ବେଲେଶ୍ବର ଡ଼ିଗ୍ରୀ ମହାବିଦ୍ଯାଳୟର ପ୍ରଥମ ପରିଚାଳନା ବୈଠକ

ହିଞ୍ଜିଳିକାଟୁ ୧୮/୦୩ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ଠାରେ ଶୁକ୍ରବାର ଦିନ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଗଣ୍ଡଳା , ( ବେଲଗାଁ ) ଗଞ୍ଜାମ ରେ ପ୍ରଥମ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ…