Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାହାରା ଇଣ୍ଡିଆ ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ କରିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ…
ଛତ୍ରପୁର : ସାହାରା ଇଣ୍ଡିଆ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ଦାବି ନେଇ ୟୁନାଇଟେଡ୍ ଅଲ ଇଣ୍ଡିଆ ଜନ ଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି ।!-->…
ପିକ୍ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ବାଲିଗୁଡ଼ା : ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା!-->…
ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସମନ୍ଵୟ ବୈଠକ
ମାଲକାନଗିରି (୧୪/୦୩) : ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ଅଧ୍ୟକ୍ଷତା କରି ଅଧିକାରୀ ମାନଙ୍କୁ କ୍ଷେତ୍ର ଗସ୍ତ!-->…
ମା ଶ୍ୟାମଳାଈ ପୀଠରେ ଭକ୍ତଙ୍କ ସମାଗମ…
ହିଞ୍ଜିଳିକାଟୁ ୧୪।୩ : ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଓ ମା ଶ୍ୟାମଳାଈ ଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବ ୪ ପାଳି ଅର୍ଥାତ୍ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ୪ ତାରିଖ ଦିନ ଅନୁଷ୍ଠିତ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି!-->…
ପ୍ରଧାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଖରାରେ ପାଣି ବୁହାଇବା କାମରେ ଲଗାଇଲେ…
କନ୍ଧମାଳ - ସରକାରଙ୍କ ନିୟମକୁ ବେଖାତିର କରି ସ୍କୁଲ ଚଳାଉଛନ୍ତି ପ୍ରଧାନ ଶିକ୍ଷକ l ରାଜ୍ୟ ସରକାରଙ୍କ ତରଫରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ମାଗଣା ପାଠ ପଢିବେ ବୋଲି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି l ବିଦ୍ୟାଳୟକୁ ସବୁଦିନେ ଆସିବା ପାଇଁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା!-->…
ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଜିଲ୍ଲପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ :- ମହାସଂଘ ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ନେତୃତ୍ବରେଏବଂ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖା ତରଫରୁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ!-->…
ରାଜସ୍ଥାନ ପାଇଁ ଅଣ୍ଟା ଭିଡ଼ିଲାଣି ଆପ୍, ସମସ୍ତ ୨୦୦ ଆସନରେ ଦେବ ପ୍ରାର୍ଥୀ…
ଜୟପୁର : ଗୋଆ, ପଞ୍ଜାବ ଓ ଗୁଜରାଟ ପରେ ଏବେ ରାଜସ୍ଥାନ ଉପରେ ଆଖି ପକାଇଛି ଆମ୍ ଆଦମ୍ ପାର୍ଟି (ଆପ୍)। ଚଳିତ ବର୍ଷ ଶେଷ ଆଡ଼କୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ୨୦୦ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛି ଆପ୍। ସୋମବାର ଆପ୍ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ!-->…
ମାର୍ଚ୍ଚ ୧୬ରୁ ୨୦ ପଞ୍ଚ ଦିନ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ କୁ ନେଇ ସାମ୍ବାଦିକ ସମ୍ମିଳନୀ…
ବ୍ରହ୍ମପୁର : ବ୍ରହ୍ମପୁର ସହରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ ୨୦୦୯ ମସିହାରୁ ହୋଇ ଆସୁଥିବା ବେଳେ ଏହି ବର୍ଷ ୧୩ ତମ ହର୍ବଲ ମେଳା ବ୍ରହ୍ମପୁର କେ ସି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆୟୋଜନ ହେବା ପାଇଁ ଯାଉଛି। ଓଡିଶା ର ବିଭିନ୍ନ ଜିଲ୍ଲା ଏବଂ ସ୍ଥାନୀୟ ଅଂଚଳରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ!-->!-->!-->…
ରାଉରକେଲା ମ୍ୟୁଜିକ ସର୍କଲର ବସନ୍ତ ସମାରୋହ ମାର୍ଚ୍ଚ ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ…
ରାଉରକେଲା,:ରାଉରକେଲାର ସମ୍ଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ 'ମ୍ୟୁଜିକ ସର୍କଲ' ଆନୁକୂଲ୍ୟରେ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି. ସମୟରେ ବସନ୍ତ ସମାରୋହ ଅନୁଷ୍ଠାନ ପରିସରରେ ପାଳନ ହେବାକୁ ଯାଉଛି। ଏହି ଉପଲକ୍ଷେ ଏକ ସାମ୍ବାଦିକ!-->!-->!-->…
ଓମ୍ଫେଡ୍ ପ୍ଲାଣ୍ଟରେ କ୍ଷୀର ନଷ୍ଟ, ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ
ବ୍ରହ୍ମପୁର : ସହର ଉପକଣ୍ଠ ଆଙ୍କୁଶପୁରରେ ଥିବା ଓମ୍ଫେଡ୍ ପ୍ଲାଣ୍ଟ୍ରେ କ୍ଷୀର ଭାସି ନଷ୍ଟ ହେବା ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି। ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ମୁରଲୀଧର ବେହେରାଙ୍କ ନେତୃତ୍ବରେ ଏକ!-->…