Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା ପ୍ରମାଣ ଅଭାବରୁ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ
ବ୍ରହ୍ମପୁର : ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ସଦର ଥାନା ଅଞ୍ଚଳର ସୀମାଞ୍ଚଳ ଦାସ (୩୫) ଓ ସନିଆ!-->…
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ…
ଦାରିଙ୍ଗବାଡି,୧୩/୦୩ : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ଅଧିନ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡାନାଜୁ ଘାଟିର ଏକ ବୁଲାଣିରେ । ରବିବାର ବିଳମ୍ବିତ ରାତି ସମୟରେ ମୁଣ୍ଡାନାଜୁ ଘାଟିରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା!-->…
ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆଭାଷା ବିକାଶମଞ୍ଚର ଶାସ୍ତ୍ରୀୟ ଭାଷାଦିବସ ପାଳନ…
ସୁନ୍ଦରଗଡ଼ /ରାଉରକେଲା : ଗତ ଶନିବାର ଦିନ ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଡଃ ନଗେନ କୁମାର ଦାସ ଙ୍କ ଆବାହକତ୍ବରେ ଏବଂ ରଶ୍ମି ରଞ୍ଜନ ବୋଇତାଇଙ୍କ ସଭାପତିତ୍ବରେ ଶାସ୍ତ୍ରୀୟ ଭାଷା ଦିବସ ପ୍ରଗତି ଉତ୍କଳ ସଂଘ ସଭାଗୃହ ରେ ପାଳିତ ହୋଇ ଯାଇଅଛି।
ଶ୍ରୀ!-->!-->!-->…
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ମିଳିଥିବା ଅଭିଯୋଗ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାୟତରେ ମିଳିଥିବା ଚାଉଳ ସବୁ ପ୍ଲାଷ୍ଟିକ ଚାଉଳ ବୋଲି ଅଭିଯୋଗ ଆଣିଛନ୍ତି ରଙ୍ଗପିଆଜଗୁଡା ଗ୍ରାମ ବାସୀ | ଏହି ଚାଉଳ ଆଣି ପାଣିରେ ପକାଇଲେ ପାଣିରେ ଭାସୁଛି, ଗିଲଗିଲା ହେଉଛି ଏବଂ ରୋଷେଇ କଲେ ଚାଉଳ!-->!-->!-->…
ଉଦଯାପିତ ହେଲା ଫୁଲବାଣୀ ଲେଖକ ସାମ୍ମୁଖ୍ୟ ପୁସ୍ତକମେଳା…
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଦଶଦିନ ବ୍ୟାପୀ ଚାଲିଥିବା ତାର ୪୨ତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ!-->…
ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ…
ହିଞ୍ଜିଳିକାଟୁ ୧୩।୩ : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଅବ୍ୟବସ୍ଥା ଘେରକୁ ଠେଲି ହୋଇଗଲାଣି। କେତେବେଳେ ଡାକ୍ତର ମାନେ ଆଶାମାନଙ୍କ ଦ୍ବାରା ଲାଞ୍ଚ କାରବାର ରେ ଜଡିତ ତ କେତେବେଳେ ପରୀକ୍ଷା ଗାରରେ ବାହାର ପ୍ରେସ୍କିସନ୍ ନେଇ ପରୀକ୍ଷା କରିବା!-->…
ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା
ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ସଙ୍ଘ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ।!-->…
କାର୍ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ…
ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା ଜଣାପଡିଛି। ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬ /୨୨.୨୩ ରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିହାର ପଟଣାର!-->…
୭୫ କେଜିରୁ ଉର୍ଦ୍ଧ୍ବ ଗଂଜେଇ ସହ ଅଟୋ ରିକ୍ସା ଜବତ
ଫୁଲବାଣୀ - କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ବରେ ପୋଲିସ ଟିମ ସୋମବାର ଲାଦରିଗାଁ ଘାଟିରେ ଚଢ଼ାଉ କରି ୭୫ କେଜିରୁ ଉର୍ଦ୍ଧ୍ବ ଗଂଜେଇ ସହ ଏକ ଅଟୋ ରିକ୍ସା ମଧ୍ୟ ଜବତ କରିଛି । ଏହି ସଂକ୍ରାନ୍ତରେ!-->…
ସୁକଦେବ ପ୍ରଧାନ ପାଇଲେ ଶିକ୍ଷକ ଗୌରବ ସମ୍ମାନ-୨୦୨୩
ଦାରିଙ୍ଗବାଡି,୧୩/୩ : ଦାରିଙ୍ଗବାଡି ବ୍ଲକ ସୀମନବାଡ଼ି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନ ପାଇଲେ ଶିକ୍ଷକ ଗୌରବ ସମ୍ମାନ -୨୦୨୩ । ଭୁବନେଶ୍ୱର ସ୍ଥିତ ବିଜୁ ଶିକ୍ଷକ କର୍ମଚାରୀ କଲ୍ୟାଣ ସମିତି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରବାଦ ପୁରୁଷ ବିଜୁ!-->…